Browsing Tag

news of india

ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ୍‌ : ନନ୍ଦିଗ୍ରାମରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ବାକ୍‌…

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏବଂ ବିବୃତ୍ତିର ଉତ୍ତାପ ରାଜନୈତିକ ତାପମାତ୍ରାକୁ ଆହୁରି ବଢ଼ାଉଛି । ସୋମବାର ଦିନ ନନ୍ଦିଗ୍ରାମ ଆସନରେ ତ୍ର୍ରୁଣମୂଳ କଂଗ୍ରେସ ପ୍ରାର୍ଥୀ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ଶୁଭେନ୍ଧୁ ଅଧିକାରୀଙ୍କ
Read More...

କୃଷକମାନେ ଦିଲ୍ଲୀ ସୀମାରେ ହୋଲି ଏବଂ ହୋଲା ମୋହ‌ଲ୍ଲା ପାଳନ କଲେ

ନୂଆଦିଲ୍ଲୀ : କେନ୍ଦ୍ରର ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ସୋମବାର ଦିଲ୍ଲୀ ସୀମାରେ ହୋଲି ଏବଂ 'ହୋଲା ମୋହ‌ଲ୍ଲା' ପାଳନ କରିଛ‌ନ୍ତି । ତିନୋଟି ନୂତନ କୃଷି ଆଇନ ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ପୃଥକ ଆଇନ ରଦ୍ଦ ହେବା ପର୍ୟ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି
Read More...

କୃଷକଙ୍କ ଦେଶବ୍ୟାପୀ ବ‌ନ୍ଦ ଆରମ୍ଭ ହୋଇଛି : ବିରୋଧକାରୀମାନେ ଗାଜିପୁର ସୀମାକୁ ଅବରୋଧ କଲେ

ନୂଆଦିଲ୍ଲୀ : ଗତ ଚାରିମାସ ଧରି ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ମାର୍ଚ୍ଚ ୨୬ ଶୁକ୍ରବାର ଦିନ ଦେଶବ୍ୟାପୀ ଭାରତ ବ‌ନ୍ଦ ଡାକରା ଦେଇଛନ୍ତି । ଏହି ବ‌ନ୍ଦ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଚାଲିବ । କୃଷକ ନେତାମାନେ କହିଛନ୍ତି ଯେ, ଭରତ ବ‌ନ୍ଦରେ ଯୋଗଦେବାକୁ
Read More...

୩୦ ଲକ୍ଷ ପରିବାରକୁ ମାସକୁ ୩୦୦୦ ଟଙ୍କା ଆର୍ଥିକ ସହାୟତା : ଆସାମ ପାଇଁ ବିଜେପିର ପ୍ରତିଶୃତି

ଗୌହାଟି : ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ନିଜର ମନିଫେଷ୍ଟୋ ପ୍ରକାଶ କରିଛି ଏବଂ ମନିଫେଷ୍ଟୋରେ ଭାରତୀୟ ଜନତା ପାର୍ଟି ଆସାମବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତି ମାସରେ ଆର୍ଥିକ ସହାୟତା । ଭାରତୀୟ ଜନତା
Read More...

ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି :…

ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ରାଉରକେଲା ଇସ୍ପାତ କାରଖାନାରେ ଅତ୍ୟାଧୁନିକ ହସ୍‌ପିଟାଲ ଉଦ୍‌ଘାଟିତ ରାଉରକେଲା, (ପିଆଇବି) : ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ
Read More...

ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚରେ ୩୬ ରନରେ ଜିତି ଟି୨୦ ସିରିଜ୍ ହାତେଇଲା ଭାରତ : ଭୁବନେଶ୍ୱର ମ୍ୟାଚର ଓ କୋହଲି…

ଅହମଦାବାଦ : ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଓ ଶୃଙ୍ଖଳା ନିର୍ଣ୍ଣାୟକ ପଞ୍ଚମ ମ୍ୟାଚ୍‌କୁ ୩୬ ରନ୍‌ରେ ଜିତି ନେଇ ଇଂଲଣ୍ଡକୁ ପୁଣି ଥରେ ଘାଇଲା କରିଛି ଭାରତ। ଟେଷ୍ଟ୍ ପରେ ‌ଟ୍ବେଣ୍ଟି-୨୦କୁ ରୋମାଞ୍ଚକ ଭାବେ ୩-୨ ବ୍ୟବଧାନରେ ଜିତି ନେଇ ଆଉ ଏକ ଶୃଙ୍ଖଳା ନିଜ ନାଁରେ କରିନେଇଛି ଟିମ୍ ଇଣ୍ଡିଆ।
Read More...

ବିମାନ ଯାତ୍ରା ମହଙ୍ଗା ହେଲା, ଘରୋଇ ବିମାନରେ ସର୍ବନିମ୍ନ ଭଡା ୫% ବୃଦ୍ଧି ପାଇଲା

ନୂଆଦିଲ୍ଲୀ : ମହଙ୍ଗା ମାଡ଼ ଦେଶର କୌଣସି କ୍ଷେତ୍ରରେ ବି ଅସମ୍ପୂର୍ଣ୍ଣ ହୋଇ ରହିନାହିଁ । ମହଙ୍ଗାର ସର୍ବଶେଷ ହିଟ୍‌ ବିମାନ ଯାତ୍ରା ଉପରେ ପଡ଼ିଥିବା ଅନୁମାନ କରାଯାଉଛି । ଘରୋଇ ବିମାନ ଯାତ୍ରା ପାଇଁ ସର୍ବନିମ୍ନ ବିମାନ ଭଡା ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିଷ୍ପିତ୍ତି
Read More...

ଦିଲ୍ଲୀ ଶାସନ ଆକ୍ଟକୁ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ବୋଲି କହିଲେ ମମତା : କେଜ୍ରିୱାଲଙ୍କୁ ସମର୍ଥନ ପତ୍ର ପଠାଇଲେ

ନୂଆଦିଲ୍ଲୀ : ଦିଲ୍ଲୀ ଶାସନ ଅଧିନିୟମରେ ସଂଶୋଧନ ବିଲ୍‌ ବିରୋଧରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏକ ଚିଠି ଲେଖି ନିଜର ସମର୍ଥନ ଜଣାଇଛନ୍ତି । ଏହି ଚିଠିରେ ତୃଣମୂଳ କଂଗ୍ରେସ
Read More...

ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ କ୍ରମାଗତ ଭାବେ ଦୈନିକ କରୋନା ମାମଲାରେ ବୃଦ୍ଧି

ଭାରତରେ ମୋଟ ଟିକାକରଣ ୩ କୋଟି ନିକଟତର ନୂଆଦିଲ୍ଲୀ, (ପିଆଇବି) : ପାଞ୍ଚଟି ରାଜ୍ୟ – ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ଦୈନିକ କରୋନା ମାମଲା କ୍ରମାଗତ ଭାବେ ବଢ଼ି ଚାଲିଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ ମାମଲା ମଧ୍ୟରୁ ୭୮.୪୧% ଏହି ପାଞ୍ଚଟି
Read More...

ବିଜେପି ଏକ ମୁସଲମାନ ବିରୋଧୀ ଦଳ ନୁହେଁ, କିନ୍ତୁ ଦେଶର ଶତ୍ରୁମାନଙ୍କୁ ଚିହ୍ନିବା ଗୁରୁତ୍ୱପୂର୍ଣ୍ଣ : ଆସାମ…

ଦିଶପୁର : ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ ବିଜେପି ମୁସଲମାନ ବିରୋଧୀ ଦଳ - ଏହା ଏକ ମିଥ୍‌ ମାତ୍ର । ସେ କହିଛନ୍ତି ଯେ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଲୋଗାନ 'ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ' ଅନୁସରଣ କରୁଛି ଏବଂ ରାଜ୍ୟର ଯେକୌଣସି ସ୍ଥାନରେ
Read More...