Browsing Tag

malkangiri news

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଜିଲ୍ଲା ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଉଦ୍‌ଘାଟିତ

ମାଲକାନଗିରି : ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ମାଲକାନଗିରି ଜିଲ୍ଲାରେ ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ସଦର ମହକୁମା ରୁଙ୍କୁଣିଗୁଡାଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଜିଲ୍ଲା ଦିବ୍ୟାଙ୍ଗ
Read More...

ମେକ୍‌ ଇନ ଓଡିଶା ମିଶନ ଶକ୍ତି ଉଦ୍ୟୋଗୀ ସମାବେଶରେ ଆଦିବାସୀ ଅଧ୍ୟୁଷିତ କାଲିମେଳାର ମହିଳା ପୁରସ୍କୃତ

ମାଲକାନଗିରି : ମେକ ଇନ ଓଡିଶା ମିଶନ ଶକ୍ତି ଉଦ୍ୟୋଗୀ ସମାବେଶରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବେନେଶ୍ୱର ଜନତା ମୈଦାନ ଠାରେ ମେକ ଇନ
Read More...

ମାଛ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

ମାଲକାନଗିରି/କାଲିମେଳା : ମୋଟୁ କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ଏମ୍ ଭି ୭୬ ଗ୍ରାମ ପେଟ୍ରୋଲ ପମ୍ପ ନିକଟରେ ଗତକାଲି ଭୋରରୁ ଦୁର୍ଘଟଣାରେ ଓଲଟିଥିବା ମାଛ ବୋଝେଇ ଟ୍ରକକୁ ଜେସିବି ଦ୍ୱାରା ପୁଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶରୁ ଓଡ଼ି୨୪ଏଚ୬୮୩୨
Read More...

୧୬୦ ଲିଟର ମଦ ଜବତ : ୭ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଚଢାଉ କରାଯାଇଛି । ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ୭ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୬୦ ଲିଟର ମଦ ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ ସୁପ୍ରିଟେଣ୍ଡେଣ୍ଟ ଅରୁଣ କୁମାର ପାଢୀଙ୍କ
Read More...

ବିଦ୍ୟାଳୟର ଅନ୍ତେବାସୀଙ୍କୁ ପନିପରିବା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳର ମିଶନ ଶକ୍ତି ପକ୍ଷରୁ ସ୍ୱୀକୃତିପ୍ରାପ୍ତ ୧୦ଟି ମହିଳା ଗୋଷ୍ଠୀର ମହିଳାମାନେ ବିଭିନ୍ନ ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ଗାଡ଼ିରେ ପନିପରିବା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଖାଦ୍ୟ ସାମଗ୍ରୀ ମଧ୍ୟ୍ୟରେ
Read More...

ପୂଜାରିଗୁଡା ନଦୀପଠାରୁ ନରକଙ୍କାଳ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନସ୍ଥ ମେକା ପଞ୍ଚାୟତ ନିକଟ ବତ ପୂଜାରୀ ଗୁଡା ନଦୀପଠାରୁ ରବିବାର ସନ୍ଧ୍ୟାରେ ଉଦ୍ଧାର ହୋଇଥିବା ନରକଙ୍କାଳର ପରିଚୟ ପୁଲିସ ଜାଣିବାକୁ ପାଇଛି । ସୂଚନା ଅନୁସାରେ ଗତ ମାସକ ତଳେ ପୂଜାରୀ ଗୁଡା ଗ୍ରାମର ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତି କେଉଁଆଡ଼େ
Read More...

ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଚିତ୍ରକୋଣ୍ଡାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଚିତ୍ରକୋଣ୍ଡା ବ୍ଲକ ସଭାଗୃହଠାରେ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଗ୍ରୀଭେନ୍ସ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରୀଭେନ୍ସରେ ପିଡି ଡିଆରଡିଏ ରତ୍ନାକର ସାହୁ, ପିଏଆଇଟିଡିଏ ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ସଦର ମହକୁମା ବ୍ଲକ ପଛ ପଟ ଶିକ୍ଷକ ସାହି ମଧ୍ୟରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି ।ତେବେ ଯୁବକ ଜଣଙ୍କ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାଯାଇ ନାହିଁ । ପୋଲିସ ଖବର
Read More...

ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ : ୪ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ସୁରକ୍ଷାକର୍ମୀ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ସୂଚନାନୁଯାୟୀ, ମିରତୁର ଥାନା ଅନ୍ତର୍ଗତ ପୋମରା ଜଙ୍ଗଲରେ ସୁରକ୍ଷା ବାହିନୀ
Read More...

ପୋମରା ଜଙ୍ଗଲରେ ଗୁଳିବିନିମୟ, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ଜଙ୍ଗଲରେ ସିଆର୍‌ପିଏଫ୍‌ ଡିଆରଜି ଏବଂ ଏସ୍‌ଟିଏଫ୍‌ ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଛି । ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ପରିମାଣର
Read More...