Browsing Tag

khaprakhol news

କରୋନା କାଳର କରୁଣ ସ୍ଥିତି : ସଂକ୍ରମଣକୁ ଭୟ କରି ପାଖ ମାଡିଲେନି ସାହି ପଡିଶା, ସାଇକେଲରେ ବୁହାହେଲା ଶବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦାୟକ ଦୃଶ୍ୟ । ଭାଲୁଡୁଙ୍ଗୁରି ଗ୍ରାମର ଅଯୋଧ୍ୟା ସାହୁ (୬୦) ଗତ ୧୦ ଦିନ ହେଲା ଜ୍ବରରେ ପୀଡିତ ଥିଲେ । ସୋମବାର ଦିନ ଡାକ୍ତରଖାନାରେ ତାଙ୍କର କୋରୋନା
Read More...

ବୁଇ ପୁଞ୍ଜିଙ୍କୁ କେବେ ମିଳିବ ଆବାସ ଯୋଜନାରେ ଘର ଖଣ୍ଡିଏ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଅସହାୟ ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । କିନ୍ତୁ କିଛି ଅସାଧୁ କର୍ମଚାରୀ, ଦଲାଲ, କୁଜିନେତାଙ୍କ ପାଇଁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାରଙ୍କ ଯୋଜନା । ଥିଲାବାଲେ ହାତ ଗୁଞ୍ଜା ଦେଇ ପ୍ରକୃତ ହିତାଧିକାରୀଙ୍କ
Read More...

ଲିମ୍ବ ଗଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ କରୁଆଁଝର ଗ୍ରାମର ଏକ ଲିମ୍ବ ଗଛରୁ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଛି ଲାଠୋର ପୋଲିସ । ଯୁବକ ଜଣକ ନୂଆପଡା ଜିଲ୍ଲା କୋମନା ଥାନା ସେମେଲପାଲି ଗ୍ରାମର ଭାଗ୍ୟବନ୍ତ ପରାଭୁଏ (୩୫)ବୋଲି ଜଣାପଡିଛି । ତାଙ୍କ ଘରେ ଏବେ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଲାଠୋର ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଲାଠୋର ଅଞ୍ଚଳ ଗସ୍ତ କରିଛନ୍ତି ।ତାଙ୍କ ସହିତ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନା, ତହସିଲଦାର ଧୀରଜ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ସୋମ୍ୟକୁମାର ଜୟପୁରିଆ, ବିଭିନ୍ନ ବିଭାଗର ଅଧିକାରୀ ପରିଦର୍ଶନରେ ସାମିଲ ଥିଲେ । ସର୍ବ
Read More...

ମୋତିଲାଲ ତାଣ୍ଡିଙ୍କୁ ନ୍ୟାୟ ଦାବୀରେ ବ୍ୟାଙ୍କ ଘେରାଉ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖାରେ ଉକ୍ତ ଗାଁର ମୋତିଲାଲ ତାଣ୍ଡି ୧୦/୦୭/୨୦୧୪ ଠାରୁ ୨୦୧୮ ବର୍ଷ ପର୍ୟ୍ୟନ୍ତ ଧରି ଅସ୍ଥାୟୀ ସଫାଇ କର୍ମଚାରୀ ଭାବେ କାର୍ୟ୍ୟ କରି ଆସୁଥିଲେ । ହେଲେ ୨୦୧୮ ମସିହାରେ ତାଙ୍କୁ ବିନା କାରଣ
Read More...

ବ୍ଳକ ସ୍ତରୀୟ ଗଣ୍ଡ ସମାଜ କମିଟି ଗଠନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକର ମହରା ପଦର ଗ୍ରାମର ପତର ଫଡି ପାଖରେରେ ଥିବା ଆମ୍ବ ତୋଟା ଠାରେ ବ୍ଳକ ସ୍ତରୀୟ ଗଣ୍ଡ ସମାଜର ଏକ ବୈଠକ ପାଟଣା ଗଡ ମଣ୍ଡଳ ସମ୍ପାଦକ ପୁର୍ଣଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସମାଜର ଓଁ
Read More...

ସହାୟତାକୁ ଅପେକ୍ଷା କରି କରି ଆଖି ବୁଜିଲେ ଜୟକୃଷ୍ଣ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବିଧିର ବିଧାନ କେଡେ ନିଷ୍ଠୁର । ଖେଳିବା ଖାଇବା ବୟସରେ ଦୁନିଆକୁ ଭଲ ଭାବେ ଦେଖି ନଥିବା ଗରିବ ଅସହାୟ ପରିବାରରେ ଜନ୍ମିତ ଜୟକୃଷ୍ଣଙ୍କ ଆଜି ପରଲୋକ ହୋଇଯାଇଛି । କିଛି ଦିନ ଆଗରୁ ଆମେ ସହାୟତା ଅପେକ୍ଷାରେ ଫୁଲଝର ଗ୍ରାମର ଜୟକୃଷ୍ଣ ବୋଲି ଖବର ପ୍ରସାରଣ
Read More...

ଟ୍ରେନରେ କଟି ଇଓଙ୍କ ମୃତ୍ୟୁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ରାୟପୁର ଯାଉଥିବା ରେଳପଥ ଟଙ୍କପାଣି ଗାଁ ଏବଂ ଚୋରମୁଣ୍ଡା ଗାଁ ମଧ୍ୟରେ ଥିବା ଏକ ଫାଟକ ପାଖରେ ରାତିରେ କୈାଣସି ଏକ ଟ୍ରେନ ଧକ୍କାରେ ବୁଢାଛାପର ଗ୍ରାମର ଇଓ କୃଷ୍ଣ ଚନ୍ଦ୍ର ନାଗଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ
Read More...

ଗାଁ ମଝିରେ ଚାଲିଛି ବେଆଇନ ମଦ କାରବାର : ବଢ଼ୁଛି ଜନ ଅସନ୍ତୋଷ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଗାଁରେ ଖୁଲମ୍‌ଖୁଲା ଭାବେ ନିଜ କିରାନା ଦୋକାନରେ ତଥା କୁକୁଡ଼ା ଦୋକାନରେ ଚାଲିଛି ବେଆଇନ ଦେଶୀ, ବିଦେଶୀ ମଦ କାରବାର । ମହରାପଦର ଗାଁର ସୁରେଶନ ଦଳେଇ ନିଜର କିରାନା ଦୋକାନରେ ଦେଶୀ, ବିଦେଶୀ ମଦ ବିକ୍ରି
Read More...

ଖପ୍ରାଖୋଲରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର କାର୍ୟ୍ୟକାରିତା ଉପରେ କାର୍ୟ୍ୟକ୍ରମ…

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ ) : ଖପ୍ରାଖୋଲ ବ୍ଲକ କନଫରେନ୍ସ ହଲ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ୟ୍ୟକାରିତା ତଥା ଗ୍ରାମାଞ୍ଚଳରେ ରହିଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା ।
Read More...