ପାତଳପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ୮ ଦିନ ହେଲା ଘରୁ ନିଖୋଜ ଥିଲେ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳପଡ଼ା ଓ ପଟାମରା ଗ୍ରାମ ମଧ୍ୟବର୍ତ୍ତୀ ଗୋଚର ଜମିର ନର୍ସରୀରେ ଥିବା ଏକ ଚାକୁଣ୍ଡା ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୁଲିସ ଦ୍ଵାରା ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଜଣଙ୍କ ଏହି ଥାନା ହଳଦୀ ପଞ୍ଚାୟତ!-->…
Read More...
Read More...