Browsing Tag

loisingha news

କୁଶଙ୍ଗ ଜଗନ୍ନାଥ ମନ୍ଦିରରେ ଦୁଇ ଜଗନ୍ନାଥ ହେଲେ ରଥାରୁଢ଼ : ଦୁର୍ଲ୍ଲଭ ଦର୍ଶନ କଲେ ଭକ୍ତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଗୋଟିଏ ମନ୍ଦିରରେ ଦୁଇ ଜଗନ୍ନାଥ । ଯୁଗଳ ମୂର୍ତ୍ତି ଭାବେ ମନ୍ଦିରରେ ପୂଜା ପାଆନ୍ତି । ପୁଣି ରଥଯାତ୍ରାରେ ରଥାରୁଢ଼ ହୋଇ ଦୁର୍ଲ୍ଲଭ ଦର୍ଶନ ଦିଅନ୍ତି । ଏମିତି ଏକ ନିଆରା ପରମ୍ପରା ଦୀର୍ଘ ୨୦୦ ବର୍ଷ ହେଲା ଅକ୍ଷୁର୍ଣ୍ଣ ଭାବରେ ଚଳି ଆସୁଥିବା ବେଳେ…
Read More...

ଛେଲିଆପାଟ ନୋଡାଲ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ଲୋଇସିଂହା, (ବିମନ୍ଦେୁ ସାହୁ) : ଆଗଲପୁର ବ୍ଲକ ଭରସୁଜା ସ୍ଥିତ ଛେଲିଆପାଟ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରରେ ଇକୋକ୍ଲବ୍ ଭାରପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ଆନନ୍ଦ କୁମାର ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ବକ୍ତୃତା, ପ୍ରବନ୍ଧ…
Read More...

କନ୍ଦାଜୁରିରେ ଆନ୍ତଃଜିଲ୍ଲା ପଥର ମାଫିଆଙ୍କ ରାଜୁତି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଲିଛି ପଥର ମାଫିଆଙ୍କ ରାଜୁତି । ପ୍ରଶାସନିକ ନୀତିନିୟମ ଓ ସମସ୍ତ କଟକଣାକୁ ଫୁ' କରି ବେଆଇନ ଭାବେ ଆନ୍ତଃଜିଲ୍ଲା ମାଫିଆ ମାନେ ପଥର ଉତ୍ତୋଳନ କରି ବାହାରକୁ ଚାଲାଣ କରୁଛନ୍ତି । ଲୋଇସିଂହା ତହସିଲ ଅନ୍ତର୍ଗତ କନ୍ଦାଜୁରି ରାଜସ୍ୱ ଗ୍ରାମରୁ ଏଭଳି ଅଭିଯୋଗ…
Read More...

ଲୋଇସିଂହା ବ୍ଲକରେ ନକଲି ଧାନ ବିହନ ଯୋଗାଣ ଅଭିଯୋଗ : କ୍ଷେତ୍ର ପରିଦର୍ଶନ କଲେ କୃଷି ଅଧିକାରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକର ବାଦିମୁଣ୍ଡା, ଗୁର୍ଜିଭଟା, ଭାଲିଆମୁଣ୍ଡା, ବିଶାଳପାଲି ତଥା ବିଭିନ୍ନ ସ୍ଥାନରେ ଥିବା ଡିଲରମାନଙ୍କ ଠାରୁ ଚାଷୀମାନେ ନେଇଥିବା ଧାନ ବିହନ ଗଜା ହେଉନାହିଁ । ଏନେଇ ଚାଷୀମାନେ କୃଷି ବିଭାଗ ନିକଟରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ…
Read More...

କରକଚିଆ ନର୍ସରୀରେ ବନ ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ଲୋଇସିଂହା ସେକ୍ସନର କରକଚିଆ ନର୍ସରୀ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଲୋଇସିଂହା ବନାଞ୍ଚଳ ଅଧିକାରୀ ପାଉଲ୍ ହରପାଲ ଏବଂ ଫରେଷ୍ଟର ବାବୁଲା ଦାସଙ୍କ ଉପସ୍ଥିତିରେ ବିଡ଼ିଓ ଅକ୍ଷୟ ପାଣି ଉଡୁ, ବ୍ଲକ ସହକାରୀ ଯନ୍ତ୍ରୀ…
Read More...

ଲୋଇସିଂହା କଲେଜରେ ରକ୍ତ ଶିକୁଳି ରକ୍ତହୀନତା ସଚେତନତା ଶିବିର ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟରେ ରକ୍ତ ଶିକୁଳି ରକ୍ତହୀନତା ସଚେତନତା ଶିବିର ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଗତ ମାସ ୧୯ ତାରିଖରୁ ଦୁଇ ସପ୍ତାହ ବ୍ୟାପୀ ଏହି ଶିବିର ଅନୁଷ୍ଠିତ ହୋଇଥିଲା । କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
Read More...

ବିଜୁଳି ନାହିଁ ତ ଏଟିଏମ୍ ଅଚଳ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗ୍ରାମାଞ୍ଚଳ ଜନସାଧାରଣଙ୍କ ଆର୍ଥିକ କାରବାର ସୁବିଧା ସକାଶେ ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ଲୋଇସିଂହା ବ୍ଲକ ଯୋଗିସର୍ଡା ଠାରେ ଏକ ଏଟିଏମ୍ ସ୍ଥାପନ କରାଯାଇଛି । ଏହି ଏଟିଏମ୍ ଉପରେ ସ୍ଥାନୀୟ ପ୍ରାୟ ୨୫ରୁ ଅଧିକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ତେବେ…
Read More...

ପାଣ୍ଡ୍ରିଡୁଙ୍ଗୁରି ଠାରେ ବନ ମହୋତ୍ସବ ସପ୍ତାହ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ଲୋଇସିଂହା ସେକ୍ସନର ପାଣ୍ଡ୍ରିଡୁଙ୍ଗୁରି ଠାରେ କାମ୍ପା ଓ ଏଏନ୍ଆଇ ପ୍ଲାଣ୍ଟଟେସନ ମଧ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଲୋଇସିଂହା ବନାଞ୍ଚଳ ଅଧିକାରୀ ପାଉଲ୍ ହରପାଲ ଏବଂ ଫରେଷ୍ଟର ବାବୁଲା ଦାସଙ୍କ ଉପସ୍ଥିତିରେ…
Read More...

ଲୋଇସିଂହା ଥାନାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସଚେତନତା ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତବର୍ଷ ଶୀତକାଳୀନ ଅଧିବେଶନରେ ଭାରତୀୟ ସଂସଦରେ ଗୃହୀତ ହୋଇଥିବା ବିଲ ଅନୁଯାୟୀ ତିନୋଟି ନୂଆ ଅପରାଧିକ ଆଇନ(ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ-୨୦୨୩) କାର୍ଯ୍ୟକାରୀ ହେଉଛି । ଏହି ଅବସରରେ…
Read More...

ଗୁରୁ ଭଗବାନ ସାହୁଙ୍କ ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆମ ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନର ମହାନାୟକ, ଲୋକ ମହୋତ୍ସବର ଜନକ, ଓଡ଼ିଶାର ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କର ୯୪ତମ ଜନ୍ମୋତ୍ସବକୁ ଲୋଇସିଂହା ବଲାଙ୍ଗିର ସୁର ସଙ୍ଗମ ପକ୍ଷରୁ ଅହମ୍ମଦ ନିସାରଙ୍କ ସଭାପତିତ୍ୱରେ ଏବଂ…
Read More...