ମାଲକାନଗିରି ବଜାରରେ ଆୟକର ଓ ଜିଏସ୍ଟି ବିଭାଗର ଚଢ଼ାଉ
ମାଲକାନଗିରି : ଟିକସଫାଙ୍କିବା ଅଭିଯୋଗରେ ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ମାଲକାନଗିରି ବଜାରରେ ଚଢାଉ ଆରମ୍ଭ ହୋଇଯାଇଛି । ବୁଧବାର ମାଲକାନଗିରି ସଦରମହକୁମାରେ ଥିବା ଆର.କେ ଇଲେକ୍ଟ୍ରୋନିସ ଦୋକାନରେ ଆୟକର ଫାଙ୍କିବାକୁ ନେଇ ଜୟପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ!-->…
Read More...
Read More...