Browsing Tag

khaprakhol news

ବସୁଧା ଯୋଜନାରେ ଅବ୍ୟବସ୍ଥା : ଜଲ୍‌ପାଙ୍କେଲ୍‌ରେ ଜଳ ଦୂଷିତ, ସାଧାରଣରେ ଅସନ୍ତୋଷ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲ୍‌ପାଙ୍କେଲ୍‌ ଗ୍ରାମରେ ଥିବା ବସୁଧା ଯୋଜନାରେ ତିଆରି ହୋଇଥିବା ପାଣି ଟାଙ୍କିର ଅବ୍ୟବସ୍ଥା କହିଲେ ନସରେ । ଏହି ଗାଁରେ ପ୍ରାୟ ଦୁଇରୁ ତିନି ହଜାର ଲୋକ ବସବାସ କରନ୍ତି । ଲୋକଙ୍କ ପିଇବା ପାଣିର
Read More...

ବେକରେ ଶାଢ଼ୀଦେଇ ଯୁବକଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଶାନ୍ତିପୁର ଗ୍ରାମର ଜଣେ ଯୁବକ ନିଜ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶାନ୍ତିପୁର ଗାଁର ଗଣେଶ ସାହୁଙ୍କ ସାନ ପୁଅ ଜ୍ୟୋତି ରଞ୍ଜନ ସାହୁ (୩୦) ଗତକାଲି ରାତିରେ ଖାଇ ସାରିବା ପରେ
Read More...

ଖପ୍ରାଖୋଲ ବ୍ଲକସ୍ତରୀୟ ଅମଲା ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟ ଅମଲା ମଞ୍ଚର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅମଲା ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଖପ୍ରାଖୋଲ ବ୍ଲକ ପରିସରରେ ଥିବା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅମଲା ମଞ୍ଚର ସଭ୍ୟ ତଥା ପରାମର୍ଶଦାତା ବ୍ରଜବନ୍ଧୁ ଠାକୁରଙ୍କ
Read More...

ବଲାଙ୍ଗିର ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଶିବିର

ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଶିବିର ସୋମବାର ଖପ୍ରାଖୋଲ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୬୬ଟି ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା । ସମସ୍ତ ଅଭିଯୋଗର ଶୁଣାଣି
Read More...

ସଇତାନ ପ୍ରେମିକକୁ ଜେଲ ହାଜତକୁ ପଠାଇଲା ଲାଠୋର ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରେମିକା, ତାଙ୍କ ମା’ ଓ ଛୋଟ ଭାଇଙ୍କୁ ଜାଳି ମାରି ଦେବାକୁ ଉଦ୍ୟମ କରିଥିବା ସଇତାନ ପ୍ରେମିକଙ୍କୁ ଆଜି ଜେଲ ହାଜତକୁ ପଠାଇଛି ଲାଠୋର ପୋଲିସ । ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା । ଗତକାଲି ଦିନ ୧ଟା ସମୟରେ ଲାଠୋର
Read More...

ବାହା ହେବା ପାଇଁ ମନା କଲା ପ୍ରେମିକା ବୋଲି ଜଲ୍ଲାଦ ପ୍ରେମିକ କଲା ଏମିତି ଉନ୍ମୁକ୍ତ କାଣ୍ଡ

ଖପ୍ରାଖୋଲ, (ଅଶୋକ ବାଗ) : ଆରମ୍ଭ ହେଲା ପ୍ରେମ, ତା’ପରେ କଥା ଗଲା ବିବାହ ଆଡ଼କୁ । କିନ୍ତୁ ପ୍ରେମିକା ପ୍ରେମିକର ଅତ୍ୟାଚାର ସହି ନପାରି ବାହା ହେବା ପାଇଁ ମନା କରିବାରୁ ପ୍ରେମିକର ମୁଣ୍ଡ ଗରମ ହୋଇଗଲା । ମଦ ପିଇ ପ୍ରେମିକା ରହୁଥିବା ଭଡାଘରକୁ ଆସି ନିଜ ପ୍ରେମିକାଙ୍କ ସହ ତାଙ୍କ ମା' ଏବଂ
Read More...

ଖପ୍ରାଖୋଲ ବ୍ଲକ ଜୁରିଆଠାରେ ପ୍ରଥମ ରବି ଧାନ ମଣ୍ଡି ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଖପ୍ରାଖୋଲ ବ୍ଲକ୍ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି ଜୁରିଆଠାରେ ଚଳିତ ବର୍ଷ ପ୍ରଥମ ରବି ଧାନ ମଣ୍ଡି ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ପେକ୍ସ ସଭାପତି କନ୍ଦର୍ପ ସୁଆର ଅଧ୍ୟକ୍ଷତା କରିଥିବା ବେଳେ
Read More...

ସାପ କାମୁଡ଼ାରେ ଜଣେ ମୃତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ ପ୍ରଶାନ୍ତ କୁମାର ପଣ୍ଡା(୬୩) । ସୂଚନା ଅନୁଯାୟୀ ଭେଜିପୁଟ ଗ୍ରାମର ପ୍ରଶାନ୍ତ କୁମାର
Read More...

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ : ଖତ ଖାଉଛି ସରକାରୀ ଟଙ୍କା, ସାଧାରଣରେ ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସଦର ମହକୁମା ବସ୍‌ଷ୍ଟାଣ୍ଡ ପାଖରେ ଖପ୍ରାଖୋଲ ପଞ୍ଚାୟତ ତରଫରୁ ଯାତ୍ରୀ ଏବଂ ଜନସାଧାରଣଙ୍କ ସୁବିଧା ଓ ପରିମଳ ବ୍ୟବସ୍ଥାକୁ ସଫା ସୁତୁରା ରଖିବା ପାଇଁ ୨୦୨୧ ମସିହାରେ ୩ ଲକ୍ଷ୍ୟ ଟଙ୍କା ଅଟକଳ ପରିମାଣରେ ନିର୍ମିତ ଗୋଷ୍ଠୀ ଶୌଚାଳୟ
Read More...

ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରକୋପ

ବ୍ଲକ ପ୍ରଶାସନ ଦାୟିତ୍ୱ ଦେଇଛନ୍ତି ହେଲେ ଫଳ ଶୂନକିଛିଦିନ ପରେ ମୌସୁମୀ ଆସିବ କିନ୍ତୁ ଖପ୍ରାଖୋଲ ସଦର ମହକୁମାରେ ପାଣିଛତ୍ର ଗୋଟିଏ ଖୋଲି ପାରିଲାନି ପ୍ରଶାସନ ଖପ୍ରାଖୋଲ, (ଅଶୋକ ବାଗ) : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରକୋପ । ସକାଳ ୮ଟାରୁ ଗ୍ରୀଷ୍ମପ୍ରବାହ ଏତେ ମାତ୍ରାରେ
Read More...