ପଟାମରା ଗ୍ରାମରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଟୁର୍ଚାକାନିକୁ ହରାଇ ଝରିଆଲ୍ ଚମ୍ପିୟାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପଟାମରା ଗ୍ରାମର କ୍ରିକେଟ ଟିମ୍ ପକ୍ଷରୁ ଚାଲିଥିବା ପାଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଖେଳଟି ଗତ ୨୦ ନଭେମ୍ୱର ଗୁରୁବାର ଦିନରୁ ଆରମ୍ଭ ହୋଇ ୨୫ ନଭେମ୍ବର!-->…
Read More...
Read More...