Browsing Tag

Newdelhi news

ପ୍ରଧାନମନ୍ତ୍ରୀଙ୍କ ନବରାତ୍ରି ଶୁଭେଚ୍ଛା

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହୋଇଛି ମା'ଙ୍କ ନବଦିନାତ୍ମକ ଦୁର୍ଗାପୂଜା । ଏହି ଅବସରରେ ସମଗ୍ର ଦେଶବାସୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଇଂଷ୍ଟାଗ୍ରାମ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।
Read More...

ଏପ୍ରିଲରୁ ଝଟ୍‌କା : ୧୫ ବର୍ଷ ପୁରୁଣା କାର୍‌ ପଞ୍ଜିକରଣ ନବୀକରଣ ପାଇଁ ୫୦୦୦ ଟଙ୍କା ଦେବାକୁ ହେବ

ନୂଆଦିଲ୍ଲୀ : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଜାତୀୟ ଯାନ କବାଡ଼ି ନୀତି ସମ୍ବନ୍ଧରେ ପ୍ରୋତ୍ସାହନ ଏବଂ ଅସନ୍ତୋଷ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । ସରକାରଙ୍କ ଏହି ନୀତିରେ ଯାନ ମାଲିକମାନେ ପୁରୁଣା ତଥା ପ୍ରଦୂଷିତ ଯାନଗୁଡ଼ିକୁ କବାଡ଼ିରେ ପକାଇବାକୁ ଉତ୍ସାହିତ
Read More...

ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ନୂଆଦିଲ୍ଲୀ : ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ରୋଗାଗ୍ରସ୍ତ ଥିବା ବେଳେ ଗତକାଲି ରାତିରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ମୁମ୍ବାଇର
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୩୪୬ କରୋନା ଆକ୍ରାନ୍ତ ଚିହ୍ନଟ : ୨୬୩ ମୃତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୩୪୬ ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨୬୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୮,୫୩,୦୪୮ ଓ ମୃତ୍ୟୁସଂଖ୍ୟା ୪,୪୯,୨୬୦ରେ ପହଞ୍ଚିଛି । ସେହିଭଳି, ଗତ ୨୪
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୮୪୨ ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ : ମୃତ୍ୟୁସଂଖ୍ୟା ୨୪୪

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୮୪୨ ହୋଇଥିବା ବେଳେ ୨୪୪ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୭,୯୧,୦୬୧ ଓ ମୃତ୍ୟୁ ସଂଖ୍ୟା ୪,୪୮,୮୧୭ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟା
Read More...

ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

ଭାରତ ବନ୍ଦ ପାଳନ କଲା କୃଷକ ସଂଗଠନ

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବୀରେ ୧୦ ଘଣ୍ଟିଆ ଭାରତ ବନ୍ଦ ପାଳନ କରୁଛି କୃଷକ ସଂଗଠନ । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ଦେଖିବାକୁ ମିଳିଛି ବନ୍ଦ ପ୍ରଭାବ । ଏହି ବନ୍ଦ ପାଳନକୁ କଂଗ୍ରେସ, ବାମ ଦଳ ସମେତ ୭ଟି
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ମୁକାବିଲା ନେଇ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ମୁକାବିଲା ନେଇ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ଦୃଢ ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ପ୍ରଧାନମନ୍ତ୍ରୀ ଏକ
Read More...

ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷାଫଳ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ । ଗତକାଲି ବିଳମ୍ବିତ ରାତିରେ ପ୍ରକାଶ ପାଇଛି ଜେଇଇ ମେନ୍ -୨୦୨୧ ଫଳାଫଳ । ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଥିବା ସୂଜନା ମିଳିଛି । ସୂଚନା ମତେ ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ । ୪ଟି ପର୍ଯ୍ୟାୟରେ
Read More...

ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ

ନୂଆଦିଲ୍ଲୀ : ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ । ତେବେ ଶନିବାର ବିଜୟ ରୂପାନୀଙ୍କ ଇସ୍ତଫା ପରେ ଆଜି ବିଜେପି ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲଙ୍କୁ ଘୋଷଣା କରିଛି । ଗାନ୍ଧିନଗରରେ ବିଜେପି ବିଧାନସଭା ଦଳର ବୈଠକ ପରେ ଏହି
Read More...