Browsing Tag

khaprakhol news

ଭୋଟର ତାଲିକାରେ ନାଁ ନାହିଁ, ବିଡ଼ିଓଙ୍କ ନିକଟରେ ଗ୍ରାମବାସୀ ଫେରାଦ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହେବା ସହିତ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ଏଥିପାଇଁ ଭୋଟର ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ମାତ୍ର ଭୋଟର ତାଲିକାରେ କେତେକ ଭୋଟରଙ୍କ ନାମ ନଥିବାରୁ ସେମାନଙ୍କ
Read More...

ଖପ୍ରାଖୋଲରେ ବ୍ୟାପୁଛି ଥଣ୍ଡା, କାଶ, ଜ୍ୱର : ୧୫୩ ଜଣ ସଂକ୍ରମିତ ଚିହ୍ନଟ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିବା ବେଳେ ଏହାକୁ ନେଇ ଜନସାଧାରଣ ଆଶ୍ୱସ୍ତ ହେଉଛନ୍ତି । ମାତ୍ର ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ସଂକ୍ରମଣ ହାର ସ୍ଥିର ରହିଥିବା ଜାଣିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଥଣ୍ଡା, କାଶ, ଜ୍ୱର ବ୍ୟାପୁଥିବା ବେଳେ ବହୁଲୋକ ଏଥିରେ
Read More...

ଖପ୍ରାଖୋଲ ପୋଲିସ ପଞ୍ଝାରେ କଫ୍‌ ସିରଫ୍‌ ମାଫିଆ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରଫ୍‌ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୋଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୋଲିସର ସଫଳ ଗୋଟିଚାଳନା ଯୋଗୁଁ ଗତ ଆଠ ମାସ ଭିତରେ ସ୍ଥାନୀୟ ଅଞ୍ଚଳର କଫ୍‌
Read More...

ସର୍ଗିପାଲିଠାରେ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲିଠାରେ ଅଂଶୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ମହରାପଦର ସରପଞ୍ଚ ନଳିନୀ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟିଥିଲେ । ଗୋବର୍ଦ୍ଧନ ମେହେର ସମ୍ମାନିତ
Read More...

ଖପ୍ରାଖୋଲରେ ୭୩ତମ ସାଧାରଣତନ୍ତ୍ର ଦିବସ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଳକର ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ସାଧାରଣତନ୍ତ୍ର ଦିବସ ଫିକା ପଡିଥିଲା । ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟଠାରେ ଗୋଷ୍ଠୀଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ ମୁଖ୍ୟ ଅତିଥି ଭାବେ
Read More...

ବେଟିଖାଇ ସେନ୍ଦ୍ରିଆ ଖପ୍ରାଖୋଲ ସରପଞ୍ଚ ଭାବେ ନିଦ୍ୱର୍ନ୍ଦରେ ବିଜୟୀ : ୩୯ ଜଣ ପ୍ରାର୍ଥୀ କଲେ ପ୍ରାର୍ଥୀପତ୍ର…

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ବିଭିନ୍ନ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୯ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏଥି ସହିତ ଖପ୍ରାଖୋଲ ପଞ୍ଚାୟତର ସରପଞ୍ଚ ଭାବେ ବେଟିଖାଇ ସେନ୍ଦ୍ରିଆ ନିଦ୍ୱର୍ନ୍ଦରେ ନିର୍ବାଚିତ
Read More...

ହରିଶଙ୍କର ଅଞ୍ଚଳରେ ବୁଲୁଛି ଚିତା ବାଘ : ଦୁଇ ହରିଣ ମୃତ, ବାଘ ଆକ୍ରମଣରେ ମରିଥିବା ଆଶଙ୍କା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କର ମନ୍ଦିର ଆଖପାଖ ଅଞ୍ଚଳରେ ଗୋଟିଏ ଚିତାବାଘ ବୁଲୁଥିବା ଜଣାପଡିଛି । ନିକଟରେ ଗନ୍ଧମାର୍ଦନ ପର୍ବତ ଘଞ୍ଚ ଜଙ୍ଗଲ ରହିଥିବା ବେଳେ ବାଘଟି ଜଙ୍ଗଲରୁ ପଳେଇ ଆସିଥିବା ଅନୁମାନ କରାଯାଉଛି । ବାଘ ବୁଲୁଥିବା
Read More...

ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅନ୍ତିମ ଦିନ : ସବୁଠି ଏକାଧିକ ଆଶାୟୀ ପ୍ରାର୍ଥୀ, ଦଳୀୟ ନେତାଙ୍କ ପାଇଁ ହୋଇଛି…

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ସହିତ ଯାଞ୍ଚକାର୍ଯ୍ୟ ଶେଷ ହୋଇଛି । ଏବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ଥିବାବେଳେ ପ୍ରତ୍ୟାହାର କିଏ କରିବ ନକରିବ ତାହାକୁ ନେଇ ରାଜନୀତି ସରଗରମ ହୋଇ ପଡିଛି । ଖପ୍ରାଖୋଲ ବ୍ଲକର
Read More...

ଦୁର୍ଘଟଣାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁରୁତର 

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ପାଟଣାଗଡ଼ ରାସ୍ତାର କପସିପାଲି ଗ୍ରାମ ନିକଟରେ ଗତକାଲି ଅପରାହ୍ନରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତର ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ରଞ୍ଜିତ ସାହୁ ଗୁରୁତର ଆହତ ହୋଇଥିବା
Read More...

ସରିଲା ନାମାଙ୍କନ ପତ୍ର, ସମୁଦାୟ ୬୮୩ ପ୍ରାର୍ଥୀ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଭିନ୍ନ ପଦ ନିମନ୍ତେ ସମୁଦାୟ ୨୩୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ସରପଞ୍ଚ ପାଇଁ ୪୬ଜଣ, ସମିତିସଭ୍ୟ ପାଇଁ ୩୧ଜଣ ଏବଂ ୱାର୍ଡସଭ୍ୟ ପାଇଁ ୧୫୭ ଜଣ ପ୍ରାର୍ଥୀ
Read More...