Browsing Tag

loisingha news

ସମବାୟ ବ୍ୟାଙ୍କରେ ଗ୍ରାହକ ସେବା ବିପର୍ଯ୍ୟସ୍ତ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଲୋଇସିଂହା ଶାଖାରେ ଗ୍ରାହକ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ବିଭିନ୍ନ ବାହାନା ଦେଖାଇ ଏହି ବ୍ୟାଙ୍କରେ ସାଧାରଣ ଜନତା ତଥା ଚାଷୀଙ୍କୁ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହେଉଛି । ଟଙ୍କା
Read More...

ଝାରମୁଣ୍ଡା ଏଥ୍‌ଲେଟିକ୍‌ ଏସୋସିଏସନ୍ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥ୍‌ଲେଟିକ୍‌ ଏସୋସିଏସନ୍ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ - ୨୦୨୩ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ
Read More...

ଗଜଲକ୍ଷ୍ମୀ ପୂଜା ଅବସରରେ ଭକ୍ତଙ୍କ ସହ ନାଚିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଗଜଲକ୍ଷ୍ମୀ ପୂଜା ଅବସରରେ ଭକ୍ତଙ୍କ ସହ ନାଚିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲିଆମୁଣ୍ଡା ଗ୍ରାମରେ ଆୟୋଜିତ ପବିତ୍ର ମା' ଗଜଲଷ୍ମୀଙ୍କ ପୂର୍ଣ୍ଣାହୁତି ଉତ୍ସବରେ ସାମିଲ ହୋଇ ମା' ଲକ୍ଷ୍ମୀଙ୍କ କରୁଣାରୁ ସମସ୍ତଙ୍କ ଜୀବନ
Read More...

ଝାରମୁଣ୍ଡାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପୂର୍ବରୁ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା ।
Read More...

ପାଣି ନାହିଁ ତ ଭୋଟ ନାହିଁ : ବଡଟିକା ଶ୍ରୀରାମ ଯୁବକ ସଂଘ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହେଲେ ଜିଲ୍ଲାର ଅନେକ ଅଞ୍ଚଳ ଜଳସେଚିତ ହୋଇପାରିବ । ତେବେ ଆଗଲପୁର ବ୍ଲକ ଅନ୍ତର୍ଗତ ଝରନିପାଲି, ନଅଗାଁ (ଖ), ବଡଟିକା, ବେନ୍ଦ୍ରା ଓ
Read More...

ରୂପକ ହନୁମାନ ହତ୍ୟା ମାମଲା, ଅନ୍ୟତମ ଅଭିଯୁକ୍ତ ଲିଚୁ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଜଡାମୁଣ୍ଡା ଗ୍ରାମର ରୂପକ ହନୁମାନ ଓରଫ କିଲୁ ହତ୍ୟାକାଣ୍ଡର ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ଲୋଇସିଂହା ପୋଲିସ । ଦୀର୍ଘ ୧୮ ମାସ ପରେ ବଲାଙ୍ଗିର ରେଲଷ୍ଟେସନରୁ ଅଭିଯୁକ୍ତ ସତ୍ୟଜ୍ୟୋତି ବାଗ ଓରଫ ଲିଚୁକୁ ପୋଲିସ ଗିରଫ
Read More...

ଲୋଇସିଂହା ରେଂଜ କର୍ମଚାରୀମାନଙ୍କ ଦ୍ୱାରା ଏକ ବଡ଼ ଅଜଗର ସାପ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ରେଂଜ କର୍ମଚାରୀମାନଙ୍କ ଦ୍ୱାରା ଏକ ବଡ଼ ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ସୂଚନା ପାଇବା ପରେ ଲୋଇସିଂହା ରେଞ୍ଜ କର୍ମଚାରୀମାନେ ବନ ଅଧିକାରୀଙ୍କ ଉପସ୍ଥିତିରେ ବନ୍ୟଜନ୍ତୁ
Read More...

ପୁଣି ଚର୍ଚ୍ଚାରେ ହୀରାପୁର ଗ୍ରାମ ପଞ୍ଚାୟତ : ବାରଡୋଲ ଗ୍ରାମରେ ରାସ୍ତା କଂକ୍ରିଟ କାମକୁ ନେଇ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବହୁବିଧ ଦୁର୍ନୀତିକୁ ନେଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମ ପଂଚାୟତ ପୂର୍ବରୁ ଚର୍ଚ୍ଚାରେ ରହିବା ସହିତ ଖବରର ଶିରୋନାମା ପାଲଟିଛି । ଭିଜିଲାନ୍ସ ଟିମ୍ ଏହି ପଂଚାୟତର ଦୁର୍ନୀତି ଉପରେ ଖୋଳତାଡ କରିବା ସହିତ ପୂର୍ବତନ ସରପଞ୍ଚ
Read More...

ଫଲସାମାଲରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଫଲସାମାଲ ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପୂର୍ବରୁ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା । ସଂଘର
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ସମୂହ ଦୀପଦାନ ତଥା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଅନୁଦାନର…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ଅବସରରେ ତାଙ୍କର ଦୀର୍ଘାୟୁ ତଥା ସୁସ୍ଥ ଜୀବନ ପାଇଁ ଲୋଇସିଂହା ବ୍ଲକ ବିଜୁ ଜନତା ଦଳ ତରଫରୁ ମା' କୁଶଙ୍ଗେଇ ମନ୍ଦିରଠାରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ରାଜ୍ୟ
Read More...