ଜିଲ୍ଲାପାଳ ଓ ଏସ୍ପିଙ୍କ ଦ୍ଵାରା ମୁରିବାହାଲରେ ଶ୍ରୀଅନ୍ନ ଯୋଜନାରେ ମିଲେଟ ଟିଫିନ୍ ସେଣ୍ଟର୍ ଉଦ୍ଘାଟିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ରାଧାକୃଷ୍ଣ ଓ ଶିବ ମନ୍ଦିର ଛକରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଏସ୍ପି ଋଷିକେଶ ଖିଲାରୀଙ୍କ ଦ୍ଵାରା ଶ୍ରୀ ଅନ୍ନ ଯୋଜନାରେ ଏକ ମିଲେଟ୍ ଟିଫିନ୍ ସେଣ୍ଟର୍ ଉଦ୍ଘାଟିତ ହୋଇଯାଇଛି ।!-->…
Read More...
Read More...