ଡିସେମ୍ବର ୨୯ରେ ୪ଟି ପ୍ରସଙ୍ଗ ସହିତ ପରବର୍ତ୍ତୀ ରାଉଣ୍ଡ ଆଲୋଚନା ପାଇଁ କୃଷକ ସଂଗଠନ ସରକାରଙ୍କୁ ପ୍ରସ୍ତାବ ପଠାଇଲେ
ନୂଆଦିଲ୍ଲୀ : କେନ୍ଦ୍ରର ତିନୋଟି କୃଷି ନିୟମକୁ ବିରୋଧ କରି କୃଷକ ସଂଗଠନ ଶନିବାର ଦିନ ପୁଣି ସରକାରଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ପରବର୍ତ୍ତୀ ପର୍ୟ୍ୟାୟ ଆଲୋଚନା ପାଇଁ ଡିସେମ୍ବର ୨୯ ତାରିଖ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ଦ୍ୱାରା ନୂତନ ଆଇନ ଉପରେ ଆଲୋଚନା!-->…
Read More...
Read More...