Browsing Tag

loisingha news

ଲାଞ୍ଚ ମାମଲାରେ ଆଗଲପୁର ତହସିଲର ପୂର୍ବତନ ସେକ୍ସନ ଅଫିସର ଦଣ୍ଡିତ

ଲୋଇସଂହା, (ବିମଳେନ୍ଦୁ ସାହୁ) : ଗତ ୨୦୨୨ ମସିହାରେ ବେଇଆନ ବାଲି ଗଚ୍ଛିତ ଓ ଚାଲାଣ ପାଇଁ ଲାଗୁ ହୋଇଥିବା ଜରିମାନାକୁ ସମ୍ପୂର୍ଣ୍ଣ ଛାଡ କରିବା ପାଇଁ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଗଲପୁର ତହସିଲର ତତ୍କାଳୀନ ସେକ୍ସନ ଅଫିସର କିଶୋରଚନ୍ଦ୍ର ଖର୍ସେଲ
Read More...

ଦିନବେଳା ବେଆଇନ ବାଲି ଚାଲାଣ, ପ୍ରଶାସନ ନିରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ସାଧାରଣ ଲୋକ ତଥା ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସକାଳ ୭ ଟାରୁ ରାତି ୯ ଟା ମଧ୍ୟରେ ବାଲି ପରିବହନକୁ ବେଆଇନ ଘୋଷଣା କରାଯାଇଛି । କିନ୍ତୁ ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇ ଦିନ ଦ୍ୱିପ୍ରହରେ ବେଧଡକ
Read More...

ବ୍ଲକ ସ୍ତରୀୟ ସୁରଭି ଉଦ୍‌ଯାପିତ, ସଂସ୍କୃତି ଓ ପରମ୍ପରା ନୃତ୍ୟରେ ସଚେତନତା ବାର୍ତ୍ତା ଦେଲେ ପ୍ରତିଯୋଗୀ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଅନୁଷ୍ଠିତ ଶିଶୁ ମହୋତ୍ସବ ବ୍ଲକସ୍ତରୀୟ ସୁରଭି 'ମୋ ସ୍ୱପ୍ନର ଓଡ଼ିଶା୨୦୩୬' ଉଦ୍‌ଯାପିତ ହୋଇଛି । ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆୟୋଜନର
Read More...

ସାହାଜଛାପର ଗ୍ରାମରୁ ଟ୍ରାକ୍ଟର ଚୋରୀ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ବଡଟିକା ପଞ୍ଚାୟତ ଅଧୀନ ସାହାଜଛାପର ଗ୍ରାମରୁ ଗତକାଲି ରାତିରେ ଏକ ଟ୍ରାକ୍ଟର ଇଞ୍ଜିନ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବଲାଙ୍ଗିର ସଦର ଥାନା ହରିପାଲି ନିବାସୀ ଜମିଦାର ପଧାନ ତାଙ୍କ ଜନ ଡିଅର୍ ଟ୍ରାକ୍ଟର (ଓଡ଼ି ୦୩ ଏବି
Read More...

ଲୋଇସିଂହା ଥାନାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ଅନେକ ନିରୀହ ଲୋକ ଏହି ଠକେଇର ଶିକାର ହେବା ସହିତ ସାମାନ୍ୟ ଭୁଲ ପାଇଁ ଆକଉଣ୍ଟରୁ ଆଖି ପିଛୁଲାକେ ଟଙ୍କା ଗାୟବ ହୋଇଯାଉଛି । ଆଉ କାହାର ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇ ବ୍ଲାକମେଲିଂର ଶିକାର ହେବାକୁ ପଡ଼ୁଛି ।
Read More...

ଯୋଗିସର୍ଡା କ୍ଳଷ୍ଟର ସ୍ତରୀୟ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସଂହା ବ୍ଲକ ଯୋଗୀସର୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ କ୍ଳଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଶାଳପାଲିର
Read More...

ସଙ୍କୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଓ ବୁଦ୍ଧିଜୀବୀ ସଂଗୋଷ୍ଠୀ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ସଙ୍କୁଳ ସ୍ତରୀୟ ବିଦ୍ଵତ ପରିଷଦ ଆଲୋଚନା ଚକ୍ର ଓ ବୁଦ୍ଧିଜୀବୀ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି । ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ଲୋଇସିଂହା ସଙ୍କୁଳ
Read More...

ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅଧୀନ ରେଙ୍ଗାଲି କ୍ଲଷ୍ଟରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ସଲତରଙ୍କ ସଭାପତିତ୍ବରେ ସଂଯୋଜକ ଦତ୍ତାତ୍ରେୟ ପଧାନ, ତାଲଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର
Read More...

ଜିଲ୍ଲାପାଳଙ୍କ ବୁଢ଼ୀପଦର ଗ୍ରାମ ପଞ୍ଚାୟତ ପରିଦର୍ଶନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ ସମିତି ଅନ୍ତର୍ଗତ ବୁଢ଼ୀପଦର ଗ୍ରାମ ପଞ୍ଚାୟତକୁ ବଲାଙ୍ଗିର ଜିଲ୍ଲାପାଲ ଗୌରବ ଶିବାଜୀ ଇସଲୱାର ପରିଦର୍ଶନ କରିଥିଲେ ଏବଂ ଖୁସିବ୍ୟକ୍ତ କରିଥିଲେ । ଏହି ସମୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ସରୋଜ ମେହେର, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ,
Read More...

ଲୋଇସିଂହା ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ସ୍ତରୀୟ ଵିଜ୍ଞାନ ସେମିନାର ଆଦିବାସୀ ହରିଜନ ଉଚ୍ଚବିଦ୍ୟାଳୟ କେଉଁଟିପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡୁ, ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା
Read More...