Browsing Tag

news of india

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ‘ଖଜୁରୀ ଗୁଡ଼’ର ଚାହିଦା

ଭୁବନେଶ୍ୱର/ନୂଆଦିଲ୍ଲୀ : ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ । ଏହା ସ୍ୱାସ୍ଥ୍ୟ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି । ତେଣୁ ଏହି ଗ୍ରାମୀଣ ଉତ୍ପାଦକୁ ରାଜ୍ୟ ସରକାର ବିଶେଷ ପ୍ରୋତ୍ସାହନ ଦେଉଛନ୍ତି । ନୂଆଦିଲ୍ଲୀରେ ଚାଲିଥିବା
Read More...

ନୂଆଦିଲ୍ଲୀରେ କୋଶଳ ମହାବନ୍ଦର ପ୍ରଭାବ

ନୂଆଦିଲ୍ଲୀ : ଆଜି ୱେଷ୍ଟର୍ନ ଓଡିଶା ଷ୍ଟୁଡେଣ୍ଟ୍ ଫୋରମ୍, ନୂଆଦିଲ୍ଲୀ ତରଫରୁ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ସ୍ଵତନ୍ତ୍ର କୋଶଳ ରାଜ୍ୟ ପାଇଁ ଦିଆଯାଇଥିବା ବନ୍ଦ ଡାକରା ସମର୍ଥନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆର୍ଟସ୍ ଫାକଲ୍ଟୀ ପରିସରରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ
Read More...

ଓସାକା ହାଇଦ୍ରାବାଦ୍‌ର ଡାଲଖାଇ ପୁରସ୍କାର ୨୦୨୩ ଫଳାଫଳ ପ୍ରକାଶିତ

ହାଇଦ୍ରାବାଦ୍‌, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଅତି ପ୍ରାଚୀନ ତଥା ଶକ୍ତି, ଭକ୍ତି, ସମର୍ପଣ ଏବଂ ଆଧ୍ୟାତ୍ମିକତାର ପ୍ରତୀକ 'ଡାଲଖାଇ'କୁ ପ୍ରୋତ୍ସାହନ ପାଇଁ ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ 'ଓସାକା' ତରଫରୁ ଏହି ବର୍ଷ ଡାଲଖାଇ ପୁରସ୍କାର
Read More...

ଆଇସିସି ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କଲା ଭାରତ

କୋଲକାତା : ବିଶ୍ୱକପ୍‌ରେ ପୁଣି ଭାରତର ବିଜୟ ଭାରତବାସୀଙ୍କୁ ଉଲ୍ଲସିତ କରିଛି । କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚରେ ଆଜି ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଚଳିତ ବିଶ୍ୱକପରେ ନିଜର ଅପରାଜେୟ ଧାରା ଜାରି ରଖିଛି
Read More...

ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ୍‌ଙ୍କୁ ଗିରଫ କଲା ‘ଇଡି’

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ୍‌ଙ୍କୁ ‘ଇଡି’ କରିଥିବା ନେଇ ସୂଚନା ରହିଛି । ‘ରେସନ୍‌’ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ୍‌ଙ୍କୁ ‘ଇଡି’ ଗିରଫ କରିଥିବା ବେଳେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା
Read More...

ବାଙ୍ଗଲାଦେଶରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା : ୨୦ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ : ପାସେଞ୍ଜର ଓ ମାଲଗାଡ଼ି ଦୁର୍ଘଟଣାରେ ୨୦ ମୃତ । ସୋମବାର, ବାଙ୍ଗଲାଦେଶର କିଶୋରଗଞ୍ଜରେ ଏକ ଟ୍ରେନ୍‌ ଏବଂ ମାଲଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ରାଜଧାନୀ ଢାକାଠାରୁ
Read More...

୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଛତିଶଗଡ଼କୁ ଛାଡ଼ି ଅବଶିଷ୍ଟ ୪ ଟି
Read More...

ହାଇଦ୍ରାବାଦ୍‌ରେ ଧୂମ୍‌ଧାମ୍‌ରେ ନୂଆଁଖାଇ ପାଇଁ ‘ଓସାକା’ର ପ୍ରସ୍ତୁତି ବୈଠକ

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ “ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ” (ଓସାକା) ତରଫରୁ ହାଇଦ୍ରାବାଦ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଷ ୮ ଅକ୍ଟୋବର ଦିନ
Read More...

ଜହ୍ନରେ ପାଦ ଥାପିଲା ଭାରତ

ନୂଆଦିଲ୍ଲୀ : ଜହ୍ନରେ ପାଦ ଥାପିଛି ଭାରତ । ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି ଚନ୍ଦ୍ରାୟନ-୩ । ଆଜି ସାରା ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଭାରତ ପାଇଁ ଏହା ଏକ ସୁବର୍ଣ୍ଣ ମୁହୂର୍ତ୍ତ । ଇସ୍ରୋ ଅଧ୍ୟକ୍ଷ ଏସ୍‌.ସୋମନାଥ ଏହି ସଫଳତା ପାଇଁ ବେଶ୍‌
Read More...

ଏନକାଉଣ୍ଟରେ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ଏହି ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଗତକାଲି ଆତଙ୍କୀ ଗୁଳିରେ ୩ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।
Read More...