Browsing Tag

Newdelhi news

ରୁଷିଆ-ୟୁକ୍ରେନ୍ ଯୁଦ୍ଧ : ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇବ ଭାରତ

ନୂଆଦିଲ୍ଲୀ : କିଛି ଦିନ ହେବ ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଥମିବାକୁ ନା ନେଉନି । ଏହାରି ମଧ୍ୟରେ ଭାରତ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଦେବାକୁ ନେଇଛି । ଦୁଇ ଦେଶରେ ଯୁଦ୍ଧ କାରଣରୁ ୟୁକ୍ରେନର ହଜାର ହଜାର ଲୋକ ସୀମାବର୍ତ୍ତୀ ଅଞ୍ଚଳକୁ ଚାଲି ଆସୁଛନ୍ତି । ଫଳରେ
Read More...

ଯୁଦ୍ଧ ଭିତରେ ୟୁକ୍ରେନ୍‌କୁ ନାଟୋ ଦେଉଛି ଆଂଟି ଟ୍ୟାଙ୍କ ହତିଆର

ନୂଆଦିଲ୍ଲୀ : ଘନଘୋର ଯୁଦ୍ଧ ଭିତରେ ୟୁକ୍ରେନ୍‌କୁ ନାଟୋ ଦେଉଛି ଆଂଟି ଟ୍ୟାଙ୍କ ହତିଆର ଏବଂ ଏହା ନାଟୋ ଚିଫ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି । ସାରା ବିଶ୍ୱ ଏବେ ରୁଷ୍‌ ଆକ୍ରମଣରୁ ୟୁକ୍ରେନ୍‌କୁ ବଂଚାଇବାକୁ ଚାହୁଁଛନ୍ତି ବୋଲି ସେ
Read More...

ରୁଷ-ୟୁକ୍ରେନ ଟେନ୍‌ସନ୍‌ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ : ବୁଧବାର ତେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁଁ, ଯଦିଓ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି ଏବଂ ଏହାର ମୂଲ୍ୟ ବ୍ୟାରେଲ ପ୍ରତି ୧୦୦ ଡଲାରଚୁ ପହଂଚିଛି । ଏହା ବାଦ୍‌ ଘରୋଇ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଚମ୍ପାବତ ଜିଲ୍ଲାରୁ ପ୍ରାୟ ୬୫ କିଲୋମିଟର ଦୂର ଡାଣ୍ଡା ଅଞ୍ଚଳରେ ଗତକାଲି ବିଳମ୍ୱିତ ରାତିରେ ଏକ ବଲେରୋ ଗାଡ଼ି ଭାରସାମ୍ୟ ହରାଇ ଏକ ଗର୍ତ୍ତ ଭିତରକୁ ଓଲଟି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ପରିବାର ବାହାଘର ଭୋଜିକୁ ଯୋଗ
Read More...

ମହାଭାରତ ସିରିଏଲ୍‌ର ଭୀମ ଚାଲିଗଲେ

ନୂଆଦିଲ୍ଲୀ : ବିଆର୍‌ ଚୋପ୍ରା ନିର୍ମିତ ମହାଭାରତ ସିରିଏଲ୍‌ରେ ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବଟୀଙ୍କ ୭୫ ବର୍ଷ ବୟସରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମହାଭାରତ ଏକ ଲୋକପ୍ରିୟ ସିରିଏଲ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ
Read More...

ବଜେଟ୍ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ : କହିଲେ, ସାଧାରଣ ଲୋକଙ୍କ ବଜେଟ୍, ଆମେ ୨…

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଏଥି ସହିତ ଡିଜିଟାଲ୍ ସମ୍ପତ୍ତି ଏବଂ କ୍ରିପ୍ଟୋକ୍ୟୁରେନ୍ସି ସହିତ ଜଡିତ ଏକ ବଡ ନିୟମ ଅଣାଯାଇଛି । ବଜେଟରେ ଏହା ପ୍ରସ୍ତାବ
Read More...

ଊଈ ଖାଇବା ପରି ଦେଶକୁ ଖୋକ୍‌ଲା କରି ଦେଉଛି ଦୁର୍ନୀତି, ଯୁବପିଢ଼ିଙ୍କୁ ଏହାର ଚିକିତ୍ସା କରିବାକୁ ପଡିବ : ପିଏମ୍‌ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍‌'ରେ ବାର୍ତ୍ତାଳାପ କରିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସେ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସହ ଯୋଡି ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ
Read More...

ଦେଶରେ ଗତ ୨୪ ଘଣ୍ଟାରେ ୨,୩୪,୨୮୧ ଆକ୍ରାନ୍ତ ଚିହ୍ନଟ : ୮୯୩ ଜଣ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୩୪,୨୮୧ କରୋନାଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୮୯୩ ମୃତ୍ୟୁ ରେକର୍ଡ କରାଯାଇଛି । ତେବେ ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୧୦,୯୨,୫୨୨ରେ ପହଞ୍ଚିଥିବା ବେଳେ ୮୯୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ
Read More...

ଆଇଏଏସ୍ କ୍ୟାଡର ନିୟମରେ ପରିବର୍ତ୍ତନ ପ୍ରସଙ୍ଗ : କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ମତଭେଦ, ଅନେକ ରାଜ୍ୟର ସିଏମ ମୋଦୀ…

ନୂଆଦିଲ୍ଲୀ : ଆଇଏଏସ୍ (କ୍ୟାଡର) ନିୟମ, ୧୯୫୪ରେ ସଂଶୋଧନ ପାଇଁ କେନ୍ଦ୍ରର ପ୍ରସ୍ତାବ ବିରୋଧରେ ବିଭିନ୍ନ ରାଜ୍ୟର ଅଣ-ବିଜେପି ସରକାର ଏକଜୁଟ ହୋଇଛନ୍ତି । ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ, କେରଳ, ତାମିଲନାଡୁ ସମେତ ଅନେକ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏ
Read More...

ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରି ଦେବା ନାମରେ ଠକୁଥିଲେ, ୨ ଗିରଫ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ନିକଟରେ ଥିବା ନୋଏଡାଠାରେ ଚାକିରି ଦେବା ନାମରେ ନୋଏଡା ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି । ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରି କରାଇ ଦେବା ନାମରେ ସେମାନେ ବାହାନା କରି ଲୋକଙ୍କୁ ଠକି ଅର୍ଥ ଆଦାୟ କରୁଥିଲେ । ପୋଲିସ ସେମାନଙ୍କ
Read More...