Browsing Tag

m.rampur news

ତେନ୍ତୁଳିଗଛକୁ ବଜ୍ରପାତ : ଘର ଉପରେ ପଡିଲା ଗଛ

ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡି.କର୍ଲ୍ଲାଖୁଣ୍ଟା ଗ୍ରାମରେ ଅଜି ଅପରାହ୍ନରେ ଘଡଘଡି ସହ ବର୍ଷା ହୋଇଥିଲା । ଏତିକି ବେଳେ ଏକ ବିରାଟକାୟ ତେନ୍ତୁଳି ଗଛକୁ ବଜ୍ରପାତ ହୋଇଥିଲା । ଫଳରେ ଗ୍ରାମର ସୁଶାନ୍ତ
Read More...

ମଦନପୁର ୫୨ତମ ଦୁର୍ଗାପୂଜା ଉଦ୍‌ଯାପିତ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁରର ୫୨ତମ ଶାରଦୀୟ ଦୁର୍ଗାପୂଜା ପ୍ରବଳ ବର୍ଷା ସତ୍ତ୍ୱେ ମହାଆଡମ୍ବରରେ ପାଳନ ଓ ଉଦ୍‌ଯାପିତ ହୋଇଯାଇଛି । ସୁନ୍ଦର ମେଢ, ଆଲୋକ ସଜା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକକୁ ବିମୋହିତ କରୁଥିଲା । ଏଥର ପୂଜା
Read More...

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ

ମ.ରାମପୁର, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ' ଭାରତ କଳାହାଣ୍ଡି ଶାଖା ତରଫରୁ ଆଜି ମ.ରାମପୁର ବ୍ଲକ ରାମକ୍ରୀଷ୍ଣା ଅନାଥ ଆଶ୍ରମ ପରିସରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି । ବରିଷ୍ଠ ନାଗରିକମାନଙ୍କର ଅବଦାନ, ଜ୍ଞାନ,
Read More...

ମଦନପୁରକୁ ନୂତନ ପଞ୍ଚାୟତ ସମିତି ଗଠନ ପାଇଁ ସ୍ୱତନ୍ତ୍ର ବୈଠକ

ମ. ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଧବଳେଶ୍ୱର ପୀଠ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ମଦନପୁର ପଞ୍ଚାୟତ ସମିତି ସଂଗ୍ରାମ କମିଟିର ସଂଯୋଜକ ସୁଦର୍ଶନ ପାଢ଼ୀଙ୍କ ସଭାପତିତ୍ୱରେ କର୍ଲାମୁଣ୍ଡା ବ୍ଲକର ୨ଗୋଟି ଏବଂ ମ. ରାମପୁର ବ୍ଲକର ୯ ଗୋଟି ମୋଟ ୧୧ ଗୋଟି
Read More...

ଏନ୍ଏସି ଘୋଷଣା ହେଲା ନାହିଁ : ସାମ୍ବାଦିକ ସମ୍ମିଳନୀରେ ତୀବ୍ର ପ୍ରତିକ୍ରିୟା

ମ. ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାର ଜୟପାଟଣା, ନର୍ଲାକୁ ଆଜି ସରକାର ଏନ୍ଏସି ଘୋଷଣା କରିବା ପରେ ସଚେତନ ନାଗରିକ ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆଗାମୀ ଦିନରେ ଦଳ ମତ ନିର୍ବିଶେଷରେ ମ.ରାମପୁରରେ
Read More...

ଯୁଗଯାତ୍ରୀ ସାହିତ୍ୟ ସଂସଦର ମେହେର ଜୟନ୍ତୀ

ବିଶ୍ୱ ଦ୍ରଷ୍ଟା ଥିଲେ ପ୍ରକୃତି କବି ଗଙ୍ଗାଧର ମେହେର ମ.ରାମପୁର, (ପି.କେ. ସାହୁ) : ଗଙ୍ଗାଧର ମେହେରଙ୍କ ସାହିତ୍ୟର ପଟାନ୍ତର ନାହିଁ । ସେ କେବଳ କବି ନୁହଁନ୍ତି, ଜଣେ ଦାର୍ଶନିକ ଥିଲେ । ପ୍ରକୃତି କବି ଗଙ୍ଗାଧର ଥିଲେ ବିଶ୍ୱ ଦ୍ରଷ୍ଟା ବୋଲି ଯୁଗଯାତ୍ରୀ ସାହିତ୍ୟ ସଂସଦର ମେହେର
Read More...

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ସମାଧାନ ଶିବିର

ମ.ରାମପୁର, (ପି.କେ ସାହୁ) : ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ସୋମବାର ଦିନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରବରେ ବ୍ୟକ୍ତିଗତ ୨୪ ଓ ଗୋଷ୍ଟିଗତ ୨ ଗୋଟି ମିଶି ମୋଟ ୨୬ ଗୋଟି ଅଭିଯୋଗ ଆସିଥିବା ବେଳେ ୩ ଗୋଟି ସମସ୍ୟାର ସାଙ୍ଗେସାଙ୍ଗ ସମାଧାନ
Read More...

ମଦନପୁରରେ ନୂତନ ରଥ ପ୍ରତିଷ୍ଠା ଉତ୍ସବ

ମ.ରାମପୁର, (ପି.କେ ସାହୁ) : ଆସନ୍ତା ୨୭ରେ ପୁରୀଠାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ,ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁରଠାରେ ରାଜା ରାଜୁଡା ଶାସନ ଅମଳରୁ ଚାଲିଆସୁ ଥିବା ପୁରାତନ ରଥଯାତ୍ରା ପାଇଁ ସୋମବାର ଦିନ ନୂତନ ରଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
Read More...

ମ.ରାମପୁର ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା

ମ.ରାମପୁର, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ମହାସମାରୋହର ପାଳିତ ହୋଇଯାଇଛି । ପ୍ରଥମେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି କରି ଅଣା ଯିବା ପରେ ରୀତିନୀତି ଅନୁଯାୟୀ ଭଗବାନ ଜଗନ୍ନାଥ,
Read More...

ଡମ୍ବରୁ ଧଙ୍ଗଡ଼ା ମାଝୀଙ୍କ ପରଲୋକ

ମ. ରାମପୁର (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରର ଅବସର ପ୍ରାପ୍ତ ବିଦ୍ୟୁତ କର୍ମଚାରୀ ତଥା କ୍ଷତ୍ରୀୟ ପାଇକ ସମାଜର ପଲ୍ଲୀ ସଭାପତି ଡମ୍ବରୁ ଧଙ୍ଗଡା ମାଝୀ (୬୭) ବୁଧବାର ଦିନ ସକାଳ ୮ଘଣ୍ଟା ସମୟରେ ପରଲୋକ ହୋଇଯାଇଛି । ସେ କ୍ଷ୍ୟତ୍ରୀୟ ପାଇକ ସମାଜ ଉପମଣ୍ଡଳର ଦୁଇ
Read More...