Browsing Tag

khaprakhol news

ଖପ୍ରାଖୋଲରେ ୭୯ତମ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ଅଗ୍ନିଶମ ବିଭାଗ ପକ୍ଷରୁ ଗତକାଲି ଜାତୀୟ ୭୯ତମ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ସର୍ବ ଭାରତୀୟ ସ୍ତରରେ ଏପ୍ରିଲ ୧୪ ତାରିଖଠାରୁ ଏକ ସପ୍ତାହ ବ୍ୟାପି ଦେଶରେ ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇଥାଏ । ଓଡିଶାରେ ଏହାକୁ
Read More...

ଖପ୍ରାଖୋଲ ଅଞ୍ଚଳରେ ୪୦ ଡିଗ୍ରୀ ଟପିଲା ପାରଦ : ଜଳଛତ୍ରର ବ୍ୟବସ୍ଥା ନଥିବା କାରଣରୁ ଲୋକେ ନାହିଁ ନ ଥିବା ସମସ୍ୟାର…

ଖପ୍ରାଖୋଲ, (ଅଶୋକ ବାଗ) : ଦିନକୁ ଦିନ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପ୍ରବଳ ତାପମାତ୍ରା ସହ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି । ପ୍ରବଳ ଗରମ ଅନୁଭୂତ ହେବାରୁ ରାଜ୍ୟ ସରକାର ସମସ୍ତ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ
Read More...

ହରିଶଙ୍କର ମହୋତ୍ସବ ୫ ଦିନକୁ ବୃଦ୍ଧି

ପ୍ରସ୍ତୁତି ବୈଠକରେ ଉଠିଲା ରାଜ୍ୟସ୍ତରୀୟ ମାନ୍ୟତା ଦାବୀ ଖପ୍ରାଖୋଲ, (ଅଶୋକ ବାଗ) : ହରିଶଙ୍କର ରାଜ୍ୟର ଏକ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ତଥା ତୀର୍ଥକ୍ଷେତ୍ର ଅଟେ । ବିଶ୍ୱ ଐତିହ୍ୟ ତାଲିକାରେ ଏହା ସ୍ଥାନ ପାଇଅଛି । ଏଠାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ଜୈବ ବିବିଧତା ଐତିହ୍ୟ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ : ଜଣେ ଗୁରୁତର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତୁର୍ଲା ନିକଟସ୍ଥ ଭୁର୍ଷିବାଞ୍ଜି ଗ୍ରାମରେ ଘଟି ଯାଇଛି ଏକ ଅଘଟଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି ଜଣେ ବ୍ୟକ୍ତି । ଆହତ ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ
Read More...

ଘୁନସର ଛକରେ ମର୍ମନ୍ତୁଦ ଦୁର୍ଘଟଣା : ଗାଡି ଚାଳକ ମୃତ, ଦୁଇସାଙ୍ଗ ଗୁରୁତର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଲାଠୋର ରାସ୍ତାର ଘୁନସର ଛକ ନିକଟ ବୁଲାଣିରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଗାଡି ଚାଳକଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଥିବା ବେଳେ ଗାଡିରେ
Read More...

ଘରେ ପଶି ବୃଦ୍ଧାଙ୍କୁ ଛୁରିରେ ଆକ୍ରମଣ ଅଭିଯୋଗ

ଲୁଟିନେଲେ ଟଙ୍କା ଓ ଅଳଙ୍କାର, ଆକ୍ରମଣକାରୀ ଯୁବକ ଅଟକ ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଂଚାୟତ ଅନ୍ତର୍ଗତ ବର୍ତିଆ ଗ୍ରାମରେ ଜଣେ ୫୫ ବର୍ଷିଆ ବୃଦ୍ଧାଙ୍କୁ ଛୁରିରେ ଆକ୍ରମଣ କରି ଜଣେ ଯୁବକ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀ ବୃଦ୍ଧାଙ୍କ ଠାରୁ
Read More...

ଝିଅ ବିଦା ପାଇଁ ବସ୍‌ରେ ଯିବା ବେଳେ ବସ୍‌ରୁ ଖସିପଡ଼ି ଜଣେ ମୃତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁ ନିକଟରେ ବସ୍‌ରୁ ଖସିପଡ଼ି ଜଣେ ମୃତ । ମୃତ ବ୍ୟକ୍ତି ଜଣକ ଓଡ଼ିଆପାଲି ପଞ୍ଚାୟତ କପସିପାଲି ଗାଁର ତ୍ରିଲୋଚନ ବରିହା(୪୫) ବୋଲି ଜଣାଯାଇଛି । ସୂଚନା ଅନୁସାରେ କୁମାରଖାନ ଗାଁର ଏକ ବାହାଘରରୁ ଝିଅ ବିଦା ପାଇଁ ବସ୍‌ ଯୋଗେ ଝିଅ ଘର
Read More...

ତେଲେନପାଲିଠାରେ ସିଆର୍‌ପିଏଫ୍‌ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ସିଆର୍‌ପିଏଫ୍‌ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲିଠାରେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ
Read More...

ବର୍ତ୍ତିବେନି କଫ ସିରପ ମାଫିଆ ଓ ବେଆଇନ ବ୍ୟବସାୟୀ : ଏକ୍ସନ ମୋଡ଼୍‌ରେ ଖପ୍ରାଖୋଲ ପୋଲିସ

୪୭୬ ବୋତଲ କଫ ସିରପ ଜବତ, ୩ ଗିରଫ ଏବଂ କୋର୍ଟ ଚାଲାଣ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ ସିରପ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର
Read More...

ଖପ୍ରାଖୋଲ ଥାନା ଛଞ୍ଚାଣବାହାଲି ଗାଁରେ ସୁନା ଭଳି ପଦାର୍ଥ ବାହାରୁଥିବା ଘଟଣାସ୍ଥଳକୁ ଭୂ-ତତ୍ତ୍ୱ ବିଶେଷଜ୍ଞଙ୍କ…

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଛଞ୍ଚାଣବାହାଲି ଗାଁରେ ଗତ ଚାରି ଦିନ ତଳେ ଏକ ଗଭୀର ନଳକୂପରୁ ସୁନା ଭଳି ପଦାର୍ଥ ବାହାରିବା ନେଇ ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ନାନ୍ଦୁପଲା ଗ୍ରାମର ମୋହମ୍ମଦ ଜାବେଦ
Read More...