Browsing Tag

kolkata news

ସାହିତ୍ୟ ଏକାଡେମୀ ତରଫରୁ ହିନ୍ଦୀ ପଖୱାଡ଼ା ଆରମ୍ଭ

କୋଲକାତା, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ହିନ୍ଦୀ ପଖୱାଡ଼ା ପାଳନ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କୋଲକାତା
Read More...

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

କୋଲକାତା : ବାମପନ୍ଥୀ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ(୮୦)ଙ୍କର ଆଜି ଦକ୍ଷିଣ କୋଲକାତା ବାସଭବନରେ ଦେହାନ୍ତ ହୋଇଛି । ସେ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଶ୍ୱାସକ୍ରିୟା ଜନୀତ ରୋଗରେ ପୀଡ଼ିତ ଥିଲେ । ଯାହା ଦ୍ୱାରା ତାଙ୍କୁ ବାରମ୍ବାର
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଘାଟିତ

ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜଣେ ସାହିତ୍ୟ-ଋଷି : ମାଧବ କୌଶିକ କୋଲକାତା : କୋଲକାତାସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଆଞ୍ଚଳିକ କାର୍ଯ୍ୟାଳୟରେ ଏକାଡେମୀ ତରଫରୁ ଆୟୋଜିତ ଦ୍ୱିଦିବସୀୟ ନିରେନ୍ଦ୍ରନାଥ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ
Read More...

ସାହିତ୍ୟ ଏକାଡେମୀର ମୁଲାକାତ୍‌ କାର୍ଯ୍ୟକ୍ରମ

ବଙ୍ଗଳା ଗଳ୍ପ କବିତା ଶୁଣାଇଲେ ଯୁବ ଲେଖକ କୋଲକାତା, (କେପିଏନ୍‌ଏସ୍‌) : ସାହିତ୍ୟ ଏକାଡେମୀ ଏବଂ ନିଉ ଅଲିପୁର ମହାବିଦ୍ୟାଳୟ, କୋଲକାତାର ମିଳିତ ଆନୁକୂଲ୍ୟରେ ଏକ ମୁଲାକାତ୍‌ କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟଦୀପ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରି
Read More...

ସାହିତ୍ୟ ଏକାଡେମୀର ପୁସ୍ତକ ଆଲୋଚନା

ଗୌରହରି ଦାସଙ୍କ ଗଳ୍ପ ସଙ୍କଳନ ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ଏକ ସାର୍ଥକ ସୃଷ୍ଟି : କୃଷ୍ଣା ଭଟ୍ଟାଚାର୍ଯ୍ୟ କୋଲକାତା, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଏକାଡେମୀର ଆଞ୍ଚଳିକ କାର୍ଯ୍ୟାଳୟ । କୋଲକାତା ପ୍ରେକ୍ଷାଳୟରେ ଏକ ପୁସ୍ତକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ସାହିତ୍ୟ ଏକାଡେମୀର କଥା ସନ୍ଧି କାର୍ଯ୍ୟକ୍ରମ

ଅନୁଭବ ଓ ପୀଡ଼ାରୁ ମୋର ସାହିତ୍ୟ ସୃଷ୍ଟି : ମନୋହର ମୌଲି ବିଶ୍ୱାସ କୋଲକାତା, (କେପିଏନ୍‌ଏସ୍‌) : ସ୍ଥାନୀୟ ସାହିତ୍ୟ ଏକାଡେମୀ ପ୍ରେକ୍ଷାଳୟରେ କଥା ସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି କଥାକାର ଭାବେ ଯୋଗଦେଇ ନିଜ ସାରସ୍ୱତ ଜୀବନଯାତ୍ରା ସମ୍ପର୍କରେ
Read More...

ଯୁବ ପୁରସ୍କାର ୨୦୨୩ ପ୍ରଦାନ ଉତ୍ସବ

କୋଲକାତା, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନ ୫ଟାରେ କୋଲକାତା ସ୍ଥିତ ରବୀନ୍ଦ୍ର ସଦନ ପ୍ରେକ୍ଷାଳୟରେ ସାହିତ୍ୟ ଅକାଦେମୀ ପକ୍ଷରୁ ୨୦୨୩ ମସିହାର ଯୁବ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ସମାରୋହରେ ସାହିତ୍ୟ ଅକାଦେମୀର ସଭାପତି ମାଧବ କୌଶିକ ୨୨ଟି ଭାଷାର ଯୁବ
Read More...

ପଶ୍ଚିମବଙ୍ଗ ଇଟାଭାଟିରେ ବିସ୍ଫୋରଣ

କୋଲକାତା : ପଶ୍ଚିମବଙ୍ଗ ଇଟା ଭାଟିରେ ବିସ୍ଫୋରଣ । ଗତକାଲି ବଶିରାହାଟର ଧିଲ୍‌ଟଟାହ ଗାଁରେ ସଂଧ୍ୟା ସମୟରେ ଇଟାଭାଟିରେ ଏହି ଦୁର୍ଘଟଣା ହୋଇଥିଲା । ଅଚାନକ ଭାଟିରେ ବ୍ଲାଷ୍ଟ ହୋଇଥିଲା ଏବଂ ଚିମିନି ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ୪ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୫ରୁ ଅଧିକ ଲୋକ
Read More...

ହୁଗୁଳି ନଦୀରେ ବୁଡ଼ିଲା ବାଂଲାଦେଶ ମାଲବାହୀ ଜାହାଜ

କୋଲକାତା : ଫ୍ଲାଏ ଆଶ୍‌ ନେଇ ସ୍ୱଦେଶ ଫେରୁଥିବା ବାଂଲାଦେଶର ମାଲ ପରିବହନକାରୀ ଜାହାଜ ଅନ୍ୟ ଏକ ଜାହାଜ ସହିତ ମୁହାଁମୁହିଁ ହେବା ପରେ ହୁଗୁଳି ନଦୀରେ ବୁଡ଼ି ଯାଇଛି । ଶନିବାର ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । କୋଲକାତା ଠାରୁ ପ୍ରାୟ ୬୦
Read More...

ଗଙ୍ଗାସାଗରରେ ବୁଡ଼ ପକାଇଲେ ୫୧ ଲକ୍ଷ ତୀର୍ଥଯାତ୍ରୀ

କୋଲକାତା : ସାଗର ଦ୍ୱୀପରେ ରବିବାର ସନ୍ଧ୍ୟା ସୁଦ୍ଧା ଘନ କୁହୁଡି ମଧ୍ୟରେ ୫୧ ଲକ୍ଷ ତୀର୍ଥଯାତ୍ରୀ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି । ଗଙ୍ଗାସାଗର ମେଳାରେ ଏପର୍ଯ୍ୟନ୍ତ ସମୁଦାୟ ୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ରବିବାର ହୋଇଥିବା ମୃତ୍ୟୁ ମଧ୍ୟରୁ ଜଣେ ମହାରାଷ୍ଟ୍ରର ଏବଂ ଜଣେ
Read More...