ଝିଅ ବିଦା ପାଇଁ ବସ୍ରେ ଯିବା ବେଳେ ବସ୍ରୁ ଖସିପଡ଼ି ଜଣେ ମୃତ
ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁ ନିକଟରେ ବସ୍ରୁ ଖସିପଡ଼ି ଜଣେ ମୃତ । ମୃତ ବ୍ୟକ୍ତି ଜଣକ ଓଡ଼ିଆପାଲି ପଞ୍ଚାୟତ କପସିପାଲି ଗାଁର ତ୍ରିଲୋଚନ ବରିହା(୪୫) ବୋଲି ଜଣାଯାଇଛି । ସୂଚନା ଅନୁସାରେ କୁମାରଖାନ ଗାଁର ଏକ ବାହାଘରରୁ ଝିଅ ବିଦା ପାଇଁ ବସ୍ ଯୋଗେ ଝିଅ ଘର!-->…
Read More...
Read More...