Browsing Tag

Newdelhi news

କଂଗ୍ରେସ ପାଇଁ ପୁଣି ବଡ ଝଟ୍‌କା, ଜୟବୀର ଶେର୍ଗିଲ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ଜୟବୀର ଶେର୍ଗିଲ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ସମ୍ପର୍କରେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ସେ ଲେଖିଛନ୍ତି, ମୁଁ ଦୁଃଖିତ ଯେ ଦଳର ନିଷ୍ପତ୍ତି ଗ୍ରହଣ ଆଉ ଜନସାଧାରଣ ତଥା ଦେଶର
Read More...

ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶପଥ ନେଲେ ଦ୍ରୌପଦୀ । ସଂସଦଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ସୁପ୍ରମିକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏନ.ଭି.ରମଣା । ଶପଥ ସମୟରେ ସଂସଦ ଭବନରେ ଉପସ୍ଥିତ ଥିଲେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ,
Read More...

ଆଜି ଶପଥ ନେବେ ୩ ରାଜ୍ୟସଭା ଏମ୍‌ପି

ନୂଆଦିଲ୍ଲୀ : ବିଜେଡିର ୩ ଜଣ ନବନିର୍ବାଚିତ ରାଜ୍ୟ ସଭା ଏମ୍‌ପି ଗୃହର ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିବେ । ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ. ଭେଙ୍କିୟା ନାଇଡୁ ଶପଥ ଗ୍ରହଣ କରାଇବେ । ପୂର୍ବାହ୍ନ ୧୧ଟାରେ ରାଜ୍ୟ ସଭା
Read More...

ଏକା ସାଥୀରେ ଭାରତୀୟ ବାୟିସେନାର ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ବାପା- ଝିଅ

ନୂଆଦିଲ୍ଲୀ : ଏକା ସାଥୀରେ ଭାରତୀୟ ବାୟିସେନାର ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ବାପା- ଝିଅ। ଏୟାର କମାଣ୍ଡୋର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଫ୍ଲାଇଂ ଅଫିସର ଅନନ୍ୟା ବାୟୁସେନାରେ ପ୍ରଥମ ଥର ପାଇଁ ବାପା-ଝିଅ ଯୋଡ଼ି ଯୁଦ୍ଧ ବିମାନ ଉଡ଼ାଇଛନ୍ତି । ଶର୍ମା ଝିଅଙ୍କ ସହ ଏୟାର ଫର୍ମେସନ ଜୀବନର
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ : ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ

ନୂଆଦିଲ୍ଲୀ : ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏକ ଟୁଇଟ୍‌ରେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଦ୍ରୌପଦୀ ମୁର୍ମୁ ଜୀଙ୍କୁ ସେ ଭେଟିଛନ୍ତି । ରାଷ୍ଟ୍ରପତି ପଦ
Read More...

ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ଟିଏମ୍‌ସିର ପ୍ରବେଶ, ମମତା ବାନାର୍ଜୀ କହିଲେ – ‘ବିଧାୟକମାନଙ୍କୁ…

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ଅନେକ ଶିବସେନା ବିଧାୟକ ସିଏମ୍ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛନ୍ତି । ସମସ୍ତ ବିଦ୍ରୋହୀ ବିଧାୟକମାନେ ବର୍ତ୍ତମାନ ଗୁଆହାଟୀର ହୋଟେଲ ରେଡିସନ୍ ବ୍ଲୁରେ ରହିଛନ୍ତି । ବର୍ତ୍ତମାନ ଟିଏମ୍‌ସି ମଧ୍ୟ
Read More...

ଯୋଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା : ଯୋଗ ଜୀବନର ଅଂଶ ନୁହେଁ, ଜୀବନଶୈଳୀ ପାଲଟିଛି

ନୂଆଦିଲ୍ଲୀ : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ କର୍ଣ୍ଣାଟକର ମହୀଶୂରଠାରେ ଆୟୋଜିତ ଦେଶର ମୁଖ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶ ଗ୍ରହଣ କରିଛନ୍ତି । ଯୋଗ କରିବା ପରେ ଯୋଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରତିକ୍ରିୟା
Read More...

ରାଷ୍ଟ୍ରପତି ନିର୍ବାଚନ : ଦିଲ୍ଲୀରେ ବିରୋଧୀ ବୈଠକ ଜାରି, ମହାତ୍ମା ଗାନ୍ଧୀଙ୍କ ନାତି ବିରୋଧୀ ଦଳର ପ୍ରାର୍ଥୀ…

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ବିରୋଧୀ ଦଳ ମାନଂକର ନେତାଙ୍କ ଏକ ବୈଠକ ଚାଲିଛି । ଏହି ବୈଠକରେ ଶରଦ ପାୱାର, ପିସି ଚାକୋ, ଆରଜେଡି ସାଂସଦ ମନୋଜ ଝା, ଅମର ଅବଦୁଲ୍ଲା, ମେହବୁବା ମୁଫତି, ଏଚଡି ଦେବ ଗୌଡା,
Read More...

ଦେଶରେ ପୁଣି ଘନାଉଛି କରୋନା ବିପଦ, ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୯ ହଜାର ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ପୁଣି ଘନାଉଛି କରୋନା ବିପଦ । କରୋନା ମାମଲା ପୁଣି ଥରେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ, ୮,୮୨୨ ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ କରୋନା ସଂକ୍ରମଣ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।
Read More...

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୋନିଆ ଗାନ୍ଧୀ ଏବେ କୋଭିଡ ଆକ୍ରାନ୍ତ ହୋଇଥିବା ଯୋଗୁଁ ଆଜି ତାଙ୍କ ଠାରେ ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଦେଇଥିଲା । ଆଜି ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପଟାଲରେ ଭର୍ତ୍ତି
Read More...