Browsing Tag

khaprakhol news

ପାଟଣାଗଡ ବ୍ଲକ ଛକରେ ଭଗବାନ ପର୍ଶୁରାମଙ୍କ ପ୍ରତିଛବି ଅପସାରଣର ପ୍ରତିବାଦରେ ଖପ୍ରାଖୋଲ ସମ୍ପୂର୍ଣ୍ଣ ବନ୍ଦ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପାଟଣାଗଡ ବ୍ଲକ ଛକରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଅପସାରଣ ପ୍ରତିବାଦରେ ବୁଧବାର ଖପ୍ରାଖୋଲ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବିଭିନ୍ନ ହିନ୍ଦୁ ସଂଗଠନ ଡାକରାରେ ଆହୁତ ବନ୍ଦରେ ଉପେନ୍ଦ୍ର ଭୋଇ, ସନ୍ତୋଷ ଗଡତ୍ୟା, ସତ୍ୟାନନ୍ଦ ସେନ୍ଦ୍ରିଆ, ହରିବୋଲ
Read More...

ଗଛରୁ ପଡି ଶଯ୍ୟାଶାୟୀ ବେନକେରା ଗାଁର ଦେବରାଜ ବରିହାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଧାଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗାଁର ଦେବରାଜ ବରିହା (୬୨) ଘରେ ନିଜ ସ୍ତ୍ରୀ ବାସନ୍ତୀ ବରିହା ଦୁହେଁ ଖୁସିରେ ଥିଲେ । ନିଜ ପୁଅ ତା ପରିବାର ସହ ଦାଦନ ଯାଇଥିବା ବେଳେ ଦୁଇ ପ୍ରାଣୀ ହିଁ ଘରେ ରହି ପର ମୂଳ ଲାଗିବା ସହ
Read More...

କଫ ସିରପ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପୋଲିସ ଚଢ଼ାଉ କରି ବେଆଇନ କଫ ସିରପ୍ ଚୋରା ଚାଲାଣ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ତୁରେକେଲା ଥାନା ମଲିକଦରୋ ଗ୍ରାମର ତ୍ରିନାଥ ରଣା (୪୫)
Read More...

ଷ୍ଟ୍ରିଟ ଲାଇଟ ଲଗାଇବାକୁ ନେଇ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାସ୍ତାରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ଦୃଢ ଦାବୀ ହୋଇଛି । ଏନେଇ ଏକ ଦାବୀପତ୍ର ଖପ୍ରାଖୋଲ ବିଡିଓ ବିଜୟ କୁମାର ହୋତାଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଛି । ୧୯୯୨ରେ ପ୍ରତିଷ୍ଠା ହୋଇଥିବା ଏହି
Read More...

ଖପ୍ରାଖୋଲ ବ୍ଲକ ଘୁନସର ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ପ୍ରଗତି ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିବା ଜଣାପଡିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋ ସ୍କୁଲ ଯୋଜନାରେ ହାଇସ୍କୁଲଗୁଡିକରେ ଉନ୍ନତିକରଣ କାର୍ଯ୍ୟ ଚାଲିଛି
Read More...

ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ ଲୁଟି ନେଲେ ପଚିଶ ହଜାର ଟଙ୍କା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନ ଦ୍ୱିପହରରେ ଜୋର ଜବରଦସ୍ତି କରି ବୃଦ୍ଧଙ୍କଠାରୁ ୨୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଚାରିଜଣ ଦୁର୍ବୃତ୍ତ ବାଇକରେ ଆସି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ସଦର ଖପ୍ରାଖୋଲଠାରେ ।
Read More...

ଖପ୍ରାଖୋଲ ସରପଞ୍ଚ ଏବଂ ଦୁଇ ସମାଜସେବୀଙ୍କ ମହତ କାର୍ଯ୍ୟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଛତିଶଗଡରୁ ହରିଶଙ୍କର ଆସିଥିବା କିଛି ଭୋଲବମ୍‌ ଶ୍ରଦ୍ଧାଳୁ ୪ ଜଣ ପୁରୁଷ, ୪ ଜଣ ମହିଳା ଏବଂ ୪ ଜଣ ଛୋଟ ଛୋଟ ଛୁଆ । ଏମାନଙ୍କ ଗାଡି ଖରାପ ହୋଇଯାଇଥିବାରୁ ସେମାନେ ଘରକୁ ଫେରି ନ ପାରି ବର୍ତ୍ତମାନ ଖପ୍ରାଖୋଲରେ ରହିଯାଇଥିଲେ । ଖପ୍ରାଖୋଲ ଅଞ୍ଚଳରେ ବର୍ତ୍ତମାନ
Read More...

ନାବାଳିକାକୁ ବିବାହ କରାଇବା ଘଟଣାରେ ତିନି ସମ୍ପର୍କୀୟ ଜେଲ ଗଲେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍‌ ଓଡିଆପଳି ଗାଁରେ ଜଣେ ନାବାଳିକା ନବମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରେଇବା ଉଦ୍ୟମରେ ତିନି ସମ୍ପର୍କୀୟଙ୍କୁ ଖପ୍ରାଖୋଲ ପୋଲିସ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତିନି ଅଭିଯୁକ୍ତ ହେଲେ ଓଡିଆପାଲି ଗାଁର ସାଗର ମାଝୀ
Read More...

ଖପ୍ରାଖୋଲରେ ନିରନ୍ତର କୃଷି ସମ୍ପର୍କିତ କର୍ମଶାଳା : ଜୈବିକ କୃଷି ଓ ପ୍ରାକୃତିକ ସମ୍ବଳ ପରିଚାଳନାକୁ ଗୁରୁତ୍ୱ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଏଫ୍‌ଇଏସ୍‌, କୃଷିବିଭାଗ ଓ ଓଏଲ୍‌ଏମ୍‌ର ମିଳିତ ଉଦ୍ୟମରେ ନିରନ୍ତର କୃଷି ସମ୍ପର୍କିତ ଅନୁଭୂତି ସଙ୍କଳନ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଏଫ୍‌ଇଏସ୍‌ ଜିଲ୍ଲା
Read More...

ବୁଢ଼ିବାହାଲରେ ବିଜେପିର ବିଶାଳକର୍ମୀ ସମାବେଶ

ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଳି ପଞ୍ଚାୟତ ବୁଢ଼ିବାହାଲ କଲ୍ୟାଣମଣ୍ଡପ ଠାରେ ବିଜେପିର ବ୍ଲକସ୍ତରୀୟ କର୍ମୀ ସମାବେଶ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମଣ୍ଡଳ ସଭାପତି ଦେବକାନ୍ତ ପାଣିଗ୍ରାହୀ
Read More...