Browsing Tag

khaira news

ବୋମାମାଡ଼ କରି ବ୍ୟାଙ୍କ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ

ଖଇରା : ବୋମାମାଡ଼ କରି ବ୍ୟାଙ୍କ ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଆକ୍ସିସ ବ୍ୟାଙ୍କ ଏଟିଏମ ଲୁଟି ନେଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଗତକାଲି ବିଳମ୍ବିତ ରାତିରେ
Read More...

ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ୪ ଗୋରୁ ମୃତ : ଡ୍ରାଇଭର ଗୁରୁତର

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ସୋର-କୁପାରୀ ରାସ୍ତାର ତୁଟ ଛକ ନିକଟରେ ବେଆଇନ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୪ ଗୋରୁଙ୍କ ମୃତ ହୋଇଥିବା ଜଣାପଡିଛି । ଗାଡ଼ି ଚାଳକ ଗୁରୁତର ହୋଇ ଖଇରା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ବିଳମ୍ବିତ
Read More...

ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ଖଇରା : ସ୍ତ୍ରୀକୁ ହତ୍ୟା କରି ନିଜେ ବିଷ ପିଇ ଆତ୍ମହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ଖଇରା ଥାନା ଅନ୍ତର୍ଗତ ତିଳଦା ଗ୍ରାମରେ । ସୂଚନା ଅନୁଯାୟୀ, ଖଇରା ଥାନା ଅନ୍ତର୍ଗତ ତିଳଦା ଗ୍ରାମର ବାବୁ ଦାସ ଓ ସ୍ତ୍ରୀ ମିନା ଦାସଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ସୋମବାର
Read More...