ବିବାହ ପରେ ବର-ବଧୂ ଘରକୁ ଫେରୁଥିବା ବେଳେ ଟ୍ରକ ଧକ୍କା ଚାଲିଗଲା ଜୀବନ
ନୂଆଦିଲ୍ଲୀ : ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲାରେ ଆଜି ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । କାରକୁ ଟ୍ରକ ଧକ୍କା ଦେବା ଫଳରେ ଘଟିଥିବା ଦୁର୍ଘଟଣାରେ ବର ଓ ବଧୂଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ବଲୌଦାରେ ବସବାସ କରୁଥିବା ଶୁଭମ ସୋନି ଓ!-->…
Read More...
Read More...