Browsing Tag

m rampur news

ମଦନପୁରଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ରଥଯାତ୍ରା

ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ବହୁ ଭକ୍ତଙ୍କ ଭିଡରେ ଗଡ଼ପଡା କୀର୍ତ୍ତନମଣ୍ଡଳୀ ବାଜ ଓ ମୃଦଙ୍ଗର ତାଳେ ତାଳେ ପାଳିତ ହୋଇଯାଇଛି ରଥଯାତ୍ରା , ଭକ୍ତମାନେ ରଥରେ ଅତି ନିକଟରୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖି ବେଶ ଖୁସୀ ଅନୁଭବ କରିଥିଲେ
Read More...

ସିଙ୍ଗପୁର ଗ୍ରାମ ପଞ୍ଚାୟତରେ ବିକାଶ ବାହନ

ମ.ରାମପୁର, (ପି. କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଙ୍ଗପୁର ଗ୍ରାମ ପଞ୍ଚାୟତଠାରେ "ବର୍ଷ ଏକ ଉପଲବ୍ଧି ଅନେକ" ତଥା ବିକାଶ ବାହନକୁ ମହିଳାମାନେ ସ୍ୱାଗତ କରିଥିଲେ । ସରପଞ୍ଚ ଉଛବ ପଧାନଙ୍କ ସଭାପତିତ୍ୱ କରିଥିବା ବେଲେ ବ୍ଲକ ସମ୍ପ୍ରସାରଣ ଅଧିକାରୀ, ଶ୍ୟାମ ସୁନ୍ଦର ନାୟକ,
Read More...

ମୋହନଗିରି ଗ୍ରାମ ପଞ୍ଚାୟତରେ ବିକାଶ ବାହନ

ମ.ରାମପୁର (ପି. କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରି ଗ୍ରାମ ପଞ୍ଚାୟତଠାରେ ସୋମବାର "ବର୍ଷ ଏକ ଉପଲବ୍ଧି ଅନେକ" ତଥା ବିକାଶ ବାହନକୁ ମହିଳାମାନେ ସ୍ୱାଗତ କରିଥିଲେ । ସରପଞ୍ଚ ସୁରେନ୍ଦ୍ର ଧରୁଆଙ୍କ ସଭାପତିତ୍ୱ କରିଥିବା ବେଲେ ବ୍ଲକ ସମ୍ପ୍ରସାରଣ ଅଧିକାରୀ,
Read More...

ମଦନପୁର ଗ୍ରାମ ପଞ୍ଚାୟତରେ ବିକାଶ ବାହନ

ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତଠାରେ "ବର୍ଷ ଏକ ଉପଲବ୍ଧି ଅନେକ" ତଥା ବିକାଶ ବାହନକୁ ମହିଳାମାନେ ସ୍ୱାଗତ କରିଥିଲେ । ସରପଞ୍ଚ କେତକୀ ଦଣ୍ଡିଆଙ୍କ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଲକ୍ଷ୍ମଣ
Read More...

ଅଲାତରାଠାରେ ବିକାଶ ବାହାନ ରଥ କାର୍ଯ୍ୟକ୍ରମ

ମ. ରାମପୁର (ପି.କେ.ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ବିକାଶ ବାହାନ ତଥା "ବର୍ଷ ଏକ ଉପଲବ୍ଧି ଅନେକ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଲାତରାଠାରେ ସରପଞ୍ଚ ସସ୍ମିତା ନାଗ ଙ୍କ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ
Read More...

ମଦନପୁରଠାରେ ବିଜେପିର ମଣ୍ଡଳ ସ୍ତରୀୟ ସମ୍ବର୍ଦ୍ଧନା ସଭା

ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଆଜି ମୋହନଗିରି ମଣ୍ଡଳ ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ମଣ୍ଡଳ ସଭାପତି ଖ୍ରୀଷ୍ଟତତ୍ତ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସମ୍ମାନିତ
Read More...

ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା

ତୃତୀୟ ସ୍ଥାନ ହାସଲ କଲେ ଦୀପିକା ସାହୁ ମ,ରାମପୁର, (ପି.କେ. ସାହୁ) : କଳିଙ୍ଗ ସାହିତ୍ୟ ଉତ୍ସବ ଅବସରରେ ଆୟୋଜିତ ଡଃ ବନମାଳୀ ସାହୁ ସ୍ମାରକୀ ପ୍ରବନ୍ଧ ପ୍ରତିଯୋଗିତାରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦୀପିକା ସାହୁ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ
Read More...

ଟ୍ରାକ୍ଟର ମାଲିକ ସଂଘ ଗଠିତ

ମ. ରାମପୁର, (ପିକେ ସାହୁ ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ସମସ୍ତ ମାଲିକ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ମ. ରାମପୁର ସ୍ଥିତ ଶିବ ମନ୍ଦିର ପରିସରରେ ବ୍ଲକର ଟ୍ରାକଟର ମାଲିକ ମନେ ଠୁଳ ହୋଇ ନାନାଦି ସମସ୍ୟା ର ସମ୍ମୁଖୀନ ହେଉଥିବା ଯୋଗୁଁ ଏକତା ଭାବରେ ସମସ୍ୟାର ସମାଧାନ
Read More...

ଅଲାତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ମ.ରାମପୁର, (ପି.କେ. ସାହୁ) କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଚୁଡାମଣି ରଣାଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସସ୍ମିତା ନାଗ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌
Read More...

ସରକାରୀ ଏସ୍‌.ଏସ୍‌.ଡି.ଉଚ୍ଚ ବିଦ୍ୟାଳୟ ମଦନପୁର ଠାରେ ବାର୍ଷିକ ଉତ୍ସବ – ୨୦୨୫

ମ. ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌.ଏସ୍‌.ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ବୁଧବାର ବାର୍ଷିକ ଉତ୍ସବ - ୨୦୨୫ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ
Read More...