ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଂଚାୟତ ମାହାରପାଲି ଗ୍ରାମର ସନ୍ୟାସୀ ବାରିକଙ୍କୁ ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ପକ୍ଷରୁ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ଏକ ଜନହିତାଧିକାରୀ ସଂଗଠନ ଭାବେ କାର୍ଯ୍ୟ!-->…
Read More...
Read More...