Browsing Tag

malkangiri news

ଜିଲ୍ଲାସ୍ତରୀୟ ମେଗା ଆଇନ ସଚେତନତା ଶିବିର

୨୨୮ ଜଣ ହିତାଧିକାରୀଙ୍କ ସହାୟତା ପ୍ରଦାନ ମାଲକାନଗିରି : ମାଲକାନଗିରି ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଚାରପତି ଅଜନ୍ତା ଷଡଙ୍ଗୀ
Read More...

ମାଲକାନଗିରିରେ ନୂତନ ଡିଆଇପିଆରଓଙ୍କ ଦାୟିତ୍ୱ ଗ୍ରହଣ

ମାଲକାନଗିରି : ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ସ୍ଥାୟୀ ଡିଆଇପିଆରଓ ପଦବୀ ଖାଲି ପଡିଥିବା ବେଳେ ନୂତନ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ପ୍ରମିଳା ଲଷ୍ମୀ ମାଝୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦକ୍ଷତା ବିକାଶ ଓ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗରୁ ପ୍ରମିଳା ମାଝୀ ବଦଳି ହୋଇ
Read More...

କାଠପଟା ଜବତ, ୧ ଅଟକ

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡକି ଗ୍ରାମ ପଞ୍ଚାୟତର ଗୁଟୁମଗୁଡାର ଗ୍ରାମରେ ଗ୍ରାମବାସୀ ଓ ବନବିଭାଗ ମିଳିତ ଭାବେ ଚଢାଉ କରି ସାଇଜ କାଠପଟା ଜବତ କରିବା ସହ ଜଣକୁ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁସାରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡକି ଗ୍ରାମ ପଞ୍ଚାୟତର ଗୁଟୁମ
Read More...

ସୁରଭି କାର୍ଯ୍ୟକ୍ରମରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟିତ

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ସିନ୍ଦ୍ରିମାଳ ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉନ୍ନତି କସ୍ତୁରବା ଉଚ୍ଚ ବିଦ୍ୟାଳୟଠାରେ ଆଜି ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ମାଲକାନଗିରି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଜାଙ୍ଗୀ ୱାଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି ୨୦ ଗ୍ରାମରେ ଏକ ବଣୁଆ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗ୍ରାମର ବିପିନ ବାରୋଇଙ୍କ ୫୮ ବର୍ଷୀୟ ପୁତ୍ର ଜଗଦୀଶ ବାରୋଇ ସବୁଦିନ ଭଳି ଆଜି
Read More...

ଅବକାରୀ ବିଭାଗ ପକ୍ଷରୁ ୯୪ କେଜି ଗଞ୍ଜେଇ ଜବତ : ୨ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୃଥକ ଭାବେ ଦୁଇଟି ସ୍ଥାନରେ ଚଢାଉ କରାଯାଇ ଗାଡି ସହ ୯୪କେଜି ଗଞ୍ଜେଇ ଜବତ କରାଯାଇଛି । ଏହାସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ, ଏସପି ନିତେଶ
Read More...

ପୋଲିସ-ନକ୍ସଲ ଗୁଳିବିନିମୟ : ଏଏସ୍‌ଆଇ ଆହତ

ମାଲକାନଗିରି : ପୋଲିସ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି । ଏଥିରେ ଜଣେ ଏଏସ୍‌ଆଇ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ତେରମ ଥାନା ଅଞ୍ଚଳରେ ଯବାନମାନେ କମ୍ବିଂ ଅପରେସନ ସାରି ବେସ୍‌ କ୍ୟାମ୍ପକୁ ଫେରୁଥିବା ସମୟରେ
Read More...

ବାଉଁଶର ଉପଯୁକ୍ତ ବ୍ୟବହାର ସହ ବିକ୍ରି ସମ୍ପର୍କରେ କର୍ମଶାଳା

ମାଲକାନଗିର : ଅବକ୍ଷୟମୁଖୀ ବାଉଁଶ ଜଙ୍ଗଲର ପୁନରୁଦ୍ଧାର, ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟାରେ ବାଉଁଶ ଚାଷ, ବାଉଁଶର ଉପଯୁକ୍ତ ବ୍ୟବହାର ସହ ବିକ୍ରି ସମ୍ପର୍କରେ ଏକ କର୍ମଶାଳା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱିତ ଆଦିବାସୀ ଉନ୍ନୟନ
Read More...

ଆତ୍ମସମର୍ପଣ କଲେ ଶତାଧିକ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳା ପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ସେମାନେ ଆଉ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ । ନିଜ ଅଞ୍ଚଳର
Read More...

ଗାଡି ସହ କାଠ ପଟା ଜବତ : ୬ ଗିରଫ

ମାଲକାନଗିରି : ମାଲକାନଗିରି ବନବିଭାଗ ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢାଉ କରି ଏକ ଗାଡି ସହ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟା ଜବତ କରିଛି । ଏଥିସହ ୬ ଜଣଙ୍କୁ ଗିରଫ କରିଛି । ମାଲକାନଗିରି ଥାନସ୍ଥ ଏମଭି୨୩ ଗ୍ରାମରେ ବେଆଇନ ଭାବେ କାଠ ନିର୍ମିତ ଆସବାପତ୍ର ନିର୍ମାଣ କରି ବିକ୍ରି
Read More...