Browsing Tag

Newdelhi news

ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ 'ଚିତା' ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେନାର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି । ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଏହି ହେଲିକପ୍ଟର ଦୁର୍ଘଟଣା ଦିନ ୧୦ଟାରେ ନିୟମିତ ଉଡ଼ାଣ
Read More...

ନୋବେଲ ପୁରସ୍କାର ପାଇବେ ୩ ପଦାର୍ଥ ବିଜ୍ଞାନୀ

ନୂଆଦିଲ୍ଲୀ : ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ ପୁରସ୍କାର । ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ୩ ଜଣ ବିଜ୍ଞାନୀ ହେଲେ ଆଲେନ୍ ଆସ୍‌ପେକ୍ଟ, ଜନ୍ କ୍ଲଜର୍‌, ଆଣ୍ଟନ ଜେଲିଙ୍ଗର ।
Read More...

ପ୍ରଖ୍ୟାତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଡ. ଚନ୍ଦନା ରାଉଳଙ୍କ ଇଣ୍ଡିଆ ଗେଟ ନିକଟରେ ସାଂସ୍କୃତିକ ସମ୍ଭାରରେ ଓଡିଶୀ…

ନୂଆଦିଲ୍ଲୀ, (କେ.ସତ୍ୟନାରାୟଣ ରେଡ୍ଡୀ) : ଇଣ୍ଡିଆ ଗେଟ ନିକଟ କର୍ତ୍ତବ୍ୟପଥରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ପ୍ରଖ୍ୟାତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳ ସର୍ବପ୍ରଥମେ ମା' ଦୁର୍ଗାଙ୍କ ଉପରେ ଆଧାରିତ ନବ ଦୁର୍ଗା
Read More...

୯୬ ବର୍ଷରେ କ୍ଵିନ୍ ଏଲିଜାବେଥ୍‌ଙ୍କ ପରଲୋକ

ନୂଆଦିଲ୍ଲୀ : ବ୍ରିଟେନ ମହାରାଣୀ ଏଲିଜାବେଥ୍‌ଙ୍କ ୯୬ ବର୍ଷରେ ପରଲୋକ ଘଟିଛି । ଗୁରୁବାର ରାତିରେ ସ୍କଟଲାଣ୍ଡର ବାଲମୋରାଲ ମହଲରେ ଏଲିଜାବେଥ୍‌ଙ୍କର ପରଲୋକ ଘଟିଥିବା ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଛି । ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦେହାନ୍ତ ପରେ ଅପରେସନ ୟୁନିକର୍ଣ୍ଣ ଆରମ୍ଭ ହୋଇଯାଇଛି ।
Read More...

ଆଜି ୪୬ ଶିକ୍ଷକଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି, ଶିକ୍ଷକମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପବିତ୍ର ଗୁରୁ ଦିବସ । ଏହାର ଅବ୍ୟବହତି ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ଚଳିତବର୍ଷ (୨୦୨୨)ର ଜାତୀୟ ପୁରସ୍କାର ପ୍ରଦାନ କରିବେ । ଏହି ଶିକ୍ଷକମାନଙ୍କ ମଧ୍ୟରେ ଅଛନ୍ତି
Read More...

ଆଣ୍ଡାମାନ-ନିକୋବରରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ଆଣ୍ଡାମାନ ଏବଂ ନିକୋବରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ଆଜି ସକାଳ ପ୍ରାୟ ୬.୫୯ ସମୟରେ ପୋର୍ଟ ବ୍ଲେୟାର ଠାରୁ ୧୦୬ କିଲୋମିଟର ପୂର୍ବ-ଉତ୍ତର ପୂର୍ବରେ ଏକ ଭୂକମ୍ପ
Read More...

ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ : ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ । ସୂଚନା ଅନୁସାରେ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ମଧ୍ୟ ଗୃହରେ ଉତ୍ତେଜନା ଦେଖାଦେଇଛି । ଏହି ସମୟରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଦଳ ଭାଜପା ସଦସ୍ୟମାନେ
Read More...

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ଦୀପାବଳୀ ଠାରୁ ୫ଜି ସେବା ଆରମ୍ଭ ହେବ, ୨୦୨୩ ସୁଦ୍ଧା ପ୍ରତ୍ୟେକ ଗ୍ରାମରେ…

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଜିଓ) ର ୪୫ତମ ବାର୍ଷିକ ସାଧାରଣ ସଭା(ଏଜିଏମ୍)ରେ କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଦୀପାବଳୀଠାରୁ ଦେଶରେ ରିଲାଏନ୍ସ ଜିଓର ୫ଜି ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ,
Read More...

ଜଷ୍ଟିସ୍ ୟୁୟୁ ଲଲିତ ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ

ନୂଆଦିଲ୍ଲୀ : ଦେଶର ୪୯ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଉଦୟ ଉମେଶ ଲଲିତ ଲଲିତ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରାଇଛନ୍ତି । ଜଷ୍ଟିସ ଏନ୍‌ଭି ରାମନା ଗତଚାଲି ଅଗଷ୍ଟ ୨୬ରେ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ
Read More...

କଂଗ୍ରେସ ପାଇଁ ପୁଣି ବଡ ଝଟ୍‌କା, ଜୟବୀର ଶେର୍ଗିଲ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ଜୟବୀର ଶେର୍ଗିଲ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ସମ୍ପର୍କରେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ସେ ଲେଖିଛନ୍ତି, ମୁଁ ଦୁଃଖିତ ଯେ ଦଳର ନିଷ୍ପତ୍ତି ଗ୍ରହଣ ଆଉ ଜନସାଧାରଣ ତଥା ଦେଶର
Read More...