Browsing Tag

news of india

ଅମାନବିକତା : ୧୪ ବର୍ଷର ନାବାଳିକାକୁ ୪ ଦିନ ଧରି ବ‌ନ୍ଦୀ କରି ଗଣବଳାତ୍କାର ଅଭିଯୋଗ

ଉମରିଆ : ମଧ୍ୟପ୍ରଦେଶର ଉମରିଆରେ ଜାନୁଆରୀ ୧୧ ରେ ୧୪ ବର୍ଷର ନାବାଳିକାକୁ ଅପହରଣ ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ନାବାଳିକା ଜଣକ ଫେରିବା ପରେ ଜଣାପଡିଥିଲା ​​ଯେ, ତାକୁ ୪ ଦିନ ବନ୍ଧକ ରଖାଯାଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ
Read More...

ମଦ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ପୋଲିସ ଟିମ୍‌ର ଚଢ଼ଉ ପରେ ଆକ୍ରମଣକାରୀମାନେ ଦୁଇ କିଲୋମିଟର ଧରି ପୋଲିସକୁ…

ମଥୁରା : ମଥୁରାର ଥାନା ଅଞ୍ଚଳରେ ମଦ ଚୋରା ଚାଲାଣ ସମ୍ପର୍କରେ ବରୌଠ ଏବଂ ଚିନ୍‌ପୁରାଇ ଗାଁରେ ପହଞ୍ଚିଥିବା ପୋଲିସ ଦଳ ଉପରେ ପାଲଟା ଆକ୍ରମଣ କରାଯାଇଛି । ଆକ୍ରମଣକାରୀମାନେ ଦୁଇ କିଲୋମିଟର ପର୍ୟ୍ୟନ୍ତ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ । ଏହି ଆକ୍ରମଣରେ ହାସନପୁର ଆଉଟପୋଷ୍ଟ ଅଧିକୋର ଆହତ
Read More...

ମର୍ମ‌ନ୍ତୁଦ ଦୁର୍ଘଟଣା : ହାଇ-ଟେନସନ୍ ଲାଇନ୍‌ର ସଂସ୍ପର୍ଶରେ ଆସିବାରୁ ବସ୍‌ରେ ଲାଗିଲା କରେ‌ଣ୍ଟ, ହୁତ୍‌ ହୁତ୍‌ ଜଳିଲା…

ଜୟପୁର : ରାଜସ୍ଥାନ ଜୟପୁରରୁ ଏକ ଯନ୍ତ୍ରଣାଦାୟକ ଖବର ଆସିଛି । ରାଜସ୍ଥାନର ଜାଲୋର ଜିଲ୍ଲାରେ ଏକ ବସ୍ ହାଇ-ଟେନସନ୍ ବିଦ୍ୟୁତ ଲାଇନ୍‌ର ସଂସ୍ପର୍ଶରେ ଆସିବାରୁ ବସ୍‌ରେ କରେଣ୍ଟ ଲଗିବା ପରେ ହୁତ୍‌ ହୁତ୍‌ ହୋଇ ଜଳିଯାଇଛି ବସ୍‌ । ବସ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି
Read More...

କୃଷକ ନେତା ତଥା ପଞ୍ଜାବୀ ଅଭିନେତାଙ୍କ ସମେତ ୪୦ ଜଣଙ୍କୁ ପଚରାଉଚରା ପାଇଁ ଡାକିଛି ଏନଆଇଏ

ନୂଆଦିଲ୍ଲୀ : ଜଷ୍ଟିସ୍ ଫର ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ସମ୍ପର୍କିତ ଏକ ମାମଲାରେ ପଚରାଉଚରା ପାଇଁ କୃଷକ ନେତା ବଲଦେବ ସିଂ ସିର୍ସା ଏବଂ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପକ୍ଷରୁ ଡକାଯାଇଛି । ନ୍ୟାୟିକ ଅପରାଧିକ
Read More...

ଏଭଳି ବ୍ୟାପକ ସ୍ତରରେ ଟୀକାକରଣ ଅଭିଯାନ ମାନବ ଇତିହାସରେ ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ

• ନିରାପତ୍ତା ଓ ପ୍ରଭାବ ବିଷୟରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ ହେବା ପରେ ମେଡ ଇନ ଇଣ୍ଡିଆ ଟୀକାଗୁଡ଼ିକୁ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ମିଳିଛି : ପ୍ରଧାନମନ୍ତ୍ରୀ• ସମଗ୍ରବିଶ୍ୱର ୬୦ପ୍ରତିଶତ ଶିଶୁ ମେଡ-ଇନ-ଇଣ୍ଡିଆ ଜୀବନରକ୍ଷାକାରୀ ଟୀକା ଗ୍ରହଣ
Read More...

ସର୍ବାଧିକ ଆବଶ୍ୟକତା ରହିଥିବା ଲୋକଙ୍କୁ ସର୍ବପ୍ରଥମେ ଟୀକା ଦିଆଯିବ : ପ୍ରଧାନମନ୍ତ୍ରୀ

• ଭାରତ ନିଜର ଟୀକାକରଣ ଅଭିଯାନରେ ମାନବ-କୈନ୍ଦ୍ରିକ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେଉଛି : ପ୍ରଧାନମନ୍ତ୍ରୀ• ସତର୍କତା ବଜାୟ ରଖିବା ଏବଂ ଟୀକା ପ୍ରୋଟୋକଲ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ
Read More...

ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

• ଭାରତ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ସହିତ କରୋନାର ମୁକାବିଲା କରିଛି : ପ୍ରଧାନମନ୍ତ୍ରୀ• ଏଭଳି ସ୍ତରର ଟୀକାକରଣ ଅଭିଯାନ ବିଶ୍ୱ କେବେ ଦେଖିନାହିଁ• ସାରା ବିଶ୍ୱ ଭାରତର କରୋନା ମୁକାବିଲାକୁ ପ୍ରଶଂସା କରୁଛି• ଅଗ୍ରଣୀ କରୋନା ଯୋଦ୍ଧାଙ୍କ ପ୍ରତି ଜଣାଇଲେ ଶ୍ରଦ୍ଧାଞ୍ଜଳି
Read More...

ମହିଳା ଜଣକ ନିଜ ଜୀବନ ବଞ୍ଚାଇବାକୁ ଖୁବ୍‌ ଦୌଡ଼ିଲେ : ତଥାପି ଗୁଳି ମାରି ହତ୍ୟା କଲା ଅଭିଯୁକ୍ତ

ହରିୟାଣା : ହରିୟାଣାର ଟୋହାନା ସହରରେ ଜଣେ ଓକିଲଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଆତଙ୍କ ସୃଷ୍ଟି କରିଛି । କୁହାଯାଇଛି ଯେ, ହତ୍ୟାକାରୀଠାରୁ ରକ୍ଷା ପାଇବା ପାଇଁ ଓକିଲ ଚିମନଲାଲ ଗୋୟଲଙ୍କ ପତ୍ନୀ କୁସୁମଲତା ଖୁବ୍‌ ଦୌଡ଼ିଥିଲେ । ସେ ଏକ ଦୋକାନ ଆଡକୁ ଦୌଡ଼ିଗଲେ । ସ୍ୱାମୀଙ୍କୁ
Read More...

ପ୍ରତୀକ୍ଷାର ଅନ୍ତ ହେଲା, କରୋନା ଟୀକା ଆସିଲା : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ହୋଇଛି । ଦେଶବାସୀଙ୍କୁ କରୋନା ଟୀକା ଦିଆଯିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାର୍ବଜନୀକ ଟୀକାକରଣ ଅଭିଯାନର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରି କହିଛନ୍ତି । ଭାରତରେ ସର୍ବବୃହତ୍‌ ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ
Read More...

ଆଉ ଏକ ଚୀନ୍ ଷଡଯନ୍ତ୍ର ବିଫଳ ହେଲା : ୨ ଜଣ ଚୀନ୍ ନାଗରିକଙ୍କ ସମେତ ୧୨ ଗିରଫ

ନୂଆଦିଲ୍ଲୀ : ଏଲ୍‌ଏସିରେ ଚୀନ୍ ଏବଂ ଭାରତ ମଧ୍ୟରେ ଅବରୋଧ ଜାରି ରହିଛି, ଯେଉଁ କାରଣରୁ ଭାରତୀୟ ସେନା ଖୁବ୍‌ ସତର୍କ । ଦେଶର ଗୁପ୍ତଚର ଏଜେନ୍ସି ମଧ୍ୟ ଚୀନ୍‌ର କାର୍ୟ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହା ସତ୍ୱେ ଚୀନ୍ କ୍ରମାଗତ ଭାବରେ ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରିବାକୁ ଚେଷ୍ଟା
Read More...