ବଲାଙ୍ଗିର ଜିଲ୍ଲା ଛଟେଇ କମ୍ପ୍ୟୁଟର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ
ଲୋଇସିଂହା, (କେପିଏନ୍ଏସ୍) : ଗତ ୨୦୧୯ ଏପ୍ରିଲରୁ ଓଡ଼ିଶାର ୪୦୦୦ କମ୍ପ୍ୟୁଟର ଶିକ୍ଷକଙ୍କୁ ରାଜ୍ୟ ସରକାର ଛଟେଇ କରିଛନ୍ତି । ଫଳରେ ଏହି ଶିକ୍ଷକମାନେ ଅତି ଦୟନୀୟ ଭାବେ ଜୀବନ ଯାପନ କରୁଛନ୍ତି । ସରକାରଙ୍କ ଏହି ବୈମାତୃକ ମନୋଭାବର ଅତିଷ୍ଠ ହୋଇ କମ୍ପ୍ୟୁଟର ଶିକ୍ଷକ ସଂଘ ଗତ ମଇ ମାସରେ ଉଚ୍ଚ!-->…
Read More...
Read More...