Browsing Tag

loisingha news

ସାଇଡ଼୍‌ ଦେବା ବେଳେ ବାଇକ୍‌ ଖସିଗଲା ବିଲ ଭିତରକୁ : ବାଇକ୍‌ ଆରୋହୀ ଗୁରୁତର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସାଇଡ଼୍‌ ଦେବା ବେଳେ ବାଇକ୍‌ ଖସିଗଲା ବିଲ ଭିତରକୁ । ବାଇକ୍‌ ଆରୋହୀ ଗୁରୁତର । ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଲୋଇସିଂହା ଥାନା ଅନ୍ତର୍ଗତ କୁଦୋପାଲିରେ । ସୂଚନା ଅନୁସାରେ ଲୋଇସିଂହା ଥାନା ଅନ୍ତର୍ଗତ କୁଦୋପାଲିର ସଂଶୟ କୁମ୍ଭାର(୩୨) କୌଣସି
Read More...

ଉପରବାହାଲ ଯୁବକଲ୍ୟାଣ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗଣେଶ ପୂଜା ଏବଂ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଗ୍ରାମକୁ ସଫାସୁତୁରା ରଖିବା ଲକ୍ଷ୍ୟରେ ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମର ଯୁବ କଲ୍ୟାଣ ଯୁବକ ସଂଘ (କ୍ଲବ)ର ସଦସ୍ୟମାନଙ୍କ ଦ୍ଵାରା ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ର, ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର, ସରକାରୀ
Read More...

ପ୍ରଧାନମନ୍ତ୍ରୀଙ୍କ ବିଶ୍ୱକର୍ମା ଯୋଜନା ଲୋକାର୍ପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ (ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ସଭାଗୃହଠାରେ ବିଶ୍ୱକର୍ମା ପୂଜା ଅବସରରେ ପିଏମ୍‌ ବିଶ୍ୱକର୍ମା ଯୋଜନା ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ପ୍ରାରମ୍ଭରେ ଯଥାରୀତି ପୂର୍ବକ ଦେବଶିଳ୍ପୀ
Read More...

ସାର ଦୋକାନରେ କୃଷି ବିଭାଗର ଚଢ଼ାଉ, ସିଲ ହେଲା ଦୋକାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ସ୍ଥିତ ବିଶ୍ବରଂଜନ ପାତ୍ରଙ୍କ ସାର ଦୋକାନରେ କୃଷି ଓ ରାଜସ୍ୱ ବିଭାଗ ମିଳିତ ଚଢ଼ାଉ କରିଥିବା ଜଣାଯାଇଛି । ଦୋକାନୀ ଜଣକ ସାର ଓ କୀଟନାଶକ ବିକ୍ରି କରିବା ନେଇ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ଆଗଲପୁର
Read More...

କାର୍ଯ୍ୟରେ ଯୋଗଦେଲେ ଯୋଗାଣ ସହାୟକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଭୁବନେଶ୍ୱର ସ୍ଥିତ ଲୋଅର ପିଏମ୍‌ଜିଠାରେ ବିଭିନ୍ନ ଦାବୀ ନେଇ ଯୋଗାଣ ସହାୟକମାନଙ୍କ ଏକ ବିଶାଳ ଗଣଧାରଣା ଆୟୋଜିତ ହେବା ସହିତ ରାଜ୍ୟର ସମସ୍ତ ଯୋଗାଣ ସହାୟକ ସାମୁହିକ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇ ଥିଲେ । ତେବେ ଓଡିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ
Read More...

ଲୋଇସିଂହା ଓ ଆଗଲପୁର ବ୍ଲକରେ ସ୍କ୍ରବ୍‌ ଟାଇଫସ୍ ଆତଙ୍କ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍କ୍ରବ୍‌ ଟାଇଫସ୍‌ ବା ଟ୍ରମ୍ବିଆକୁଲାଇଡ୍‌ ନାମକ ଏକ ବିଷାକ୍ତ କୀଟ ଏବେ ଲୋଇସିଂହା ଓ ଆଗଲପୁର ବ୍ଲକ ସମେତ ବଲାଙ୍ଗିର, ସୋନପୁର ଓ ବରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ବହୁଳ ଭାବେ ଦେଖାଯାଉଛି । ଏହି ବିଷାକ୍ତ କୀଟ କାମୁଡ଼ାରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା
Read More...

ସେପ୍ଟେମ୍ୱର ୧୧ରେ ଆହୁତ କୋଶଲ ମହାବନ୍ଦକୁ ସ୍ଥଗିତ ଘୋଷଣା କଲା କୋଶଲ ସେନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼ରେ କୋଶଲ ସଂଗ୍ରାମୀ ତଥା କୋଶଲ ସପକ୍ଷବାଦୀଙ୍କ ଉପରେ ହୋଇଥିବା ଦମନଲୀଳା ପ୍ରତିବାଦରେ ଆଗାମୀ ସେପ୍ଟେମ୍ବର ୧୧ରେ କୋଶଲ ସେନା ପକ୍ଷରୁ ମହାବନ୍ଦର ଡାକରା ଦିଆଯାଇଥିଲା । ତେବେ କେତେକ ଅନିବାର୍ୟ୍ୟ କାରଣବଶତଃ ଏହି ମହାବନ୍ଦକୁ ସ୍ଥଗିତ ରଖାଯାଇଥିବା କୋଶଲ
Read More...

ଲୋଇସିଂହାରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ହୀରାପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ସଂଯୋଜକ ଅଶୋକ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ଗାଈଖାଇ ଇକୋ ଟୁରିଜମ୍‌ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ସାଲେଭଟା ନିକଟସ୍ଥ ଗାଈଖାଇ ଇକୋ ଟୁରିଜମ ନିକଟରେ "ଇଙ୍କଚର୍ ପ୍ରାଇଭେଟ୍ ଲିମିଟେଡ" ଏବଂ "ଡ୍ୟୁ ରେଷ୍ପେକ୍ଟ ଟ୍ରଷ୍ଟ" ଆନୁକୂଲ୍ୟରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗ ଜଳସେଚନ ପ୍ରକଳ୍ପ କମିଟିର ଆବାହକ ଆକାଶ
Read More...

ପଲ୍ଲୀ ଆଲୋକ ପାଠାଗାର ତରଫରୁ ପୋଷଣ ସପ୍ତାହ-୨୦୨୩ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଓ ଆଗଲପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ମିଳିତ ଆନୁକୂଲ୍ୟରେ ଗୁଣ୍ଡୁରୁମୁଣ୍ଡା, ଗଣ୍ଡପାଲି ଏବଂ ପାଣ୍ଡେସରା ଗ୍ରାମରେ ପୋଷଣ ସପ୍ତାହ-୨୦୨୩ ପାଳିତ ହୋଇଯାଇଛି । ନିଜ ଅଂଚଳରେ
Read More...