Browsing Tag

loisingha news

ବ୍ରଜମୋହନ ବିଶୋଇ ହେଲେ ବଲାଙ୍ଗିର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାର ବ୍ରଜମୋହନ ବିଶୋଇଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ବଲାଙ୍ଗିର ଜିଲ୍ଲାର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଛି । ଆଦିବାସୀଙ୍କ ଭାଷା, ସଂସ୍କୃତି,
Read More...

ରେଲଧାରଣା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ଶିବ ମନ୍ଦିର ନିକଟ ରେଳଧାରଣା କଡ଼ରେ ଜନୈକା ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଆଜି ସକାଳେ ସ୍ଥାନୀୟ ଲୋକେ ଶୌଚ ହେବା ପାଇଁ ଗଲା ବେଳେ ରେଳ ଲାଇନ ନିକଟରେ ଜନୈକା ଯୁବତୀ ମୁହଁମାଡି ପଡିଥିବା ଦେଖିବାକୁ ପାଇଥିଲେ । ମୃତ
Read More...

ମାଗୁରବେଡାରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୪ତମ ବନ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ
Read More...

ଫାଇଭ ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ତଦାରଖ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଅଗଷ୍ଟ ୬ ତାରିଖରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଲୋଇସିଂହା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଲୋଇସିଂହା ବ୍ଲକ ଅଞ୍ଚଳ ଗସ୍ତ କରି ତଦାରଖ କରିଛନ୍ତି । ପ୍ରଥମେ ସେ ଯୋଗୀସର୍ଡା ସ୍ଥିତ ପ୍ରସିଦ୍ଧ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଧାରଭୁତ କାର୍ଯ୍ୟଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆଧାରଭୁତ କାର୍ଯ୍ୟଶାଳା ଆୟୋଜିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ୫ଟି ସଂକୁଳରୁ ୪୦ ଜଣ ଆଚାର୍ଯ୍ୟ, ୨ ଜଣ ଅତିଥି ଅଧିକାରୀ, ୩ ଜଣ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ତଥା ବ୍ୟବସ୍ଥା ଦାୟିତ୍ୱରେ ୧୦ ଜଣଙ୍କ
Read More...

ଫାଇଭ୍‌ ଟି ସଚିବଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଅଗଷ୍ଟ ୬ରେ ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ଲୋଇସିଂହା ଗସ୍ତ ନେଇ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ସକାଳ ୧୦ ଟାରେ ହେଲିକେପ୍ଟର ଯୋଗେ ସେ ଲୋଅର ସୁକତେଲ ଡ୍ୟାମ ସାଇଟରେ ପହଞ୍ଚି ଡ୍ୟାମ ତଥା ସ୍ପିଲୱେ କାର୍ଯ୍ୟର ସମୀକ୍ଷା କରିବେ ।
Read More...

ମିଲେଟ ଚାଷ ସମ୍ୱନ୍ଧୀୟ ତାଲିମ ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନୁନିଆପାଲି ପଞ୍ଚାୟତର ପାଣ୍ଡେସରା, ନଅଗାଁ (ଖ ) ଓ ବଡ଼ଟିକା ଗ୍ରାଁରେ ପଲ୍ଲୀ ଆଲୋକ ପାଠାଗାର ତରଫରୁ ମିଲେଟ ଚାଷ ଉପରେ ତାଲିମ ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଚାଷୀ ହାଇବ୍ରିଡ଼ ବିହନ ସାଙ୍ଗକୁ ରାସାୟନିକ
Read More...

ଚେଇଁ ଶୋଇଛି ଲୋଇସିଂହା ବିଜୁଳି ବିଭାଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ବିଦ୍ୟୁତ ଡିଭିଜନ ଅନ୍ତର୍ଗତ ଲୋଇସିଂହା ବିଦ୍ୟୁତ ସେକ୍ସନ ବହୁବିଧ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି । ସ୍ଥାନୀୟ ସେକ୍ସନ ଅଫିସକୁ ବିଭାଗୀୟ ଯନ୍ତ୍ରୀ ଦିନ ୧୨ଟା ପୂର୍ବରୁ କେବେ ଆସୁନଥିବା ଅଭିଯୋଗ ହେଉଛି । ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ
Read More...

ନୂତନ ଯୁବ କଂଗ୍ରେସ ସଭାପତି ହେଲେ ଗଣେଶ ସାହୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସର ନୂତନ ସଭାପତି ଭାବେ ଗଣେଶ କୁମାର ସାହୁ ବିପୁଳ ଭୋଟରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଏହି ଅବସରରେ ଅନୁଷ୍ଠିତ ମତଦାନ ପ୍ରକ୍ରିୟାରେ ମୋଟ ୫୬୧୧ ଖଣ୍ଡ ଭୋଟ ପାଇ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ପ୍ରାୟ ୧୯୯୦ ଟି
Read More...

ଫୁଲୁଛି ସୁକତେଲ ନଦୀ, ଜନବସତି ମୁହାଁ ପାଣି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଫୁଲୁଛି ସୁକତେଲ ନଦୀ । ଜନବସତି ମୁହାଁ ପାଣି । ଗଡଶଙ୍କର ଡୁଙ୍ଗୁରିପାଲିବାସୀ ଆତଙ୍କିତ । ରାତିସାରା ଜଗୁଛି ପ୍ରଶାସନ । ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପର ପାଣି ଫୁଲି ଯାଇଛି । ଉପରମୁଣ୍ଡରେ ଥିବା ମାୟାବତୀ ନଦୀର ପାଣି ଏହି ନଦୀରେ ମିଶିବା ପରେ ଜଳସ୍ତର
Read More...