Browsing Tag

loisingha news

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ସଂକୁଳସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସଭାପତି ବିମଳ ଚରଣ ହୋତା ଯୋଗ ଦେଇଥିଲେ ।
Read More...

ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରତ ପୂର୍ବ ସରପଞ୍ଚକୁ ଭେଟିଲେ ବିଧାୟକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅଧିନ ହୀରାପୁର ପଂଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବୀରେ ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଧାନାଥ ବିଶ୍ୱାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଆମରଣ ଅନଶନରେ ବସିଛନ୍ତି ।
Read More...

ଏଟିଏମ୍‌ ଲୁଟେରାଙ୍କୁ ୨ ବର୍ଷ ୯ ମାସ ଜେଲ୍‌ ଦଣ୍ଡାଦେଶ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏଟିଏମ୍‌ ଲୁଟ୍‌ ମାମଲାରେ ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ଵଜାଲି ମହାନ୍ତି ଅଭିଯୁକ୍ତ ଆଗଲପୁର ଥାନା ନଅଗାଁ(କ) ଗ୍ରାମର ନାରାୟଣ ସାହୁଙ୍କୁ ୨ ବର୍ଷ ୯ ମାସ ସଶ୍ରମ କାରାଦଣ୍ଡ ସହିତ ୯ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ
Read More...

ମହଦେଶ୍ୱର ମହାଦେବ ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପ୍ରୟାସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ, ପାଟଣାଗଡ଼ ବ୍ଲକ ଓ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ମହଦାଶୁନି ପାହାଡ଼ । ସ୍ଥାନୀୟ ଅଞ୍ଚଳରେ ମହଦା ପାହାଡ଼ ନାମରେ ପରିଚିତ । ଚିରସ୍ରୋତା ଝରଣା ସାଙ୍ଗକୁ ଭାରତ ସ୍ୱାଧୀନତା ସଂଗ୍ରାମର
Read More...

ସାନଟିକାରେ କଂସ ଦରବାର : ହନୁମାନ ମନ୍ଦିର ଓ ପାରାୟଣ ମଣ୍ଡପ ପ୍ରତିଷ୍ଠା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରସିଦ୍ଧ ଶୈବପୀଠ ସାନଟିକାରେ ହନୁମାନ ମନ୍ଦିର ଓ ପାରାୟଣ ମଣ୍ଡପ ପ୍ରତିଷ୍ଠା ଅବସରରେ କଂସ ଦରବାର ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗତ ୧୨ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୮ ତାରିଖରେ ଶେଷ ହେବ । ମନ୍ଦିର
Read More...

ଯୋଗୀସର୍ଡା ରାମଲୀଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗୀସର୍ଡା ଦଧିବାମନ ରାମଲୀଳା ଉଦ୍‌ଯାପିତ ହୋଇଯାଇଛି । ଗତ ମାର୍ଚ୍ଚ ୩୦ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଭୁ ରାମଚନ୍ଦ୍ରଙ୍କ କଥାମୃତ ନାଟକ ଜରିଆରେ ପରିବେଷିତ ହୋଇଥିଲା । ଗତ ୧୯୩୧ ମସିହାରୁ ଗ୍ରାମର ଦଧିବାମନ
Read More...

ବନ୍ଦ କୋଠରିରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଢୋଲମହୁଲ ସ୍ଥିତ ଏକ ବନ୍ଦ କୋଠରିରୁ ସ୍ଥାନୀୟ ପୋଲିସ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ତେବେ ଅବସ୍ଥା ଗୁରୁତର ହେବାରୁ ସମ୍ପୃକ୍ତ ଯୁବକଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ
Read More...

ପ୍ରତ୍ୟେକ ମଣିଷ ପୁଷ୍ପ ପରି ହେବା ପାଇଁ ଆହ୍ୱାନ କଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରକୃତିର ଏକ ଅନନ୍ୟ ଉପହାର ପୁଷ୍ପ । କାହା ପ୍ରତି ବାଛ ବିଚାର ନ କରି ସମସ୍ତଙ୍କୁ ପୁଷ୍ପ ସୁଗନ୍ଧ ପ୍ରଦାନ କରିଥାଏ । ତେଣୁ ପୁଷ୍ପର ସମସ୍ତ ଗୁଣ ଆହରଣ କରି ପ୍ରତ୍ୟେକ ମଣିଷ ତା'ପରି ହେବାକୁ ଆହ୍ୱାନ ଦେଇଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ତଥା ପ୍ରଥମ ଦିନୋତ୍ସବ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମେଣ୍ଡା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉତ୍କଳ ଦିବସ ବିଷୟରେ ଆଲୋକପାତ
Read More...

ଏନ୍‌ଏସି ମାନ୍ୟତା ଦାବୀରେ ଲୋଇସିଂହାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ

ଲୋଇସିଂହା, (ବିମଳେନ୍‌ନ୍ଦୁ ସାହୁ) : ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ୍‌ଏସି ମାନ୍ୟତା ଦାବୀରେ ସହରର ସମସ୍ତ ସରକାରୀ ତଥା ବେସରକାରୀ ଅଫିସ, ବ୍ୟାଙ୍କ୍, ମଦଭାଟିକୁ ୧୨ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦର ନିଷ୍ପତ୍ତି ମୁତାବକ ପ୍ରତି ମାସର ଶେଷ
Read More...