ସହିଦ ରେଣ୍ଡୋ ମାଝୀ ସ୍ମୃତି ପୀଠ ଓ ପ୍ରାଚୀନ ସାଙ୍କୁଶ ମନ୍ଦିର ସୋନ୍ଦର୍ଯ୍ୟକରଣ ପାଇଁ ଭୂମି ପୂଜନ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ସହିଦ ରେନ୍ଦୋ ମାଝୀ ସ୍ମୃତି ପୀଠ ଓ ପ୍ରାଚୀନ ଶୈବ ପୀଠ ସାଙ୍କୁଶ ଶିବ ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଉର୍ଲାଦାନୀ ପଞ୍ଚାୟତ!-->…
Read More...
Read More...