Browsing Tag

loisingha news

ସାଂଘାତିକ ଅଭିଯୋଗ, ଲାଞ୍ଚ ନାହିଁ ତ ମନରେଗା ପ୍ରାପ୍ୟ ନାହିଁ : ପ୍ରାପ୍ୟ ପାଇବାରୁ ବୃଦ୍ଧ ବଞ୍ଚିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଦାଦନ ଚାଲାଣ ରୋକିବା ପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରିଛନ୍ତି । କେଉଁଠି ମେସିନ୍‌ ଦ୍ୱାରା ମନରେଗା କାମ କରାଯାଉଥିବା ବେଳେ ଆଉ କେଉଁଠି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କାମ କରି ମଧ୍ୟ ଶ୍ରମିକ ପାଉଣା ପାଇପାରୁ
Read More...

ଅଘୋଷିତ ବିଦ୍ୟୁତ କାଟ ଓ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜେପିର ବିକ୍ଷୋଭ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ଅଘୋଷିତ ବିଜୁଳି କାଟ ଓ ୟୁନିଟ ପିଛା ଦରବୃଦ୍ଧି ପ୍ରତିବାଦରେ ସ୍ଥାନୀୟ ବିଦ୍ୟୁତ ସବ ଡିଭିଜନାଲ ଅଫିସରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବର୍ଦ୍ଧିତ ବିଜୁଳି ଶୁଳ୍କ ପ୍ରତ୍ୟାହାର କରାଯିବା ସହିତ ବିଦ୍ୟୁତ ସରବରାହରେ
Read More...

ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦସ୍ତଖତ ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ସାରା ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଦସ୍ତଖତ ଅଭିଯାନ ଆୟୋଜିତ ହୋଇଯାଇଛି । ଦରବୃଦ୍ଧିକୁ ପ୍ରତିବାଦ କରୁଥିବା
Read More...

ଗାଇଖାଇ କେନାଲରୁ ରଫାଖାଲକୁ ଯାଇଥିବା କେନାଲ କାମ ନିମ୍ନମାନର ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଗାଇଖାଇ କେନାଲରୁ ରଫାଖାଲ ଗ୍ରାମକୁ ଯାଇଥିବା କେନାଲରେ ଗତବର୍ଷ ୨୪ ଲକ୍ଷ ଟଙ୍କାରେ କଂକ୍ରିଟ କାନ୍ଥ କାମ କରାଯାଇଥିଲା । ତେବେ ନିମ୍ନମାନର କାମ ଯୋଗୁଁ ଚଳିତ ବର୍ଷ ସାମାନ୍ୟ ବର୍ଷାରେ ତାହା ଭାଙ୍ଗି ଯାଇଛି । ଅତି ତରବରିଆ
Read More...

କୁଟୁରାପାଲି ହାଇସ୍କୁଲରେ ବନ ମହୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଟୁରାପାଲି ପଞ୍ଚାୟତ ହାଇସ୍କୁଲସ୍ଥିତ ଧନ୍ଵନ୍ତରୀ ଇକୋ କ୍ଲବ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମୁକେଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ
Read More...

ଓଡ଼ିଶା ମୋ ପରିବାର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମରେ ଚଳିତ ମୌସୁମୀରେ ସାରା ରାଜ୍ୟରେ ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବୃକ୍ଷ ରୋପଣ ଅଭିଯାନରେ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳିସ୍ଥିତ ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ଗ୍ରାମ
Read More...

ଅସହାୟ ଦମ୍ପତିଙ୍କୁ ସହାୟତା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗୀସର୍ଡ। ପଞ୍ଚାୟତ ଛେଲବାହାଲ ଗ୍ରାମର ଅସହାୟ ଦମ୍ପତି ଗୁରୁ ଶାଣ୍ଢ ଓ ସରସ୍ୱତୀ ଶାଣ୍ଢଙ୍କୁ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଭାପତି ବଳରାମ ସିଂ ଯାଦବ ଭେଟି ଆର୍ଥିକ ସହାୟତା ଦେବା ସହିତ ମାଗଣା ଚିକିତ୍ସାର ବନ୍ଦୋବସ୍ତ କରିଥିବା
Read More...

ଭୁବନେଶ୍ୱରୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ସମାରୋହ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା କଲେଜଛକସ୍ଥିତ କସ୍ତୁରୀବାଇ ଆଶ୍ରମ ଠାରେ ମା'ଭୁବନେଶ୍ୱରୀଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ବାବା ହନୁମାନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ତ୍ରିଦିବସୀୟ ଏହି କାର୍ଯ୍ୟକ୍ରମରେ ବାବା ଗିରିବର ଦାସଙ୍କ
Read More...

ଲୋଇସିଂହା ସିଏଚସିକୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌ ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ୱାର୍ଲଡ଼ ଭିଜନ ଇଣ୍ଡିଆ ପକ୍ଷରୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଧବାର ୧୦ ଗୋଟି ଅକ୍ସିଜେନ କନ୍‌ସନ୍‌ଟ୍ରେଟର୍‌ ପ୍ରଦାନ କରାଯାଇଛି । ୱାର୍ଲଡ଼ ଭିଜନ ତରଫରୁ ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଆନୁଷ୍ଠାନିକ
Read More...

ସୌମ୍ୟ ସେବା ଫାଉଣ୍ଡସନ ଦ୍ୱାରା ବୃକ୍ଷ ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସୌମ୍ୟ ସେବା ଫାଉଣ୍ଡସନ ଦ୍ୱାରା ଯୁବ ସମାଜସେବୀ ରଘୁନାଥ ନାୟକଙ୍କ ପ୍ରଚେଷ୍ଟା ବଳରେ ଲୋଇସିଂହା ବ୍ଲକର ଭାଲୁପାଲି ଗ୍ରାମରେ ବୃକ୍ଷ ରଥରେ ଦେଶାତ୍ମବୋଧକ ବାଦ୍ୟ ଯନ୍ତ୍ରରେ ଗ୍ରାମ ପରିକ୍ରମା କରିଥିଲେ ଓ ଗ୍ରାମର ମହିଳାମାନେ ଧୂପ ଦୀପ ଜାଳି
Read More...