ଅଧିକାଂଶ ସମୟରେ ଜିଓ ମୋବାଇଲ ଓ ନେଟ୍ୱାର୍କ ରହୁଛି ଫେଲ୍ : ଅଂଚଳବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ, ସମସ୍ୟାର ସମାଧାନ…
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଅଂଚଳରେ ଜିଓ ମୋବାଇଲ ଓ ଇଣ୍ଟର୍ନେଟ ସେବାରେ ଅନିୟମିତତା ଲାଗି ରହିଥିବାରୁ ଉପଭୋକ୍ତାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମସ୍ୟାର ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏ ନେଇ!-->…
Read More...
Read More...