Browsing Tag

loisinga news

ଜୈବିକ ଔଷଧ ପ୍ରସ୍ତୁତି ସମ୍ୱନ୍ଧୀୟ ତାଲିମ୍‌ ଓ କୃଷି ଉପାଦେୟତା ସମ୍ପର୍କିତ କର୍ମଶାଳା

ଲୋଇସଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ୍‌ ବଡ଼ଟିକା ଗ୍ରାମରେ ଗ୍ରାମଶକ୍ତି ଓ ବାବା ସ୍ଵପ୍ନେଶ୍ଵର ସ୍ଵଂୟ ସହାୟକ ଦଳର ସଭ୍ୟାଙ୍କୁ ନେଇ ଜୈବିକ ଔଷଧ ପ୍ରସ୍ତୁତି ଓ ଜୈବିକ କୃଷି ଉପାଦେୟତା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ୨୨ ଜଣ ସଭ୍ୟା ଅଂଶଗ୍ରହଣ କରିଥିଲେ
Read More...

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଋଣ ଓ ଫେରସ୍ତ ବ୍ୟବସ୍ତା ଉପରେ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା,(ବିମଳେନ୍ଦ ସାହୁ) : ଆଗଲପୁର ବ୍ଲକ୍‌ ଭରସୁଜା କଲ୍ୟାଣମଣ୍ଡପ ଠାରେ ମିଶନଶକ୍ତି ତରଫରୁ ସ୍ୱୟଂ ସହାୟିକା ଦଳର ସଭ୍ୟାଙ୍କୁ ନେଇ ବ୍ୟାଙ୍କଋଣ ଓ ଋଣ ଫେରସ୍ତ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭରସୁଜା ଓ ଝରନିପାଲି ପଂଚାୟତର ୩୫ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।
Read More...