Browsing Tag

mandal news

କାଳବୈଖାଖୀର ପ୍ରଭାବ : ଘର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ମଣ୍ଡଳ : ବେଲପଡା ବ୍ଲକ ଝାମଖରୀ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ହଠାତ୍‌ ଏକ ବଡଗଛ ଉପୁଡି ଗାଁର ଦୀନବନ୍ଧୁ ମଲିକଙ୍କ ଘର ଉପରେ ପଡିଥିଲା । ତେବେ ସୌଭାଗ୍ୟବସତଃ ପରିବାର ସଦସ୍ୟ ଅଳ୍ପକେ ବଡ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲେ । ଦୀନବନ୍ଧୁଙ୍କ ଘର ଭାଙ୍ଗି ଯିବାରୁ ତୁରନ୍ତ
Read More...

ନିଶା ନିବାରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମଣ୍ଡଳ, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ମଣ୍ଡଳ ଗାଁରେ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଧୀର ଖମାରୀ, ସରପଞ୍ଚ ସରୋଜ ସେଠ, ତ୍ରିନାଥ ମଲ୍ଲିକ, ସୁବାସ ସେଠ, ମନୋଜ ଭୋଇ, ବ୍ରହ୍ମକୁମାରୀ ସଂସ୍ଥାର ଦୁଇ ଭଉଣୀ, ମଣ୍ଡଳର ଯୁବକବି ଆଶୁତୋଷ ଠାକୁର ପ୍ରମୁଖ ଲୋକଙ୍କୁ ସଚେତନ
Read More...