ରେଙ୍ଗାଲିରେ ଲଗାଣ ଲଘୁଚାପ ବର୍ଷାରେ ଗଛ ପଡ଼ି ଘର ଭାଙ୍ଗିଲା : ଅଳ୍ପକେ ବର୍ତ୍ତିଲେ ୭ ପ୍ରାଣୀ କୁଟୁମ୍ବ, ଫିକା…
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ ତୁହାକୁ ତୁହା ଲଗାଣ ଲଘୁଚାପ ବର୍ଷା ଲାଗିରହିଛି । ଲଘୁଚାପ ବର୍ଷା ପ୍ରଭାବରେ ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମର ସୁରୁକାନ୍ତ ଭୋଇଙ୍କ ଘର ଉପରେ ଶନିବାର ରାତିରେ ପାଖରେ ଥିବା ଏକ ବଡ ରହେନ ଗଛ ପଡ଼ି ଯିବାରୁ!-->…
Read More...
Read More...