Browsing Tag

news of india

ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ : ଭାରତୀୟ ସେନାକୁ ପିନାକ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଭାରତୀୟ କମ୍ପାନୀଗୁଡ଼ିକ ସହ…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଗତକାଲି ତାହାକୁ ଆଉ ଏକ ସାମର୍ଥ୍ୟ ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କ୍ରୟ ବିଭାଗ ଆଜି ଭାରତ ଆର୍ଥମୁଭର୍ସ ଲିମିଟେଡ଼, ଟାଟା
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୩୫ ମସିହା ଡିସେମ୍ବର ୧୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିବା କଂଗ୍ରେସର ଜଣେ ବରିଷ୍ଠ ନେତା ଭାବରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ଶାନ୍ତ, କାନ୍ତ, କୋମଳ, କମନୀୟ
Read More...

ମନର କଥା ୨.୦ (ପଂଚଦଶ ଅଧ୍ୟାୟ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍‌ କି…

• ଦେଶରେ ପ୍ରତ୍ୟେକ ଆୟୋଜନରେ ଯେଉଁଭଳି ସଂଯମତା ଏବଂ ଆଡମ୍ବରଶୂନ୍ୟତା ପରିଲକ୍ଷିତ ହେଉଛି, ତାହା ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ• ଖେଳନା ଉଦ୍ୟୋଗର ବିକାଶ ପାଇଁ ଷ୍ଟାର୍ଟ-ଅପ୍‌ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ଟିମ୍‌ ଅପ୍‌ ଫର୍‌ ଟଏଜ୍‌’ ଆହ୍ୱାନ• ଆତ୍ମନିର୍ଭର ଭାରତ ଅଭିଯାନରେ ଭର୍ଚୁଆଲ୍‌
Read More...

ଲଗାତାର ଦୁଇଦିନ ଧରି ଦୈନିକ ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା

• ମୋଟ ପରୀକ୍ଷା ସଂଖ୍ୟା ୪ କୋଟି ନିକଟତର• ବିଗତ ୨ ସପ୍ତାହରେ ୧ କୋଟିରୁ ଅଧିକ ନମୁନା ପରୀକ୍ଷାନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ପାଥେୟ କରି ଦେଶରେ ଗତ ୨ ଦିନ ଧରି ଲଗାତାର ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୨୪
Read More...

ଆଜି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦ୍ଵାଦଶ ପ୍ରତିଷ୍ଠା ଦିବସ

• ଭର୍ଚୁଆଲ କାର୍ୟ୍ୟକ୍ରମରେ ଯୋଗ ଦେବେ ତିନି କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ• ପ୍ରତିଷ୍ଠା ଦିବସ ଅଭିଭାଷଣ ରଖିବେ ମୁଖ୍ୟ ଆର୍ଥିକ ପରାମର୍ଶଦାତା• କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରାଯିବ• କୋରାପୁଟଠାରେ ୨୦୦୯ରେ ପ୍ରତିଷ୍ଠା ହୋଇଥିଲା
Read More...

ମୋଟ କରୋନା ମାମଲା ମଧ୍ୟରୁ ମାତ୍ର ୨୨% ସକ୍ରିୟ

ଆରୋଗ୍ୟଙ୍କ ସଂଖ୍ୟା ୨୬ ଲକ୍ଷ; ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୧୮ ଲକ୍ଷ ଅଧିକନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଭଳି ତ୍ରିମୁଖୀ ରଣନୀତି ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି
Read More...

ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଦ୍ଵାରା ଏନସିସି ତାଲିମ ସଂକ୍ରାନ୍ତ ମୋବାଇଲ ଆପର ଶୁଭାରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମହାନିର୍ଦ୍ଦେଶକ (ଡିଜି ଏନସିସି) ମୋବାଇଲ ଟ୍ରେନିଂ ଆପର ଶୁଭାରମ୍ଭ କରିଛନ୍ତି । ଏହି ଆପ ଜରିଆରେ ଦେଶବ୍ୟାପୀ ସମର ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ତାଲିମ ପ୍ରଦାନ କରାଯାଇପାରିବ ।କୋଭିଡ-୧୯ ଯୋଗୁଁ
Read More...

ଉଡାନ୍‌ ୪.୦ରେ ୭୮ଟି ନୂଆ ରୁଟ ଅନୁମୋଦିତ

• ୭୬୬ଟି ରୁଟ୍‌କୁ ମଞ୍ଜୁରି• ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଓ ଦ୍ୱୀପଗୁଡିକୁ ଯୋଗାଯୋଗ ସୁବିଧାନୂଆଦିଲ୍ଲୀ, (ପିଆଇବି) : ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ୍‌) ଅଧୀନରେ ‘ଉଡେ ଦେଶକୀ ଆମ୍‌ ନାଗରିକ’ ବା ଉଡାନ୍‌ କାର୍ୟ୍ୟକ୍ରମର ଚତୁର୍ଥ ପର୍ୟ୍ୟାୟରେ ୭୮୭ଟି ନୂଆ ବିମାନପଥକୁ ଅନୁମୋଦନ
Read More...

ଜାତୀୟ ରାଜପଥ ଟୋଲ ଫି ପ୍ଲାଜାରେ ସମସ୍ତ ପ୍ରକାର ରିହାତି ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ, (ପିଆଇବି) : ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜାଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି । ଏହାଫଳରେ ଗାଡିଚାଳକମାନେ ଫେରନ୍ତା ଯାତ୍ରାରେ
Read More...

ଜାତୀୟ ରାଜପଥ ପ୍ରାଧିକରଣ କଣ୍ଟ୍ରାକ୍ଟର ଓ କନ୍‌ସଲଟାଣ୍ଟ ଆଦିଙ୍କ ପ୍ରଦର୍ଶନର ରେଟିଂ ବ୍ୟବସ୍ଥା କରିବ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏକ ଭେଣ୍ଡର ପରଫର୍‌ମାନ୍ସ ଇଭାଲ୍ୟୁସନ ସିଷ୍ଟମ ବିକଶିତ କରିଛି । ପ୍ରାଧିକରଣ ସହ କାର୍ୟ୍ୟ କରୁଥିବା ବିଭିନ୍ନ କଣ୍ଟ୍ରାକ୍ଟର, କନ୍‌ସଲଟାଣ୍ଟ ଓ କନ୍‌ସେସ୍‌ନାୟାର ସଂସ୍ଥାଗୁଡିକର କାର୍ୟ୍ୟର ପ୍ରଦର୍ଶନକୁ ସମୀକ୍ଷା କରି
Read More...