ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତା ଦିଦିଙ୍କ ବଡ ବ୍ୟାଟିଂ : ମାଗଣା କରୋନା ଟୀକା ଦେବାକୁ ଘୋଷଣା
କୋଲକାତା : ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ରାଜ୍ୟରେ ବଡ଼ ବ୍ୟାଟିଂ କଷିଛନ୍ତି । ସେ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ମାଗଣା କରୋନା ଭାଇରସ୍ ଟୀକା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଆଜି ମମତା ବାନାର୍ଜୀ ଏହି!-->…
Read More...
Read More...