୯୦ କୋଟିରେ କେଜିଏଫ ଚ୍ୟାପ୍ଟର-୨ର ହିନ୍ଦୀ ରାଇଟ୍ସ କିଣିଲା ଫରହାନ ଅଖତାର ଓ ରିତେଶ ସିଦୱାନୀଙ୍କ କମ୍ପାନୀ
ମୁମ୍ବାଇ : କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ ଚ୍ୟାପ୍ଟର-୧ର ଅପାର ସଫଳତା ପରେ ଏହାର ଦ୍ୱିତୀୟ ସଂସ୍କରଣ ଉପରେ ସମସ୍ତଙ୍କ ନଜର ଥିଲା । ବଲିଉଡର ବଡ ପ୍ରଡକ୍ସନ କମ୍ପାନୀ ଏହା ଉପରେ ଆଖି ପକାଇଥିଲେ । ଏହାର ହିନ୍ଦୀ ରାଇଟ୍ସକୁ ଫରହାନ ଅଖତାର ଓ ରିତେଶ ସିଦୱାନୀଙ୍କ କମ୍ପାନୀ ଏକ୍ସଲ!-->…
Read More...
Read More...