ଏଡିଇଓଙ୍କ ଘରେ ଭିଜିଲାନ୍ସ ରେଡ୍ : ଏକକାଳୀନ ୭ଟି ସ୍ଥାନରେ ଚଢାଉ
କୋରାପୁଟ, (ଏସ୍. ସୁନ୍ଦରମ୍) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ରହୁଥିବା (ଏଡିଇଓ) ପାର୍ଥ ସାରଥୀ ବିଷୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଏକକାଳୀନ ୭ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମ ଚଢ଼ାଉ ଜାରି!-->…
Read More...
Read More...