ମୁରିବାହାଲ ବ୍ଲକସ୍ତରୀୟ ଜିପିଏଲଏଫ୍ ମିଶନ ଶକ୍ତି- ଓଏଲଏମ କର୍ମୀ ସଂଘ ପକ୍ଷରୁ ୬ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ…
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଜିପିଏଲଏଫ ମିଶନ ଶକ୍ତି- ଓଏଲଏମ କର୍ମୀ ସଂଘ ପକ୍ଷରୁ ୬ଦଫା ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ଦେବା ସହ ଅଫିସ୍ ବନ୍ଦ କରି ସମ୍ମୁଖରେ ଗଣଧାରଣା ଦେଉଛନ୍ତି । ବିଡ଼ିଓଙ୍କୁ ଦିଆଯାଇଥିବା ଦାବୀପତ୍ର ମୁତାବକ!-->…
Read More...
Read More...