Browsing Tag

news of india

ଲଦାଖ ନିକଟରେ ବୋମା ବର୍ଷାଉଛନ୍ତି ଚୀନ୍-ପାକିସ୍ତାନ ଯୁଦ୍ଧ ବିମାନ, ଭାରତ ପାଇଁ ସତର୍କ ଘଣ୍ଟି

ଲଦାଖ : ପାକିସ୍ତାନୀ ବାୟୁସେନା ତିବ୍ଦତରେ ଚୀନ୍ ସହିତ ମିଳିତ ଯୁଦ୍ଧାଭ୍ୟାସ କରୁଛି । ପୂର୍ବରୁ ବିବାଦୀୟ ଅଞ୍ଚଳରେ ଦୁଇ ଶତ୍ରୁଙ୍କ ଏକକାଳୀନ ଯୁଦ୍ଧାଭ୍ୟାସ ଯୋଗୁଁ ଭାରତର ଚିନ୍ତା ବୃଦ୍ଧି ପାଇଛି । ଲଦାଖକୁ ଲାଗିଥିବା ତିବ୍ଦତର ଅଞ୍ଚଳ ପୂର୍ବରୁ ବିବାଦର କେନ୍ଦ୍ର ପାଲଟିଛି । ଏଭଳି
Read More...

ରୁଷ୍‌ ପକ୍ଷରୁ ଫେସବୁକ୍ ଏବଂ ଟେଲିଗ୍ରାମକୁ ଜୋରିମାନା

ମସ୍କୋ : ନିଷିଦ୍ଧ ବିଷୟବସ୍ତୁ ହଟାଇବାରେ ବିଫଳ ହୋଇଥିବା ଅଭିଯୋଗରେ ରୁଷ କର୍ତ୍ତୃପକ୍ଷ ଫେସବୁକ୍ ଏବଂ ଟେଲିଗ୍ରାମ ଆପ୍‌କୁ ଜରିମାନା କରିଛନ୍ତି । ଏହି ପଦକ୍ଷେପ ଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବଢ଼ୁଥିବା ପ୍ରୟାସର ଏକ
Read More...

ଆସାମ ସିଏମ୍ ନିବେଦନ କଲେ ମୁସଲମାନମାନଙ୍କୁ : ଦାରିଦ୍ର୍ୟର କାରଣ ଜନସଂଖ୍ୟାରେ ଅନିୟନ୍ତ୍ରିତ ବୃଦ୍ଧି, ଫେମିଲି ପ୍ଲାନିଂ…

ଗୁଆହାଟୀ : ଆସାମର ତିନିଟି ଜିଲ୍ଲାରୁ ଜବର୍‌ଦଖଲ୍‌ ହୋଇଥିବା ଜମିରୁ ଅନେକ ପରିବାରକୁ ସ୍ଥାନାନ୍ତରିତ ହେବାର କିଛି ଦିନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍‌ମା ମୁସଲମାନମାନଙ୍କୁ ଦାରିଦ୍ର୍ୟ ହ୍ରାସ କରିବା ଉଦ୍ଦେଶ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପରିବାର ନିୟନ୍ତ୍ରଣ
Read More...

ତାଙ୍କ ମୃତ୍ୟୁ ପରେ ୩ ଟି ରାଜ୍ୟରୁ ୭ ଜଣଙ୍କୁ ନୂତନ ଜୀବନ ଦେଲେ କାମିନୀ

ସୁରଟ : ସୁରଟର ଜଣେ ମହିଳାଙ୍କ ଅଙ୍ଗରୁ ପାଞ୍ଚ ଜଣ ନୂଆ ଜୀବନ ପାଇଛନ୍ତି ଏବଂ ଆଉ ଦୁଇଜଣ ଲୋକ ଉପକୃତ ହେବାକୁ ଯାଉଛନ୍ତି । ଏହି ମହିଳା ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । କିନ୍ତୁ ତାଙ୍କ ହୃଦୟ ଏବେ ବି ଜଣେ ମହିଳାଙ୍କ ଛାତିରେ ଜୀବିତ ରହିଛି । ତାଙ୍କ ଫୁସଫୁସ ଅନ୍ୟ ମହିଳାଙ୍କ ରକ୍ତରେ
Read More...

ଲଗାତାର ଦ୍ୱିତୀୟ ଦିନ ପାଇଁ ଏକ ଲକ୍ଷରୁ କମ୍ କରୋନା ରୋଗୀ ଚିହ୍ନଟ, ଗତ ୨୪ ଘଣ୍ଟା ମଧ୍ୟରେ ୯୨,୫୯୬ ନୂତନ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗର ଗତି ବର୍ତ୍ତମାନ ଥମି ଆସୁଥିବା ଜଣାପଡିଛି । ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ନୂତନ କରୋନା ରୋଗୀଙ୍କ ସଂଖ୍ୟା ଏକ ଲକ୍ଷରୁ କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨,୫୯୬ ନୂତନ କରୋନା ରୋଗୀ ଦେଖିବାକୁ ମିଳିଛି ଏବଂ
Read More...

କାନପୁର-ଆହ୍ଲାବାଦ ରାସ୍ତାରେ ଭୟଙ୍କର ଦୁର୍ଘଟଣା : ୧୭ ଜଣଙ୍କର ମୃତ୍ୟୁ, ଚାରି ଜଣ ଆହତ ହୋଇଛନ୍ତି

ଆହ୍ଲାବାଦ : ମଙ୍ଗଳବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର କାନପୁର-ଆହ୍ଲାବାଦ ଜାତୀୟ ରାଜପଥରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ପୁଣି ୪ ଜଣ ଆହତ ହୋଇଛନ୍ତି । ଗଣମାଧ୍ୟମ ଅନୁଯାୟୀ କାନପୁର ବାହ୍ୟ ପୋଲିସ ଅଧୀକ୍ଷକ ଅଷ୍ଟଭୁଜ
Read More...

ଆଗାମୀ ଡିସେମ୍ବରରୁ ରାମ ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ : ଟ୍ରଷ୍ଟ ପକ୍ଷରୁ ସୂଚନା

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଡିସେମ୍ବରରୁ ଆରମ୍ଭ ହେବ । ଏଥିରେ ମନ୍ଦିର ଗଠନ ପାଇଁ ପଥର ନିର୍ମାଣ କାର୍ଯ୍ୟ କରାଯିବ । ସୋମବାର ଦିନ ମନ୍ଦିର ଟ୍ରଷ୍ଟ ଏହି ସୂଚନା ଦେଇଛି । ରାମ ମନ୍ଦିର ଟ୍ରଷ୍ଟ ଅନୁଯାୟୀ ଅକ୍ଟୋବର ଶେଷ ସୁଦ୍ଧା
Read More...

ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ : ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସବୁ ନାଗରିକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍‌ନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସବୁ ନାଗରିକଙ୍କୁ ମାଗଣା ଟିକା ଦିଆଯିବାକୁ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ବି ସାମାଜିକ ଦୂରତା ପାଳନ କରିବା, ମାସ୍କ
Read More...

ମହିଳାଙ୍କ କଳା କାର୍‌ନାମା ,ବିୟର ପାର୍ଟି ବାହାନାରେ ଲୁଟ୍‌ : ଘରକୁ ଡାକି ସବୁକିଛି ଲୁଟି ନେଉଥିଲେ

ନୋଏଡା : ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗକୁ ୟୁପିର ନୋଏଡାର ସେକ୍ଟର -୩୯ ପୋଲିସ ଦ୍ୱାରା ଗିରଫ କରାଯାଇଛି । ଏହି ଘଟରାରେ ଦୁଇ ମହିଳା ଏବଂ ତିନି ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି । ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ମହିଳା ଓ ଯୁବତୀମାନେ ସୋସିଆଲ ମିଡିଆରେ ତଥା
Read More...

ସିଏମ୍ ଯୋଗୀଙ୍କ ଘୋଷଣା : ସରକାର ପ୍ରତ୍ୟେକ ଅଭାବୀ ଲୋକଙ୍କୁ ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସରେ ମାଗଣା ରାସନ ପ୍ରଦାନ…

ଲଖ୍‌ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ରାଜ୍ୟର ସମସ୍ତ ଅଭାବୀ ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି ଏବଂ ମାସକ ମଧ୍ୟରେ ପ୍ରତ୍ୟେକ ଅଭାବୀ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇଦେବାକୁ ରାଜ୍ୟ
Read More...