Browsing Tag

muribahal news

ମୁରିବାହାଲ ବ୍ଲକ ସିରୋଲ, ଗଁରେଇ ଓ ମୁରିବାହାଲ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ସିରୋଲ, ଗଁରେଇ ଓ ମୁରିବାହାଲ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସିରୋଲ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ତେନ୍ତୁଳିଖୁଣ୍ଟି ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ
Read More...

ଟେଙ୍ଗରାରେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାପଘର ଲୋକଙ୍କ ହତ୍ୟା ଅଭିଯୋଗପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ସୁନୀତା ଦାସ(୨୭) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି ।
Read More...

ଗୋଇମୁଣ୍ଡରେ ପଞ୍ଚାୟତସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା କ୍ଲଷ୍ଟର ଅନ୍ତର୍ଗତ ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ପ୍ରମୋଦ କୁମାର କର୍ମୀଙ୍କ ଆବାହକତ୍ୱରେ ଅନୁଷ୍ଠିତ
Read More...

ମୁରିବାହାଲ ଡ଼ିଗ୍ରୀ କଲେଜରେ ଜାତୀୟ ସେବା ଶିବିର ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ଜାତୀୟ ସେବା ଶିବିର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ ଯୋଗ ଦେଇଥିବା ବେଳେ
Read More...

ମୁରିବାହାଲ ବ୍ଲକସ୍ତରୀୟ ମନରେଗାର ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ

ଅନୁପସ୍ଥିତ ଅଧିକାରୀଙ୍କୁ ବିଧାୟକଙ୍କ କୈଫିୟତ ତଲବ ନିର୍ଦ୍ଦେଶବ୍ରାହ୍ମଣୀ ଅଙ୍ଗନୱାଡ଼ି କେନ୍ଦ୍ର ଅସମ୍ପୁର୍ଣ୍ଣ ନେଇ ପିଇଓ,ଜେଇ ଓ ଠିକାଦାରଙ୍କୁ ତାଗିଦ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ମନରେଗାର ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର
Read More...

୫୯ନଂ ଜାତୀୟ ରାଜପଥ ପାର୍ଶ୍ଵ ପୋଖରୀରେ ଭାସୁଛି ବାଇକ୍ ସହ ବାଲବେଙ୍ଗର ୨ ଯୁବକଙ୍କ ଶବ : ଦୁର୍ଘଟଣା ସନ୍ଦେହ ପୁଲିସର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଦେଇ ଯାଇଥିବା ଜାତୀୟ ରାଜପଥ ୫୯ର ଭୋଇପଡ଼ା - ଗୁରୁଣ୍ଡା ଗ୍ରାମ ମଝି ବୁଲାଣି ତଳେ ଥିବା ଏକ ପୋଖରୀରେ ବାଇକ ସହ ୨ ଜଣ ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ମଙ୍ଗଳବାର ସକାଳୁ ଗ୍ରାମବାସୀ ମାନେ ଏହି
Read More...

ତେନ୍ତୁଳିଖୁଣ୍ଟିର ଜଣେ ଯୁବକଙ୍କ ଧୁମାଭଟାରେ ବାଇକ ଦୁର୍ଘଟଣାରେ ମୃତ୍ୟୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଦେବରାଜ ନାୟକ(୪୫) ନାମକ ଜଣେ ବ୍ୟକ୍ତିଙ୍କ ବେଲପଡା ଥାନା ଧୁମାଭଟା ଗ୍ରାମ ନିକଟ ବାହାଲଜୋରରେ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ ଦେବରାଜ ବେଲପଡା ଅଞ୍ଚଳରେ
Read More...

ଭୋଇପଡ଼ାରେ ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀର ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ଥିତ ଏପିସି ପ୍ରକଳ୍ପ ଅନ୍ତର୍ଗତ ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀର ଚତୁର୍ଥ ବାର୍ଷିକ ସାଧାରଣ ସଭା ଭୋଇପଡ଼ା ସ୍ଥିତ ଜନମୁକ୍ତି ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ବୋର୍ଡ଼ ଅଫ ଡାଇରେକ୍ଟର ମାଧୁରୀ ତାଣ୍ଡିଙ୍କ
Read More...

ମାକ୍ରିପଡ଼ା ଲାୟନ୍ସ ୟୁଥ୍ ଆସୋସିଏସନ୍‌ ପକ୍ଷରୁ ଅନୁଷ୍ଠିତ ଦ୍ୱିତୀୟ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ରେ ଯୋଗଦେଲେ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମର ଲାୟନ୍ସ ୟୁଥ୍ ଆସୋସିଏସନ୍‌ ପକ୍ଷରୁ ଦ୍ଵିତୀୟ ବର୍ଷ ପାଇଁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ ସଭାପତି ଭୁଲେଶ୍ୱର ଛତରଙ୍କ ସଭାପତିତ୍ୱରେ
Read More...

୧୭ ବର୍ଷ ପରେ ପୁରୁଣା ଗଣ୍ଡଗୋଳ ମାମଲାରେ ବାଞ୍ଜିପଦରର ଜଣେ ପୁରୁଣା ୱାରେଣ୍ଟି ଗିରଫ : କୋର୍ଟ ଚାଲାଣ, ଜେଲ୍ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୀର୍ଘ ୧୭ ବର୍ଷ ପରେ ମୁରିବାହାଲ ଥାନା ପୁଲିସକୁ ବଡଉଡାର ଗ୍ରାମ ନିକଟସ୍ଥ ବାଞ୍ଜିପଦର ଗ୍ରାମରେ ହୋଇଥିବା ଏକ ପୁରୁଣା ଗଣ୍ଡଗୋଳ ମାମଲାରେ ଜଣେ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ବାଞ୍ଜିପଦର ଗ୍ରାମର ସ୍ୱର୍ଗତ ବାଉରା ଭୋଇଙ୍କ
Read More...