ଦେଓଘାଟିରେ ଗୋଷ୍ଠୀ ସଙ୍ଘର୍ଷ ଘଟି ୫ ଗୁରୁତର
କୋରାପୁଟ : କୋରାପୁଟ ସଦର ଥାନା ଅଧିନ ଦେଓଘାଟିରେ ଗୋଷ୍ଠୀ ସଙ୍ଘର୍ଷ ଘଟି ୫ ଜଣ ଗୁରୁତରଥିବା ଖବର ମିଳିଛି । ସୂଚାଯୋଗ୍ୟ ଯେ, ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ସଙ୍ଘର୍ଷ ହୋଇଛି । ଏଥିରେ ପ୍ରାୟ ୫ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ସଦର!-->…
Read More...
Read More...