Browsing Tag

news of india

ହରିୟାଣା ସରକାରଙ୍କ ବଡ ନିଷ୍ପତ୍ତି : ୫ ହଜାର ଟଙ୍କା ଲେଖାଏଁ ଗରିବ ଲୋକଙ୍କୁ ଦିଆଯିବ

ଚଣ୍ଡିଗଡ଼ : କରୋନା ଭାଇରସ ସଂକ୍ରମଣର ବୃଦ୍ଧି ଯୋଗୁଁ ବାଧ୍ୟତାମୂଳକ ପ୍ରତିବନ୍ଧକ ମଧ୍ୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହରିୟାଣା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦାରିଦ୍ର ସୀମାରେଖା (ବିପିଏଲ) ତଳେ ଥିବା ଲୋକଙ୍କୁ ରାଜ୍ୟ ସରକାର ୫ ହଜାର ଟଙ୍କା ଲେଖାଏଁ ଦେବେ । ଏହା
Read More...

ପୁଣି ଦେଶରେ ଦିନକରେ ୪ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ, ସକ୍ରିୟ ରୋଗୀ ସଂଖ୍ୟା ୩୭ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍‌ନ୍ତି ଏବଂ ୪୧୮୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ
Read More...

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪ ଲକ୍ଷରୁ ଅଧିକ ଆଂକ୍ରାନ୍ତ ଚିହ୍ନଟ, ୩୯୧୫ ଲୋକଙ୍କ ଜୀବନ ନେଲା

ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଦେଶରେ ହାହାକାର ସୃଷ୍ଟି କରୁଛି । ଗୁରୁବାର ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଚାରି ଲକ୍ଷ ଅତିକ୍ରମ କରିଛି । ଗୁରୁବାର ଦିନ ସାରା ଦେଶରେ ମୋଟ ୪,୧୪,୧୮୮ ଟି ନୂଆ ମାମଲା ରୁଜୁ ହୋଇଥିବା ବେଳେ ୩୯୧୫ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ
Read More...

ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବାରୁ ସୁଶ୍ରୀ ମମତା ବନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବାରୁ ସୁଶ୍ରୀ ମମତା ବନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି,ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବାରୁ ମମତା
Read More...

ଡାକ୍ତରଖାନାମାନଙ୍କରେ ଏବଂ ବିଶେଷ କରି କୋଭିଡ଼- ୧୯ ଚିକିତ୍ସା କେନ୍ଦ୍ରରେ ଯେଭଳି କୌଣସି ପ୍ରକାର ଅଗ୍ନିକାଣ୍ଡ ନ ଘଟେ…

● ସମର୍ପିତ କୋଭିଡ଼ ଚିକିତ୍ସାକେନ୍ଦ୍ରମାନଙ୍କ ସହିତ ହସପିଟାଲ ଏବଂ ମେଡ଼ିକାଲ ବ୍ୟବସ୍ଥାକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ଜାରି ରଖିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ବିଶେଷ ପରାମର୍ଶ ପ୍ରଦାନ ନୂଆଦିଲ୍ଲୀ, (ପିଆଇବି) : ସର୍ଟ ସର୍କିଟ୍ ଅବା
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୪,୧୨,୨୬୨ ନୂତନ ରୋଗୀ ଚିହ୍ନଟ : ୩୯୮୦ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି । ୬ ମଇ ୨୦୨୧ ଗୁରୁବାର ଦିନ ଦେଶରେ ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୨ ନୂତନ ମାମଲା ରହିଛି ଏବଂ ଏହି ସମୟ ମଧ୍ୟରେ ୩୯୮୦ ମୃତ୍ୟୁ ଘଟିଛି । ଦେଖିବାକୁ ଗଲେ ୨୪ ଘଣ୍ଟା ମଧ୍ୟରେ
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଚୌଧୁରୀ ଅଜିତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଚୌଧୁରୀ ଅଜିତ ସିଂଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ଅଜିତ ସିଂ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସା ଚାଲିଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି ।
Read More...

କରୋନା ମହାମାରୀରୁ କେବେ ମୁକ୍ତି ମିଳିବ : ବିଶେଷଜ୍ଞମାନେ କ’ଣ କୁହନ୍ତି, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଦେଶବାସୀ ବର୍ତ୍ତମାନ କରୋନାର ଏକ ଭୟଙ୍କର ଏବଂ ବିପଜ୍ଜନକ ତରଙ୍ଗ ସହିତ ସଂଘର୍ଷ କରୁଛନ୍ତି । ସାଧାରଣ ଜନତା କରୋନା ବିରୋଧରେ ଲଢ଼ୁଥିବା ଏହି ଯୁଦ୍ଧ ସମସ୍ତଙ୍କ କଳ୍ପନା ବାହାରେ । ଗତ କିଛି ସପ୍ତାହ ମଧ୍ୟରେ ଦେଶରେ ଲକ୍ଷ ଲକ୍ଷ କରୋନା ଭୂତାଣୁ ଦ୍‌ଦ୍ୱାରା ଆକ୍ରାନ୍ତ ହୋଇଥିବା
Read More...

ହିଂସା ବନ୍ଦ କରିବାକୁ ମିଥୁନ ଚକ୍ରବର୍ତ୍ତୀଙ୍କ ଅପିଲ୍‌ : ରାଜନୀତି ଅପେକ୍ଷା ମାନବ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ

କୋଲକାତା : ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ ଦୁଃଖ ପ୍ରକାଶ କରି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ହିଂସା ବନ୍ଦ କରାଯାଉ । ଲୋକେ କୌଣସି ମଂଦ ପ୍ରୋତ୍ସାହନରେ ନଆସନ୍ତୁ । ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗ ଜଳୁଛି ବୋଲି ସେ ନିଜ ଟ୍ୱିଟରେ ଲେଖିଛନ୍ତି । ସେ
Read More...

ଆମେରିକା, ବ୍ରିଟେନ, ୟୁଏଇ, କୁଏତରୁ ଭାରତରେ ପହଂଚିଲା ଅକ୍‌ସିଜେନ୍‌

ନୂଆଦିଲ୍ଲୀ : କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ଭାରତ ପାଇଁ ବିଦେଶୀ ଦେଶମାନଙ୍କ ଠାରୁ ଅକ୍‌ସିଜେନ୍‌ ପହଞ୍ଚିବା ଜାରି ରହିଛି । ମଙ୍ଗଳବାର ଦିନ ଆମେରିକାର ପଞ୍ଚମ ବ୍ୟାଚ୍ ସହାୟତା ଭାରତରେ ପହଞ୍ଚିଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି
Read More...