Browsing Tag

news of india

ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ପ୍ରଦାନ

ସୃଜନଶୀଳତା ଓ ଜ୍ଞାନର କୌଣସି ସୀମା ନାହିଁ: ପ୍ରଧାନମନ୍ତ୍ରୀବଙ୍ଗଳା ପାଇଁ ଟାଗୋର ନିଜକୁ ଗର୍ବିତ ମନେ କରୁଥିଲେ, ସେଭାରତର ବିବିଧତା ସକାଶେ ମଧ୍ୟ ଅନୁରୂପ ଭାବେ ଗର୍ବିତ ମନେ କରୁଥିଲେ : ପ୍ରଧାନମନ୍ତ୍ରୀପ୍ରଥମେ ରାଷ୍ଟ୍ର ଭାବନା ହିଁ ସବୁ ସମସ୍ୟାର ସମାଧାନ ପନ୍ଥା : ପ୍ରଧାନମନ୍ତ୍ରୀଇଙ୍ଗଳା
Read More...

କେରଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ସହରାଞ୍ଚଳ କ୍ଷେତ୍ରର ପ୍ରକଳ୍ପ ଉଦଘାଟନ କରିବା ସହିତ ଶିଳାନ୍ୟାସ କଲେ…

•ଆଜି ଆରମ୍ଭ କରାଯାଇଥିବା ବିକାଶମୂଳକ ପ୍ରକଳ୍ପ କେରଳର ସମସ୍ତ ଅଞ୍ଚଳ ଏବଂ ବ୍ୟାପକ କ୍ଷେତ୍ରରେ ବ୍ୟାପୀ ରହିଛି : ପ୍ରଧାନମନ୍ତ୍ରୀ•ବିଗତ ଛଅ ବର୍ଷ ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତା ୧୩ ଗୁଣା ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ•ଆମର ଅନ୍ନଦାତାମାନଙ୍କୁ ଉର୍ଜ୍ଜାଦାତା କରିବା ଲାଗି
Read More...

ସାର୍ବଜନୀନ ଟୀକାକରଣ ଲକ୍ଷ୍ୟ : ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ (ଆଇଏମଆଇ) ୩.୦ର ଶୁଭାରମ୍ଭ କଲେ ଡ. ହର୍ଷବର୍ଦ୍ଧନ

•୨୯ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୨୫୦ଟି ଜିଲ୍ଲା/ସହରାଞ୍ଚଳରେ ଫେବୃଆରୀ ୨୨ ଏବଂ ମାର୍ଚ୍ଚ ୨୨ ଠାରୁ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହେବ ଆଇଏମଆଇ ୩.୦•ଟୀକା ପ୍ରତିରୋଧକ ରୋଗ ଠାରୁ ସମସ୍ତ ଶିଶୁ କିମ୍ବା ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ରଖିବା ଲାଗି ଆସନ୍ତୁ ସଂକଳ୍ପ ନେବା : ଡ.
Read More...

ବାଇଡେନ ପ୍ରଶାସନରେ ଅଧିକ ଭାରତୀୟ : ପାକିସ୍ତାନ ପାଇଁ ଚି‌ନ୍ତା

ୱାଶିଂଟନ୍‌ : ନୀରା ଟଣ୍ଡନ୍ (ପରିଚାଳନା ଏବଂ ବଜେଟ୍ ନିର୍ଦ୍ଦେଶକ), ଡାକ୍ତର ବିବେକ ମୁର୍ତ୍ତୀ (ୟୁଏସ୍ ସର୍ଜନ ଜର୍ଣ୍ଣାଲ୍), ସବ୍‌ରିନା ସିଂ (ହ୍ୱାଇଟ ହାଉସର ଡେପୁଟି ପ୍ରେସ ସେକ୍ରେଟାରୀ), ବନିତା ଗୁପ୍ତା (ଆସୋସିଏଟ୍ ଆଟର୍ଣ୍ଣି ଜେନେରାଲ୍), ଉଜରା ଜିଆ (ନାଗରିକ ସୁରକ୍ଷା, ଗଣତନ୍ତ୍ର ଏବଂ
Read More...

ଭାରତରେ ତେଲ ଦରରେ ନିଆଁ ଲାଗୁଛି, କିନ୍ତୁ ସାଉଦି ଆରବ ଖୁସି ଅଛି

ନୂଆଦି‌ଲ୍ଲୀ : ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟର ନିଆଁ ଲାଗିଛି, କିନ୍ତୁ ସାଉଦି ଆରବ ପରି ତୈଳ ଉତ୍ପାଦନକାରୀ ଦେଶ ପାଇଁ ଏହା ଏକ ଖୁସି ଖବର । ସାଉଦି ଆରବରୁ ତେଲର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି । କୋଭିଡ ମହାମାରୀ ହେତୁ ସାଉଦି ଆରବ ଏବଂ ଅନେକ ତୈଳ ଉତ୍ପାଦନକାରୀ ଦେଶ
Read More...

ମହିଳା ସଫେଇ କର୍ମଚାରୀଙ୍କୁ ଗ୍ୟାଙ୍ଗରେପ, ବୃଦ୍ଧାଶ୍ରମ ଅଧ୍ୟକ୍ଷ ଓ ମ୍ୟାନେଜରଙ୍କ ସମେତ ଚାରି ଜଣଙ୍କ ବିରୋଧରେ…

ନୋଏଡା : ଗ୍ରେଟର ନୋଏଡାର ଦନକଉରରେ କୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମହିଳା ସଫେଇ କର୍ମଚାରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସର ମୁଖପାତ୍ର କହିଛନ୍ତି ଯେ, ଦାନକଉର ପୋଲିସ ଷ୍ଟେସନ ଅଞ୍ଚଳରେ
Read More...

କାଶ୍ମୀରରେ ଚରମପନ୍ଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ବିହାର ଲିଙ୍କ

ଛାପରା : ଚରମପନ୍ଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ଜ‌ମ୍ମୁ କା‌ଶ୍ମୀର ପୋଲିସ ସୋମବାର ଦିନ ବିହାରର ତାଙ୍କ ଗ୍ରାମରୁ ଜାଭେଦଙ୍କୁ ଗିରଫ କରିଛି । ଜାଭେଦଙ୍କ ବ୍ୟତୀତ ତାଙ୍କ ସାନଭାଇ ମୁସ୍‌ତାକ୍‌ ଆଲାମଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ମୁସ୍‌ତାକ୍‌ ପଞ୍ଜାବର
Read More...

ଆରମ୍ଭ ହେଲା ଆଇପିଏଲ ୨୦୨୧ ନିଲାମ ପ୍ରକ୍ରିୟା : ଅଲରାଉଣ୍ଡର କ୍ରିସ ମୋରିସଙ୍କୁ ୧୬.୨୫କୋଟିରେ ରେକର୍ଡ ସହ କିଣିଲା…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇଛି ପ୍ରାଥମିକ ପ୍ରସ୍ତୁତି । ଇଣ୍ଡିଆନ୍‌ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଜାରି ରହିଛି । ଆଇପିଏଲ୍ ୨୦୨୧ ପାଇଁ ଆଜି ଚେନ୍ନାଇରେ ୨୯୧ ଜଣ ଖେଳାଳିଙ୍କ ଲାଗି ନିଲାମୀ ଆରମ୍ଭ କରାଯାଇଛି ।
Read More...

ଚୀନ୍‌ ଓ ପାକିସ୍ତାନର ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ସ୍ୱତନ୍ତ୍ର ମନ୍ତ୍ର : ମିଳିତ କମାଣ୍ଡର…

ନୂଆଦିଲ୍ଲୀ : ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ବାହିନୀର ମିଳିତ କମାଣ୍ଡର ସମ୍ମିଳନୀରେ ଯୋଗଦେବେ । ଗୁଜୁରାଟର କେଭାଡିଆରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀରେ ଚୀନ୍ ଏବଂ ପାକିସ୍ତାନ ସାମ୍ନାରେ ଚାଲିଥିବା କାର୍ୟ୍ୟକଳାପକୁ ପିଏମ ମୋଦୀ ସମୀକ୍ଷା
Read More...

ସୁପାରି ଦେଇ ଝିଅକୁ ଜୀବନ୍ତ ଜାଳିଦେଲା ବାପା, ହତ୍ୟା ପାଇଁ ଦେଇଥିଲା ଦେଢ଼ ଲକ୍ଷ

ଗୋରଖପୁର : ବାପା ହିିଁ ଝିଅର ପ୍ରଥମ ରକ୍ଷକ ସାଜିଥାଏ । କିନ୍ତୁ ଏଠି ରକ୍ଷକ ଭକ୍ଷକ ସାଜିଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ପିତା ନିଜ ଝିଅକୁ ସୁପାରି ଦେଇ ଜୀବନ୍ତ ଜାଳି ଦେଇଥିବା ଖବର ମିଳିଛି। ଝିଅର ଦୋଷ ଥିଲା ଯେ, ସେ ଅନ୍ୟ ଧର୍ମର ପୁଅକୁ ଭଲ ପାଉଥିଲା ଏବଂ
Read More...