Browsing Tag

news of india

ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ଉଠାଇ ନେଉଥିବା ବେଳେ ବଂଚାଇବାକୁ ଚେ‌ଷ୍ଟା କରିଥିବା ସ୍ୱାମୀ ଅସାମାଜିକଙ୍କ ଆକ୍ରମଣରେ…

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଣେ ଆହତ ବ୍ୟକ୍ତି ଶନିବାର ରାତିରେ ବାରବାଣୀରୁ ଏମ୍‌ୱାଏ ଡାକ୍ତରଖାନାରେ ଚିକି‌ତ୍ସା ପାଇଁ ପହଞ୍ଚିଥିଲେ, ଯାହାଙ୍କ ମୁଣ୍ଡରେ ତୀର ଲଗିଥିଲା । ଆହତ‌ଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀଙ୍କୁ ବଳାତ୍କାର କରିବାକୁ ଅସାମାଜିକମାନେ ଅପହରଣ କରି ନେଉଥିଲେ
Read More...

ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

• ଆତ୍ମନିର୍ଭର ଭାରତରେ ଯୋଗଦାନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ• ଦେଶର ଆଶାଆକାଂକ୍ଷା ସହିତ ନିଜ କ୍ୟାରିଅରକୁ ଯୋଡ଼ିବା ନିମନ୍ତେ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ନୂଆଦିଲ୍ଲୀ / ସ‌ମ୍ବଲପୁର, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ
Read More...

ଆଜିଠାରୁ ଦେଶରେ କରୋନା ଟୀକାର ଡ଼୍ରାଏ ରନ୍‌ : ପ୍ରକ୍ରିୟା କେଉଁଠାରେ ଏବଂ କିପରି ଚାଲିବ, ଆସ‌ନ୍ତୁ ଜାଣିବା

ନୂଆଦିଲ୍ଲୀ : ଭାରତରେ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ଟୀକାକରଣ ଆରମ୍ଭ ତାରିଖ ଘୋଷଣା ପୂର୍ବରୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ପରୀକ୍ଷା କରିବା ଆବଶ୍ୟକ । ଏଥିପାଇଁ କେନ୍ଦ୍ର ସରକାର ଆଜି ଦେଶରେ ଜାନୁୟାରୀ ୨, ୨୦୨୧ରୁ ଦେଶର ପ୍ରତ୍ୟେକ ରାଜ୍ୟରେ ଡ଼୍ରାଏ
Read More...

ଏସବୁ ହେଉଛି ନୂଆ କରୋନା ଭୂତାଣୁର ଲକ୍ଷଣ : ଛାତି ଯନ୍ତ୍ରଣା ବଡ଼ ବିପଦ ହୋଇପାରେ

ନୂଆଦିଲ୍ଲୀ : ଭାରତରେ ୧୯ତମ ଦିନରେ କୋଭିଡ -୧୯ ର ୩୦ ହଜାରରୁ କମ୍ ନୂତନ ସଂକ୍ରମଣ ଘଟିଛି ଏବଂ ଏହା ସହିତ ଦେଶରେ ସଂକ୍ରମଣ ମାମଲା ଶୁକ୍ରବାର ଦିନ ୧,୦୨,୮୬,୭୦୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୯୮.୮୩ ଲକ୍ଷରୁ ଅଧିକ ଲୋକ ସଂକ୍ରମଣମୁକ୍ତ । ତେବେ ଆହୁରି ୨୫୬ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ
Read More...

ୟୁପିରେ କୁହୁଡ଼ି : ଏକ୍ସପ୍ରେସ ୱେରେ ବଡ ଦୁର୍ଘଟଣା

ବାଗପତ : ଆଜି ସକାଳେ ଦିଲ୍ଲୀ ଏନ୍‌ସିଆର ଏବଂ ପଶ୍ଚିମ ୟୁପିରେ ଘନ କୁହୁଡି ଦେଖାଦେଇଛି । ପଶ୍ଚିମ ୟୁପିର ବାଗପତରେ ଘନ କୁହୁଡ଼ିର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇଛି । କୁହୁଡି ଯୋଗୁଁ ଆଜି ସକାଳେ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ ୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । କୁହୁଡି
Read More...

ସରକାରଙ୍କ ସହ କୃଷକଙ୍କ ଅଷ୍ଟମ ରାଉଣ୍ଡ ଆଲୋଚନାର ପ୍ରସ୍ତୁତି ପାଇଁ ଆଜି ୮୦ଟି ସଂଗଠନ ସାମିଲ୍‌ ହେବେ ଏକ ବୈଠକରେ

ନୂଆଦିଲ୍ଲୀ : ଆଜି ହେଉଛି କୃଷକ ଆନ୍ଦୋଳନର ୩୭ ତମ ଦିନ । କୃଷକ ଏବଂ ସରକାରଙ୍କ ମଧ୍ୟରେ ସପ୍ତମ ରାଉଣ୍ଡ ଆଲୋଚନାରେ ସମ୍ପୂର୍ଣ୍ଣ ସମାଧାନ ହୋଇପାରିଲା ନାହିଁ । କିନ୍ତୁ ବିବାଦର ଦୁଇଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଲା । ବର୍ତ୍ତମାନ ସମ୍ପୂର୍ଣ୍ଣ ସମାଧାନ ପାଇଁ ଜାନୁଆରୀ ୪ରେ ଅଷ୍ଟମ ରାଉଣ୍ଡ
Read More...

ସିବିଆଇସିର ଅଂଶବିଶେଷ କୃଷ୍ଣାପାଟନମ୍‍ ଏବଂ ତୁମାକୁରୁରେ ଶିଳ୍ପ କରିଡର ନୋଡ ନିର୍ମାଣକୁ କ୍ୟାବିନେଟର ଅନୁମୋଦନ

• ଗ୍ରେଟର ନୋଏଡାରେ ମଲ୍ଟି ମୋଡାଲ ଲଜିଷ୍ଟିକ ହବ୍‍ ଏବଂ ମଲ୍ଟିି ମୋଡାଲ ଟ୍ରାନ୍ସପୋର୍ଟ ହବ୍‍ ନିର୍ମାଣକୁ ଅନୁମୋଦନ• ଅନୁମୋଦନ ଲାଭ କରିଥିବା ଏହି ପ୍ରକଳ୍ପଗୁଡିକର ମୋଟ ବ୍ୟୟ ଅଟକଳ ୭୭୨୫ କୋଟି ଟଙ୍କା; ଏଥିରେ ୨.୮ ଲକ୍ଷରୁ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି ହେବାର ଲକ୍ଷ୍ୟ• ଏହାଦ୍ୱାରା
Read More...

କେପ ଆକାର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଅନ୍ତରୀଣ ପୋତାଶ୍ରୟର ଗଭୀର ଖନନ ଏବଂ…

• ସରକାରୀ ଘରୋଇ ଭାଗିଦାରୀ (ପିପିପି)ରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ (ବିଓଟି) ଆଧାରରେ କାର୍ୟ୍ୟକାରୀ ହେବ ପ୍ରକଳ୍ପ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ପାରାଦୀପ
Read More...

ଗୁପ୍ତଚର ଏଜେନ୍ସିର ବଡ ସଫଳତା : ଖଲିସ୍ତାନୀ ଆତଙ୍କବାଦୀ ସୁଖ ବିକ୍ରିୱାଲକୁ ଦୁବାଇରୁ ପଠାଯାଇଥିଲା

ନୂଆଦି‌ଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଧରିବାରେ ନିୟୋଜିତ ସୁରକ୍ଷା ଏଜେନ୍ସିମାନେ ବଡ଼ ସଫଳତା ହାସଲ କରିଛନ୍ତି । ପଞ୍ଜାବର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଏବଂ ଖଲିସ୍ତାନୀ ଆତଙ୍କବାଦୀ ସୁଖ ବିକ୍‌ରିୱାଲକୁ ଭାରତ ଗୁରୁବାର ଦିନ ଦୁବାଇରୁ ଭାରତ ପଠାଯାଇଥିବା ଜଣାପଡ଼ିଛି ।
Read More...

ଅମିତାଭ ବଚ୍ଚନ ଆସିବେ ସୂରଜଙ୍କ ସିନେମାରେ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଦୁଇ ଚ‌ର୍ଚ୍ଚିତ ଅଭିନେତା ଏକାଠି ଦେଖାଯିବେ ଅମିତାଭ ବଚ୍ଚନ ରାଜଶ୍ରୀ ପ୍ରଡକ୍ସନ୍ସ ଅଧୀନରେ ନିର୍ମାଣ ହେବାକୁ ଥିବା ଏକ ପାରିବାରିକ ଡ୍ରାମା ଚଳଚ୍ଚିତ୍ରରେ ଦେଖାଯିବେ ଏବଂ ବିଗ୍‌ ବି ସୂରଜ ବଡଯାତ୍ୟାଙ୍କ ସହ ଏକା ସ‌ଙ୍ଗେକାମ କରିବେ ଏବଂ ଚଳଚ୍ଚିତ୍ରଟି ୨୦୨୧
Read More...